ଏସୀୟ ଚେସ୍‌ ଚାମ୍ପିଅନ୍‌ସିପ୍‌: ଓଡ଼ିଆ ଝିଅ ଅନ୍ୱେଷାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ମଙ୍ଗୋଲିଆରେ ଚାଲିଥିବା ଏସୀୟ ଚେସ୍‌ ଚାମ୍ପିଅନ୍‌ସିପ୍‌ରେ ବୁଧବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଚେସ୍‌ ଖେଳାଳି ଅନ୍ୱେଷା ମିଶ୍ର। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ଗୋଟିଏ ରାଉଣ୍ଡ ବାକି ଥାଇ ସେ ଏହି ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟର ୮ମ ରାଉଣ୍ଡ ଶେଷ ସୁଦ୍ଧା ଅନ୍ୱେଷା ସାଢେ ୭ ପଏଣ୍ଟ ହାସଲ କରି ଏକକ ଭାବେ ଅଗ୍ରଣୀ ହାସଲ କରି ସ୍ୱର୍ଣ୍ଣ ଜିତିଛନ୍ତି।

Capture

Capture

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 05:12 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story