ଆଫଗାନିସ୍ତାନକୁ ଝଟକା, ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିଶ୍ୱକପରୁ ଆଉଟ୍

ଲଣ୍ଡନ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ମହମ୍ମଦ ଶେହଜାଦ୍ ଆହତ ଯୋଗୁ ଚଳିତ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଶେହଜାଦଙ୍କ ସ୍ଥାନରେ ଇମରାମ୍ ଅଲୀ ଖିଲଙ୍କୁ ଆଫଗାନିସ୍ତାନ ଟିମରେ ସାମିଲ୍ କରାଯାଇଛି। ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ତା’ର ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି। ଏଭଳି ସ୍ଥିତିରେ ଶେହଜାଦଙ୍କ ବାଦ୍ ପଡ଼ିବା ଟିମକୁ ଚିନ୍ତାରେ ପକାଇ ଦେଇଛି। ୩୨ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା […]

shahzad

shahzad

Hemant Lenka
  • Published: Friday, 07 June 2019
  • Updated: 07 June 2019, 05:10 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ମହମ୍ମଦ ଶେହଜାଦ୍ ଆହତ ଯୋଗୁ ଚଳିତ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଶେହଜାଦଙ୍କ ସ୍ଥାନରେ ଇମରାମ୍ ଅଲୀ ଖିଲଙ୍କୁ ଆଫଗାନିସ୍ତାନ ଟିମରେ ସାମିଲ୍ କରାଯାଇଛି।

ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ତା'ର ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି। ଏଭଳି ସ୍ଥିତିରେ ଶେହଜାଦଙ୍କ ବାଦ୍ ପଡ଼ିବା ଟିମକୁ ଚିନ୍ତାରେ ପକାଇ ଦେଇଛି। ୩୨ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୭ ରନ୍ କରିଥିଲେ।

ପାକିସ୍ତାନ ବିପକ୍ଷ ୱାର୍ମଅପ୍ ମ୍ୟାଚରେ ଶେହଜାଦଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହା ସତ୍ତ୍ୱେ ସେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ୨୦୧୫ ବିଶ୍ୱକପ ପରଠାରୁ ଶେହଜାଦ୍ ଆଫଗାନିସ୍ତାନ ଟିମର ସର୍ବୋଚ୍ଚ ସ୍କୋରର ରହିଆସିଛନ୍ତି। ସେ ୫୫ ଇନିଂସସରେ ୧୮୪୩ ରନ୍ କରିଛନ୍ତି। ତାଙ୍କ ବଦଳରେ ଇକ୍ରାମଙ୍କ ଆଫଗାନିସ୍ତାନ ଟିମରେ ରଖିବା ପାଇଁ ଆଇସିସି ଅନୁମତି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story