ୟୁଏସ୍‌ ଓପନ୍‌ରୁ ଅଜୟଙ୍କ ବିଦାୟ

ଏଲ୍‌ ମୋଣ୍ଟେ (ୟୁଏସ୍‌ଏ): ୧୨୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ୟୁଏସ୍‌ ଓପନ୍‌ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବର୍ଗରେ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି ଏକ ମାତ୍ର ଭାରତୀୟ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିଥିବା ଅଜୟ ଜୟରାମ। ଜାପାନର କାଣ୍ଟା ସୁନେୟାମାଙ୍କଠାରୁ ୧୦-୨୧,୧୪-୨୧ରେ ଅଜୟ ପରାସ୍ତ ହୋଇଥିଲେ। ଗତକାଲି କ୍ୱାର୍ଟର ଫାଇନାଲରେ ଅଜୟ ତାଙ୍କ ପ୍ରତିପକ୍ଷ ଆନନ୍ଦ ପୱାରଙ୍କୁ ୨୧-୧୧, ୨୧-୧୧ରେ ପରାଜିତ କରି ଫାଇନାଲକୁ ଯାଇଥିଲେ।

ajay

Rakesh Mallick
  • Published: Sunday, 10 July 2016
  • , Updated: 10 July 2016, 07:05 PM IST

ଏଲ୍‌ ମୋଣ୍ଟେ (ୟୁଏସ୍‌ଏ): ୧୨୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ୟୁଏସ୍‌ ଓପନ୍‌ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବର୍ଗରେ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି ଏକ ମାତ୍ର ଭାରତୀୟ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିଥିବା ଅଜୟ ଜୟରାମ।

ଜାପାନର କାଣ୍ଟା ସୁନେୟାମାଙ୍କଠାରୁ ୧୦-୨୧,୧୪-୨୧ରେ ଅଜୟ ପରାସ୍ତ ହୋଇଥିଲେ।

ଗତକାଲି କ୍ୱାର୍ଟର ଫାଇନାଲରେ ଅଜୟ ତାଙ୍କ ପ୍ରତିପକ୍ଷ ଆନନ୍ଦ ପୱାରଙ୍କୁ ୨୧-୧୧, ୨୧-୧୧ରେ ପରାଜିତ କରି ଫାଇନାଲକୁ ଯାଇଥିଲେ।

Related story