ପ୍ରଥମ ଦିନିକିଆ: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ଆରମ୍ଭ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ୨୬ ଓଭରରେ ୩ ୱିକେଟ୍ ହରାଇ ୧୦୪ ରନ୍ କରିଛି । ଭ୍ରମଣକାରୀ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ଆରୋନ୍ ଫିଞ୍ଚ (୦) ଦ୍ୱିତୀୟ ଓଭରରେ ଜସପ୍ରୀତ ବୁମ୍ରାଙ୍କ ଶିକାର ହୋଇଥିବ ବେଳେ ଅନ୍ୟତମ ଓପ୍ନର ଉସମାନ […]

AUS

AUS

Subrat Kumar Nayak
  • Published: Saturday, 02 March 2019
  • Updated: 02 March 2019, 03:19 PM IST

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ୨୬ ଓଭରରେ ୩ ୱିକେଟ୍ ହରାଇ ୧୦୪ ରନ୍ କରିଛି ।

ଭ୍ରମଣକାରୀ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ଆରୋନ୍ ଫିଞ୍ଚ (୦) ଦ୍ୱିତୀୟ ଓଭରରେ ଜସପ୍ରୀତ ବୁମ୍ରାଙ୍କ ଶିକାର ହୋଇଥିବ ବେଳେ ଅନ୍ୟତମ ଓପ୍ନର ଉସମାନ ଖ୍ୱାଜା ଓ ମାର୍କସ ଷ୍ଟୋଇନିସ୍ ସ୍ଥିତି ସମ୍ଭାଳି ନେଇଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୮୭ ରନ୍ ଯୋଡ଼ିଥିଲେ । ଷ୍ଟୋଇନିସ୍ ବ୍ୟକ୍ତିଗତ ୩୭ ରନ୍ କରି ସ୍ପିନର କେଦାର ଯାଦବଙ୍କ ବଲରେ ଆଉଟ୍ ହୋଇଥିବାବେଳେ ଖ୍ୱାଜା ୫୦ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଛନ୍ତି। ପିଟର୍ ହ୍ୟାଣ୍ଡସ୍କମ୍ବ ୧୧ ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୨ ରନ୍ କରି ବ୍ୟାଟିଂ କରୁଛନ୍ତି ।

ଟସ୍ ହାରିଥିବା ଭାରତୀୟ ଦଳରେ ଲୋକେଶ ରାହୁଲଙ୍କ ସ୍ଥାନ ମିଳିନାହିଁ । ବିଜୟ ଶଙ୍କର ଓ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭାବେ ସ୍ଥାନ ପାଇଥିବା ବେଳେ ଚାଇନାମ୍ୟାନ୍ କୁଲଦୀପ ଯାଦବ ମଧ୍ୟ ଦ୍ୱିତୀୟ ସ୍ପେଶାଲିଷ୍ଟ ସ୍ପିନର ଚୂଡ଼ାନ୍ତ ଦଳରେ ସାମିଲ୍ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story