ଏସିଆନ୍‌ ଆଥଲେଟିକ୍ସ୍‌ ଚାମ୍ପିୟନସିପ୍‌ ପାଇଁ ୪୫ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଆଥଲେଟିକ୍ସ୍‌ ଫେଡରେସନ ଅଫ ଇଣ୍ଡିଆ ସଭାପତି ଆଦିଲ ସୁମାରିୱାଲା ଓ ସାଧାରଣ ସମ୍ପାଦକ ସି.କେ ଭାଲସନ । ଏଥିସହ ମୁଖ୍ୟଶାସନ ସଚିବ,କ୍ରିଡା ସଚିବ ଏବଂ ଇଡକୋ ସିଏମଡିଙ୍କ ସହ ଏଏଫଆଇର ସଭାପତି ଓ ସମ୍ପାଦକ ସଚିବାଳୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବ ଏସିଆନ୍‌ ଆଥଲେଟିକ୍ସ୍‌ ଚାମ୍ପିୟନସିପ୍‌ ପାଇଁ ଭିତ୍ତିଭୂମୀର ବିକାଶ ସହ ପ୍ରତିଯୋଗିତା ସମୟରେ ବିଦେଶରୁ ଆସିବାକୁ ଥିବା ପ୍ରତିନିଧିଙ୍କ ବିଷୟରେ ଆଲୋଚନା  […]

Kalinga

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 08:13 PM IST

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଆଥଲେଟିକ୍ସ୍‌ ଫେଡରେସନ ଅଫ ଇଣ୍ଡିଆ ସଭାପତି ଆଦିଲ ସୁମାରିୱାଲା ଓ ସାଧାରଣ ସମ୍ପାଦକ ସି.କେ ଭାଲସନ । ଏଥିସହ ମୁଖ୍ୟଶାସନ ସଚିବ,କ୍ରିଡା ସଚିବ ଏବଂ ଇଡକୋ ସିଏମଡିଙ୍କ ସହ ଏଏଫଆଇର ସଭାପତି ଓ ସମ୍ପାଦକ ସଚିବାଳୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବ ଏସିଆନ୍‌ ଆଥଲେଟିକ୍ସ୍‌ ଚାମ୍ପିୟନସିପ୍‌ ପାଇଁ ଭିତ୍ତିଭୂମୀର ବିକାଶ ସହ ପ୍ରତିଯୋଗିତା ସମୟରେ ବିଦେଶରୁ ଆସିବାକୁ ଥିବା ପ୍ରତିନିଧିଙ୍କ ବିଷୟରେ ଆଲୋଚନା  ହୋଇଛି । ଏହି ମୋଗା ଇଭେଣ୍ଟରେ ୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

Related story