ରିଓ ଅଲିମ୍ପିକ୍‌: ୯୦ କେଜି ଜୁଡୋରୁ ଭାରତର ଅବତାର ବାଦ୍‌

ରିଓ ଡି ଜେନେରିଓ: ଭାରତର ଅବତାର ସିଂହ ୯୦ କେଜି ଜୁଡୋ ପ୍ରତିଯୋଗିତାରୁ ବାଦ୍ ପଡିଛନ୍ତି। ସେ ୩୨ ତମ ରାଉଣ୍ଡରେ ରିଫ୍ୟୁଜି ଅଲିମ୍ପିକ୍‌ ଟିମ୍‌ର ପୋପଲ ମିଶେଙ୍ଗଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସେ ମିଶେଙ୍ଗାଠାରୁ ମାତ୍ର ୨ ପଏଣ୍ଟରେ ହାରି ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି। ପଞ୍ଜାବର ଏହି ୨୪ ବର୍ଷୀୟ ଜୁଡୋ ପ୍ରତିଯୋଗୀ ଜଣକ ୨ଟି ପେନାଲ୍ଟି ପଏଣ୍ଟ ଯୋଗୁଁ  ମିଶେଙ୍ଗାଠାରୁ ପରାଜିତ ହୋଇଛନ୍ତି।

avtar-defit

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 11:07 PM IST

ରିଓ ଡି ଜେନେରିଓ: ଭାରତର ଅବତାର ସିଂହ ୯୦ କେଜି ଜୁଡୋ ପ୍ରତିଯୋଗିତାରୁ ବାଦ୍ ପଡିଛନ୍ତି। ସେ ୩୨ ତମ ରାଉଣ୍ଡରେ ରିଫ୍ୟୁଜି ଅଲିମ୍ପିକ୍‌ ଟିମ୍‌ର ପୋପଲ ମିଶେଙ୍ଗଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

ସେ ମିଶେଙ୍ଗାଠାରୁ ମାତ୍ର ୨ ପଏଣ୍ଟରେ ହାରି ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି। ପଞ୍ଜାବର ଏହି ୨୪ ବର୍ଷୀୟ ଜୁଡୋ ପ୍ରତିଯୋଗୀ ଜଣକ ୨ଟି ପେନାଲ୍ଟି ପଏଣ୍ଟ ଯୋଗୁଁ  ମିଶେଙ୍ଗାଠାରୁ ପରାଜିତ ହୋଇଛନ୍ତି।

Related story