ଟି୨୦: ୧୦ ବଲ୍‌ରେ ମ୍ୟାଚ୍‌ ଖତମ୍ !

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) : ଆଇସିସି ୱାର୍ଲ୍ଡ ଟ୍ୱେଣ୍ଟି୨୦ ଏସିଆ ରିଜିୟନ୍‌ କ୍ୱାଲିଫାୟର୍‌ ବି ପାଇଁ ମ୍ୟାଁମାର ଏବଂ ମ୍ୟାଲେସିଆ ମଧ୍ୟରେ ଏକ ମ୍ୟାଚ୍‌ରେ ଏମିତି ଘଟଣା ଘଟିଛି ଯାହା ଆଗରୁ କେବେ ହୋଇନଥିଲା। ମ୍ୟାଲେସିଆ ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଶୂନ (୦) ରନ୍‌ରେ ହିଁ ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନ୍‌ ବିଦାୟ ନେଇଯାଇଥିଲେ। ଅନ୍ୟ ୩ ଜଣ ବ୍ୟାଟ୍ସମ୍ୟାନ୍‌ ୬ ରନ୍‌ ମଧ୍ୟରେ ଆଉଟ ହୋଇଯାଇଥିଲେ। ମ୍ୟାଲେସିଆର ପୱନ୍‌ଦୀପ୍‌ ସିଂହ […]

pavandeep

pavandeep

Hemant Lenka
  • Published: Wednesday, 10 October 2018
  • Updated: 10 October 2018, 11:06 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) : ଆଇସିସି ୱାର୍ଲ୍ଡ ଟ୍ୱେଣ୍ଟି୨୦ ଏସିଆ ରିଜିୟନ୍‌ କ୍ୱାଲିଫାୟର୍‌ ବି ପାଇଁ ମ୍ୟାଁମାର ଏବଂ ମ୍ୟାଲେସିଆ ମଧ୍ୟରେ ଏକ ମ୍ୟାଚ୍‌ରେ ଏମିତି ଘଟଣା ଘଟିଛି ଯାହା ଆଗରୁ କେବେ ହୋଇନଥିଲା। ମ୍ୟାଲେସିଆ ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଶୂନ (୦) ରନ୍‌ରେ ହିଁ ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନ୍‌ ବିଦାୟ ନେଇଯାଇଥିଲେ।

ଅନ୍ୟ ୩ ଜଣ ବ୍ୟାଟ୍ସମ୍ୟାନ୍‌ ୬ ରନ୍‌ ମଧ୍ୟରେ ଆଉଟ ହୋଇଯାଇଥିଲେ। ମ୍ୟାଲେସିଆର ପୱନ୍‌ଦୀପ୍‌ ସିଂହ ଗୋଟିଏ ପରେ ଗୋଟିଏ ସଫଳତା ପାଇଚାଲିଥିଲେ। ୧୧ ଓଭର ବେଳକୁ ବର୍ଷା ବାଧା ସୃଷ୍ଟି କଲା ଯେତେବେଳେ ମ୍ୟାଁମାରର ସ୍କୋର ୮ ୱିକେଟ୍‌ ହରାଇ ଥିଲା ମାତ୍ର ୯ ରନ୍‌।

ଏହାପରେ ଅନ୍‌ୱର ରେହମାନ୍‌ ୩ ରନ୍‌ ଦେଇ ଆଉ ୨ ୱିକେଟ୍‌ ନେଇଯାଇଥିଲେ। ବର୍ଷା ପାଇଁ ଡିଏଲ୍‌ ମେଥଡ୍‌ ଲାଗୁ ହେଲା ଏବଂ ମ୍ୟାଲେସିଆ ପାଇଁ ଟାର୍ଗେଟ୍‌ ରହିଲା ୮ ଓଭରରୁ ୬ ରନ୍‌।

ମ୍ୟାଁମାରର ପାଇଙ୍ଗ୍‌ ଦାନୁଙ୍କ ପ୍ରଥମ ଓଭରରେ ମ୍ୟାଲେସିଆ ମଧ୍ୟ ୦ରନ୍‌ରେ ୨ ୱିକେଟ୍‌ ହରାଇବାରୁ ମ୍ୟାଁମାର ପାଇଁ ଆଶା ଜାଗ୍ରତ ହେଲା। କିନ୍ତୁ ଏହାକୁ ବେଶି ସମୟ ଝୁଲାଇ ନରଖି ମ୍ୟାଲେସିଆର ଏକ ମାତ୍ର ବାଉଣ୍ଡରୀ ସ୍କୋରର୍ ଛକା ମାରି ମ୍ୟାଚ୍‌ ସାରିଦେଇଥିଲେ। ଏହି ମ୍ୟାଚ୍‌ରେ ପୱନ୍‌ଦୀପ୍‌ ସିଂହ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷିତ ହୋଇଥିଲେ।

ଦେଖନ୍ତୁ ପୱନ୍‌ଦୀପ୍‌ ସିଂହଙ୍କ ଚକ୍‌ମା
https://www.youtube.com/watch?v=1UQNc-Zg1ro

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story