ରଣଜୀ ଟ୍ରଫି: ଲକ୍ଷ୍ମଣଙ୍କ ରେକର୍ଡ ଭାଙ୍ଗିପାରିଲେନି ରାହୁଲ୍‌

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫିରେ ଅରୁଣାଚଳ ପ୍ରଦେଶର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରାହୁଲ୍ ଦଲାଲଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଛି। କିନ୍ତୁ ସେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣଙ୍କ ସର୍ବକାଳୀଳ ରଣଜୀ ଟ୍ରଫି ରେକର୍ଡ ଭାଙ୍ଗିବାରୁ ବଞ୍ଚିତ ହୋଇଛନ୍ତି। କିନ୍ତୁ ରାହୁଲ୍ ଚଳିତ ରଣଜୀ ସିଜନରେ ସର୍ବାଧିକ ସ୍କୋରର ହୋଇପାରିଛନ୍ତି। ଅରୁଣାଚଳ ତା’ର ଶେଷ ମ୍ୟାଚରେ ମେଘାଳୟକୁ ଭେଟିଥିଲା। ଏହି ମ୍ୟାଚରେ ରାହୁଲ୍ ଉଭୟ ଇନିଂସରେ ଯଥାକ୍ରମେ ୩୨ ଓ ୧୩ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। […]

rahul

rahul

Ranjit Kumar Jena
  • Published: Friday, 14 February 2020
  • Updated: 14 February 2020, 04:57 PM IST

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫିରେ ଅରୁଣାଚଳ ପ୍ରଦେଶର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରାହୁଲ୍ ଦଲାଲଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଛି। କିନ୍ତୁ ସେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣଙ୍କ ସର୍ବକାଳୀଳ ରଣଜୀ ଟ୍ରଫି ରେକର୍ଡ ଭାଙ୍ଗିବାରୁ ବଞ୍ଚିତ ହୋଇଛନ୍ତି। କିନ୍ତୁ ରାହୁଲ୍ ଚଳିତ ରଣଜୀ ସିଜନରେ ସର୍ବାଧିକ ସ୍କୋରର ହୋଇପାରିଛନ୍ତି। ଅରୁଣାଚଳ ତା'ର ଶେଷ ମ୍ୟାଚରେ ମେଘାଳୟକୁ ଭେଟିଥିଲା।

ଏହି ମ୍ୟାଚରେ ରାହୁଲ୍ ଉଭୟ ଇନିଂସରେ ଯଥାକ୍ରମେ ୩୨ ଓ ୧୩ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ୧୯୯୦-୨୦୦୦ ମସିହାରେ ଲକ୍ଷ୍ମଣ ରଣଜୀ ଟ୍ରଫିର କୌଣସି ଗୋଟିଏ ସଂସ୍କରଣରେ ୧୪୧୫ ରନ୍ କରିଥିଲେ, ଯାହା ଏପର୍ଯ୍ୟନ୍ତ ଅତୁଟ ରହିଛି । ଚଳିତ ସଂସ୍କରଣରେ ରାହୁଲ୍ ୧୩୪୦ ରନ୍ କରିଛନ୍ତି, ଯାହା ଓଭରଅଲ୍ ରଣଜୀ ଟ୍ରଫିରେ ଦ୍ୱିତୀୟ ସର୍ବାଧିକ ସ୍କୋର। ତେବେ ରାହୁଲ୍ ଗତ ସଂସ୍କରଣର ସର୍ବାଧିକ ସ୍କୋରର ମିଲିନ୍ଦ କୁମାରଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି।

ମେଘାଳୟର ମିଲିନ୍ଦ ଗତ ସଂସ୍କରଣରେ ୧୩୩୧ ରନ୍ କରିଥିଲେ। ରାହୁଲଙ୍କ ପାଖରେ ଲକ୍ଷ୍ମଣଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ସୁଯୋଗ ନାହିଁ, କାରଣ ତାଙ୍କ ଟିମ୍ ଚଳିତ ସିଜନରେ ଆଉ ମ୍ୟାଚ୍ ଖେଳିବ ନାହିଁ। ରାହୁଲଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଅରୁଣାଚଳ ଚଳିତ ସଂସ୍କରଣରେ ଗୋଟିଏ ବି ମ୍ୟାଚ୍ ଜିତିବାକୁ ସମର୍ଥ ହୋଇନାହିଁ। ଅରୁଣାଚଳ ପ୍ଲେଟ୍ ଗ୍ରୁପରେ ଅନ୍ତିମ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story