ଏଏଫ୍‌ସି କପ୍‌ ଫାଇନାଲ ଖେଳିବାକୁ ଦୋହାରେ ବେଙ୍ଗାଲୁରୁ ଏଫ୍‌ସି

ଦୋହା: ଏସିଆନ ଫୁଟ୍‌ବଲ କନ୍‌ଫିଡିରେସନ (ଏଏଫ୍‌ସି) କପ୍‌ରେ ଅଂଶଗ୍ରହଣ କରିବାକୁ ବେଙ୍ଗାଲୁରୁ ଏଫ୍‌ସି ଟିମ୍‌ ଆଜି ଦୋହାରେ ପହଞ୍ଚିଛି। ହାମିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ବେଙ୍ଗାଲୁରୁ ଏଫ୍‌ସି ଖେଳାଳିଙ୍କୁ ସ୍ୱାଗତ କରିବାକୁ ବହୁ ଭାରତୀୟ ଏକାଠି ହୋଇଥିଲେ। ଖେଳାଳିମାନଙ୍କ ପହଞ୍ଚିବାରେ ୪ ଘଣ୍ଟା ବିଳମ୍ବ ଥିଲେ ମଧ୍ୟ ସମର୍ଥକମାନେ ବିମାନବନ୍ଦର ଛାଡି ଯାଇ ନ ଥିଲେ।  ବେଙ୍ଗାଲୁରୁ ଏଫ୍‌ସି ହେଉଛି ପ୍ରଥମ ଭାରତୀୟ କ୍ଲବ ଯିଏ ଏଏଫ୍‌ସି କପ୍‌ ଫାଇନାଲରେ ଅଂଶ ଗ୍ରହଣ କରିବ। କତାର ଇଣ୍ଡିଆନ ଆସୋସିଏସନ […]

bengaluru-fc

bengaluru-fc

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 07:22 PM IST

Sports

Latest News

ଦୋହା: ଏସିଆନ ଫୁଟ୍‌ବଲ କନ୍‌ଫିଡିରେସନ (ଏଏଫ୍‌ସି) କପ୍‌ରେ ଅଂଶଗ୍ରହଣ କରିବାକୁ ବେଙ୍ଗାଲୁରୁ ଏଫ୍‌ସି ଟିମ୍‌ ଆଜି ଦୋହାରେ ପହଞ୍ଚିଛି। ହାମିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ବେଙ୍ଗାଲୁରୁ ଏଫ୍‌ସି ଖେଳାଳିଙ୍କୁ ସ୍ୱାଗତ କରିବାକୁ ବହୁ ଭାରତୀୟ ଏକାଠି ହୋଇଥିଲେ। ଖେଳାଳିମାନଙ୍କ ପହଞ୍ଚିବାରେ ୪ ଘଣ୍ଟା ବିଳମ୍ବ ଥିଲେ ମଧ୍ୟ ସମର୍ଥକମାନେ ବିମାନବନ୍ଦର ଛାଡି ଯାଇ ନ ଥିଲେ।  ବେଙ୍ଗାଲୁରୁ ଏଫ୍‌ସି ହେଉଛି ପ୍ରଥମ ଭାରତୀୟ କ୍ଲବ ଯିଏ ଏଏଫ୍‌ସି କପ୍‌ ଫାଇନାଲରେ ଅଂଶ ଗ୍ରହଣ କରିବ।

କତାର ଇଣ୍ଡିଆନ ଆସୋସିଏସନ ଫର ସ୍ପୋର୍ଟ ଆଣ୍ଡ ଗେମ୍‌ (କ୍ୟୁଆଇଏ) ସାଧାରଣ ସମ୍ପାଦକ ସଫିର କହିଛନ୍ତି,“ଆମେ ଜାଣିବାକୁ ପାଇଥିଲୁ ଖେଳାଳିମାନେ ଆସିବାକୁ ଥିବା ବିମାନର ଯାତ୍ରା ରଦ୍ଦ କରାଯାଇଥିଲା। ହେଲେ ଆମ ହିରୋମାନଙ୍କୁ ସ୍ୱାଗତ ନ କରି ଆମେ ଫେରିଯିବାର କୌଣସି ପ୍ରଶ୍ନ ଉଠି ନ ଥିଲା।”

ଭାରତୀୟ କମ୍ୟୁନିଟିଙ୍କ ଏପରି ଉତ୍ସାହକୁ ଦେଖି କୋଚ୍‌ ଆଲବର୍ଟ ରୋକା ଉତ୍ସାହିତ ହୋଇଯାଇଥିଲେ। ସେ କହିଛନ୍ତି, “ଏତେ ଦୂର ଯାତ୍ରା କରି ଆମେ ବହୁତ ଥକା ହୋଇଯାଇଛୁ। ବିମାନ ବିଳମ୍ବରେ ପହଞ୍ଚି ଥିଲେ ମଧ୍ୟ ଏଠାରେ ରହୁଥିବା ଭାରତୀୟମାନେ ଆମକୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ। ଏପରି ସ୍ୱଗତ ପାଇ ଆମେ ବହୁତ ଖୁସି। ମୁଁ ଆଶା କରୁଛି ମ୍ୟାଚ୍‌ ଦିନ ସେମାନେ ବହୁ ସଂଖ୍ୟାରେ ଆସି ଆମ ଖେଳାଳିମାନଙ୍କୁ ସମର୍ଥନ ଜଣାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story