ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଯାଇଛି ଆଇପିଏଲ-୧୧ ପାଇଁ ନିଲାମୀ। ପୁଣିଥିରେ ଆଇପିଏଲରେ ଜଲ୍ବା ଦେଖାଇଛନ୍ତି ବେନ୍ ଷ୍ଟୋକ୍। ବାଙ୍ଗାଲୋର ଠାରେ ଆରମ୍ଭ ହୋଇଥିବା ନିଲମୀର ପ୍ରଥମ ସେସନରେ ବେନ୍ ଷ୍ଟୋକ୍ ୧୨.୫୦କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୨ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି। ୪ କୋଟି ଟଙ୍କାରେ ଆର୍ଟିଏମ୍ ମାଧ୍ୟମରେ ରାହାଣେଙ୍କୁ ରାଜସ୍ଥାନ ରୟାଲ୍ସ ନିଜ ଟିମ୍ରେ ରଖିଛି। ସେହିପରି ୯ କୋଟି ୪୦ ଲକ୍ଷ ଟଙ୍କାରେ ମିଚେଲ୍ ଷ୍ଟାର୍କଙ୍କୁ କୋଲକାତା କିଣିଛି। ୭ କୋଟି ୬୦ ଲକ୍ଷ ଟଙ୍କାରେ ଅଶ୍ୱିନଙ୍କୁ କିଙ୍କ୍ସ ଇଲେଭେନ୍ ପଞ୍ଜାବ କିଣିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।