ବାଂଲାଦେଶ ଟେଷ୍ଟ ସ୍କ୍ୱାଡକୁ ଫେରିଲେ ରହିମ୍‌

ଢାକା: ୨୨ ତାରିଖରୁ ଜିମ୍ବାୱେ ବିପକ୍ଷ ଖେଳାଯିବାକୁଥିବା ଏକମାତ୍ର ଟେଷ୍ଟ ପାଇଁ ଆଜି ବାଂଲାଦେଶ ଦଳର ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ୍ ମୁଶଫିକର୍ ରହିମ୍ ଏହି ମ୍ୟାଚ୍ ପାଇଁ ଦଳକୁ ଫେରିଛନ୍ତି, ଯିଏ ସୁରକ୍ଷା କାରଣରୁ ପାକିସ୍ତାନ ବିପକ୍ଷ ଟେଷ୍ଟ ଖେଳିବାକୁ ମନା କରିଥିଲେ। ପ୍ରଥମ ଟେଷ୍ଟରେ ପାକିସ୍ତାନ ନିକଟରୁ ଇନିଂସ୍ ଓ ୪୪ ରନରେ ପରାସ୍ତ ହୋଇଥିବା ବାଂଲାଦେଶ ୧୬ଜଣିଆ ଦଳରେ ଚାରୋଟି ପରିବର୍ତ୍ତନ କରାଯାଇଛି। ସ୍ପିନର ମେହିଦୀ ହାସନ୍ ମିରାଜ ଓ ପେସର୍ ତସକିନ୍ ଅହମ୍ମଦ […]

rahim

rahim

Ranjit Kumar Jena
  • Published: Sunday, 16 February 2020
  • Updated: 16 February 2020, 07:24 PM IST

Sports

Latest News

ଢାକା: ୨୨ ତାରିଖରୁ ଜିମ୍ବାୱେ ବିପକ୍ଷ ଖେଳାଯିବାକୁଥିବା ଏକମାତ୍ର ଟେଷ୍ଟ ପାଇଁ ଆଜି ବାଂଲାଦେଶ ଦଳର ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ୍ ମୁଶଫିକର୍ ରହିମ୍ ଏହି ମ୍ୟାଚ୍ ପାଇଁ ଦଳକୁ ଫେରିଛନ୍ତି, ଯିଏ ସୁରକ୍ଷା କାରଣରୁ ପାକିସ୍ତାନ ବିପକ୍ଷ ଟେଷ୍ଟ ଖେଳିବାକୁ ମନା କରିଥିଲେ।

ପ୍ରଥମ ଟେଷ୍ଟରେ ପାକିସ୍ତାନ ନିକଟରୁ ଇନିଂସ୍ ଓ ୪୪ ରନରେ ପରାସ୍ତ ହୋଇଥିବା ବାଂଲାଦେଶ ୧୬ଜଣିଆ ଦଳରେ ଚାରୋଟି ପରିବର୍ତ୍ତନ କରାଯାଇଛି। ସ୍ପିନର ମେହିଦୀ ହାସନ୍ ମିରାଜ ଓ ପେସର୍ ତସକିନ୍ ଅହମ୍ମଦ ଦଳକୁ ଫେରିଥିବା ବେଳେ ବ୍ୟାଟ୍ସମ୍ୟାନ୍ ସୌମ୍ୟ ସରକାର, ପେସର ରୁବେଲ୍ ହୁସେନ୍ ଓ ଅଲ୍‌-ଆମିନ୍ ହୁସେନ୍ ବାଦ୍ ପଡ଼ିଛନ୍ତି।

ଦଳରେ ଦୁଇଜଣ ନୂଆମୁହଁ ଭାବେ ହାସନ୍ ମେହମୁଦ୍ ଓ ୟାସିର୍ ଅଲୀ ଚୌଧୁରୀଙ୍କୁ ସାମିଲ୍ କରାଯାଇଛି। ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖରାପ ପ୍ରଦର୍ଶନ ଜାରି ରହିଛି ଏବଂ ଦଳ ତା'ର ଶେଷ ୬ଟି ମ୍ୟାଚରୁ ୩ଟିରେ ଇନିଂସ୍ ପରାଜୟର ଶିକାର ହୋଇଛି। ଜିମ୍ବାୱେ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ବ୍ୟତୀତ ବାଂଲାଦେଶ ତିନୋଟି ଦିନିକିଆ ଏବଂ ଦୁଇଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବ।

ବାଂଲାଦେଶ ଟେଷ୍ଟ ସ୍କ୍ୱାଡ୍‌: ମୋମିନୁଲ୍ ହକ୍ (କ୍ୟାପଟେନ୍‌), ତମିମ୍ ଇକବାଲ୍‌, ସୈଫ୍ ହାସନ୍‌, ନଜମୁଲ୍ ହୁସେନ୍‌, ମୁଶଫିକର ରହିମ୍‌, ମହମ୍ମଦ ମିଥୁନ୍‌, ଲିଟନ୍ ଦାସ, ତାଇଜୁଲ୍ ଇସଲାମ୍‌, ଅବୁ ଜାୟେଦ୍‌, ନୟୀମ ହାସନ୍‌, ଇବାଦତ୍ ହୁସେନ୍‌, ତସକିନ୍ ଅହମ୍ମଦ, ମେହିଦୀ ହାସନ୍ ମିରାଜ୍‌, ମୁସ୍ତାଫିଜୁର୍ ରେହମାନ୍‌, ହାସନ୍ ମେହମୁଦ୍‌, ୟାସିର୍ ଅଲୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story