ଆଇପିଏଲ୍‌ -୯: ଆସନ୍ତାକାଲି ଦିଲ୍ଲୀ-କୋଲକାତା ମୁକାବିଲା

କୋଲକାତା:ଆସନ୍ତାକାଲି ଆଇପିଏଲର ନବମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯିବ। ଏଥିରେ ଘରୋଇ ଦଳ କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ ଡେୟାର ଡେଭିଲ୍ସ। ଏହି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ। ଆଜି ଉଭୟ ଦଳ ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ସମ୍ଭାବ୍ୟ ଦଳ:ଗୌତମ ଗମ୍ଭୀର(ଅଧିନାୟକ), ପିୟୁଷ ଚାୱାଲା, ଜନ୍‌ ହାଷ୍ଟିଙ୍ଗସ୍, ବ୍ରାଡ୍ ହଗ୍‌, ଜସନ୍‌ ହୋଲ୍ଡର, ଏସ୍‌ ଜ୍ୟାକସନ୍‌,କୁଲଦୀପ୍‌ ଯାଦବ୍, ସି.ମୁନ୍ରୋ, ମନନ୍ ଶର୍ମା, ଏମ୍‌.ମର୍କେଲ୍‌, କ୍ରିସ୍‌ […]

KKR-vs-DD-2016

Rakesh Mallick
  • Published: Saturday, 09 April 2016
  • , Updated: 10 April 2016, 07:36 AM IST

କୋଲକାତା:ଆସନ୍ତାକାଲି ଆଇପିଏଲର ନବମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯିବ। ଏଥିରେ ଘରୋଇ ଦଳ କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ ଡେୟାର ଡେଭିଲ୍ସ। ଏହି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ।

ଆଜି ଉଭୟ ଦଳ ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି।

କୋଲକାତା ନାଇଟ୍‌ ରାଇଡର୍ସ ସମ୍ଭାବ୍ୟ ଦଳ:ଗୌତମ ଗମ୍ଭୀର(ଅଧିନାୟକ), ପିୟୁଷ ଚାୱାଲା, ଜନ୍‌ ହାଷ୍ଟିଙ୍ଗସ୍, ବ୍ରାଡ୍ ହଗ୍‌, ଜସନ୍‌ ହୋଲ୍ଡର, ଏସ୍‌ ଜ୍ୟାକସନ୍‌,କୁଲଦୀପ୍‌ ଯାଦବ୍, ସି.ମୁନ୍ରୋ, ମନନ୍ ଶର୍ମା, ଏମ୍‌.ମର୍କେଲ୍‌, କ୍ରିସ୍‌ ଲିନ୍‌, ସୁନୀଲ ନାରିନ୍‌,ମନିଷ ପାଣ୍ଡେ, ୟୁସୁଫ୍‌ ପଠାନ୍‌, ଅଙ୍କିତ ରାଜପୁତ,ଆନ୍ଦ୍ରେ ରସେଲ୍‌, ସକିବ୍‌ ଅଲ୍ ହାସନ୍,ଜୟଦେବ ଉନକଣ୍ଡ, ରବୀନ ଉଥାପ୍ପା, ସୂର୍ଯ୍ୟକୁମାର ଯାଦବ୍ ଓ ଉମେଶ ଯାଦବ।

ଦିଲ୍ଲୀ ଡେୟାରଡେଭିଲ୍ସ ସମ୍ଭାବ୍ୟ ଦଳ: ଜାହିର ଖାନ୍(ଅଧିନାୟକ),ମୟଙ୍କ ଅଗ୍ରୱାଲ୍‌, ଖଲିଲ୍‌ ଅହମ୍ମଦ, ସାମ୍‌ ବିଲିଂ, ସି.ବ୍ରାଥ୍‌ୱାଟ୍‌, ଏନ୍‌ସି.ନାଇଲ୍‌, କ୍ୟୁ.ଡି. କକ୍‌, ଜେପି ଡୁମିନି, ଏ.ୱାଦେକର, ଶ୍ରେୟସ୍‌ ଆୟର, ମହିପାଲ୍‌ ଲୋମରୋରର, ଚାମ୍ପା ମିଲିଣ୍ଡ, ଅମିତ ମିଶ୍ରା, ମହମ୍ମଦ ଶାମି, ସି. ମୋରିସ୍‌, ଶାହବାଜ୍‌ ନାଦୀମ, କରୁନ୍ନ୍ ନାୟାର, ପୱାନ ନେଭୀ, ରିଷଭ ପନ୍ଥ, ଜେ.ପାରିସ୍‌, ପ୍ରତ୍ୟୁଷ ସିଂହ, ସଞ୍ଜୁ  ସାମସନ୍‌, ପୱନ୍‌ ସୁୟାଲ୍‌ ଓ ଜୟନ୍ତ ଯାଦବ।

Related story