ନୂଆଦିଲ୍ଲୀ:ଜୁଲାଇ ୨୩ରୁ ଦୀର୍ଘ ଦୁଇମାସ ଧରି ଶ୍ରୀଲଙ୍କାରେ ଲମ୍ବା ସିରିଜ୍ ଖେଳିବ ଅଷ୍ଟ୍ରେଲିଆ। ବୁଧବାର କ୍ରିକେଟ ଅଷ୍ଟ୍ରେଲିଆ ଏହି ଗସ୍ତ ପାଇଁ କାର୍ଯ୍ୟକ୍ରମ ଘୋଷଣା କରିଛି।
ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱରେ ଦଳ କାଣ୍ଡି, ଗଲ୍ ଓ କଲମ୍ବୋରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ୨ଟି ଟି-ଟ୍ୱେଣ୍ଟି ଖେଳିବ। ଦଳ ଜୁଲାଇ ୧୧ରୁ ଅଷ୍ଟ୍ରେଲିଆରୁ ଶ୍ରୀଲଙ୍କା ଅଭିମୁଖେ ବାହାରିବ।
ଅଷ୍ଟ୍ରେଲିଆ ୨୦୧୧ରେ ଶ୍ରୀଲଙ୍କାରେ ଶେଷ ସିରିଜ୍ ଖେଳିଥିଲା।
ଜୁଲାଇ ୨୬-୩୦ ଯାଏଁ କାଣ୍ଡିରେ ପ୍ରଥମ ଟେଷ୍ଟ, ଅଗଷ୍ଟ ୪-୮ ଗଲ୍ରେ ଦ୍ୱିତୀୟ ଟେଷ୍ଟ, ୧୩-୧୭ ଯାଏଁ କଲମ୍ବୋରେ ତୃତୀୟ ଟେଷ୍ଟ ଖେଳିବ। ଏହାପରେ ଅଗଷ୍ଟ ୨୧ ଓ ୨୪ରେ କଲମ୍ବୋରେ ପ୍ରଥମ ଦୁଇଟି ଦିନିକିଆ, ଅଗଷ୍ଟ ୨୮ ରେ ଡାମ୍ବୁଲାରେ ତୃତୀୟ, ୩୧ରେ ଚତୁର୍ଥ ଦିନିକିଆ ଏବଂ ୪ ସେପ୍ଟେମ୍ବର କାଣ୍ଡିରେ ଶେଷ ଦିନିକିଆ ଖେଳାଯିବ।
ଏହ ସହ ସେପ୍ଟେମ୍ବର ୬ ଓ ୯ରେ କ୍ୟାଣ୍ଡି ଓ କଲମ୍ବୋରେ୨ଟି ଟି-ଟ୍ୱେଣ୍ଟି ଖେଳିବେ ଉଭୟ ଦଳ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ଘରେ ଲଗାଇ ଦେଲେ ନିଆଁ, ପାଉଁଶ ହେବା ଛିଡ଼ା ହୋଇ ରହିଲେ
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ସେ ଘରର ଜିନିଷ ଭଙ୍ଗା ରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି।
National
ଅଡୁଆରେ ମହାୟୁତି! ଶିବସେନା କହିଲା ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେନି ଏକନାଥ
ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା।
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।