ଏସିଟି ହକି ଟୁର୍ଣ୍ଣାମେଣ୍ଟ୍: ଜାପାନକୁ ୧୦-୨ରେ ହରାଇଲା ଭାରତ

କ୍ୱାଣ୍ଟନ୍: ଆଜିଠାରୁ ମାଲେସିଆର କ୍ୱାଣ୍ଟନ୍‌ରେ ଆରମ୍ଭ ହୋଇଛି ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ବୃହତ୍ତ ବିଜୟ ହାସଲ କରିଛି। ଜାପାନ ବିପକ୍ଷ ମ୍ୟାଚ୍‌କୁ ଦଳ ୧୦-୨ରେ ଜିତି ଯାଇଛି। ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟ ରୁପିନ୍ଦର ପଲ ସିଂହ ୬ଟି ଗୋଲ୍ ଦେଇଥିଲେ। ସେ ଭାରତର ୧୦ଟି ପେନାଲ୍ଟି କର୍ଣ୍ଣରରୁ ୬ଟିକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ୨୨ ତାରିଖରେ ଦକ୍ଷିଣ କୋରିଆ […]

nabarangpur

nabarangpur

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 09:25 PM IST

Sports

Latest News

rupindaerକ୍ୱାଣ୍ଟନ୍: ଆଜିଠାରୁ ମାଲେସିଆର କ୍ୱାଣ୍ଟନ୍‌ରେ ଆରମ୍ଭ ହୋଇଛି ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ବୃହତ୍ତ ବିଜୟ ହାସଲ କରିଛି। ଜାପାନ ବିପକ୍ଷ ମ୍ୟାଚ୍‌କୁ ଦଳ ୧୦-୨ରେ ଜିତି ଯାଇଛି। ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟ ରୁପିନ୍ଦର ପଲ ସିଂହ ୬ଟି ଗୋଲ୍ ଦେଇଥିଲେ। ସେ ଭାରତର ୧୦ଟି ପେନାଲ୍ଟି କର୍ଣ୍ଣରରୁ ୬ଟିକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ।

ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ୨୨ ତାରିଖରେ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ। ୨୩ ତାରିଖରେ ପାକିସ୍ତାନ, ୨୫ ତାରିଖରେ ଚୀନ ଓ ୨୬ ତାରିଖରେ ମାଲେସିଆ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ।

୨୦୧୧ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାମ୍ପିଅନ ହୋଇଥିଲା ଭାରତ। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା। ତେବେ ୨୦୧୪ ଓ ୨୦୧୫ରେ ଟୁର୍ଣ୍ଣାମେଣ୍ଟ ହୋଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story