ବାଂଲାଦେଶ କ୍ରିକେଟରଙ୍କ ହରତାଳ ଶେଷ

ଢ଼ାକା: ଶେଷରେ ବାଂଲାଦେଶ କ୍ରିକେଟରଙ୍କ ଦାବି ଆଗରେ ହାର୍ ମାନିଛି ତା’ର କ୍ରିକେଟ୍ ବୋର୍ଡ। ବୁଧବାର ବିଳମ୍ବିତ ରାତିରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ତା’ର ଖେଳାଳିଙ୍କୁ ପ୍ରାୟ ସବୁ ଦାବି ମାନି ନେଇଛି। ଯାହା ଦ୍ୱାରା ବାଂଲାଦେଶୀ କ୍ରିକେଟର ସେମାନଙ୍କର ହରତାଳ ଶେଷ କରିଛନ୍ତି। ଏହି ହରତାଳ ଶେଷ ହେବା ସହ ବାଂଲାଦେଶ ଟିମର ଭାରତ ଗସ୍ତ ନିଶ୍ଚିତ ହୋଇଛି। ବାଂଲାଦେଶ ଟି-୨୦ ଏବଂ ଟେଷ୍ଟ ଟିମ୍ କ୍ୟାପଟେନ୍ ସାକିବ୍ ଅଲ୍ ହାସନ୍ ପ୍ରେସ୍ କନଫରେନ୍ସରେ […]

bangla

bangla

Ranjit Kumar Jena
  • Published: Thursday, 24 October 2019
  • Updated: 24 October 2019, 07:30 PM IST

Sports

Latest News

ଢ଼ାକା: ଶେଷରେ ବାଂଲାଦେଶ କ୍ରିକେଟରଙ୍କ ଦାବି ଆଗରେ ହାର୍ ମାନିଛି ତା'ର କ୍ରିକେଟ୍ ବୋର୍ଡ। ବୁଧବାର ବିଳମ୍ବିତ ରାତିରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ତା'ର ଖେଳାଳିଙ୍କୁ ପ୍ରାୟ ସବୁ ଦାବି ମାନି ନେଇଛି। ଯାହା ଦ୍ୱାରା ବାଂଲାଦେଶୀ କ୍ରିକେଟର ସେମାନଙ୍କର ହରତାଳ ଶେଷ କରିଛନ୍ତି। ଏହି ହରତାଳ ଶେଷ ହେବା ସହ ବାଂଲାଦେଶ ଟିମର ଭାରତ ଗସ୍ତ ନିଶ୍ଚିତ ହୋଇଛି। ବାଂଲାଦେଶ ଟି-୨୦ ଏବଂ ଟେଷ୍ଟ ଟିମ୍ କ୍ୟାପଟେନ୍ ସାକିବ୍ ଅଲ୍ ହାସନ୍ ପ୍ରେସ୍ କନଫରେନ୍ସରେ ସୂଚନା ଦେଇଛନ୍ତି, ଖେଳାଳିମାନଙ୍କର ଦାବିକୁ ନେଇ ବୋର୍ଡ ସହ ଆଲୋଚନା ସଫଳ ହୋଇଛି ଏବଂ ଏଥିପାଇଁ ଆମେ ହରତାଳ ଶେଷ କରିଛୁ।

ଏହା ପୂର୍ବରୁ ସୋମବାର ବାଂଲାଦେଶ ଖେଳାଳିମାନେ ଦାବି କରିଥିଲେ ଯେ, ଯେପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନହୋଇଛି ସେଯାଏ ସେମାନେ କ୍ରିକେଟର ସବୁ ଗତିବିଧିରୁ ଦୂରେଇ ରହିବେ। ସାକିବ୍‌, ତମିମ୍ ଇକବାଲ୍ ଓ ମୁଶଫିକର ରହିମଙ୍କ ଭଳି ସିନିୟର ଖେଳାଳି ନିଜ ଦାବି ସହ ବିସିବି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ବୋର୍ଡ ଆଗରେ ୧୧ ଦାବି ରଖି ହରତାଳ କରିବା ନେଇ ଘୋଷଣା କରିଥିଲେ। ଯାହା ପରେ ବାଂଲାଦେଶର ଭାରତ ଗସ୍ତ ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ଏବେ ସବୁକିଛି ସମାଧାନ ହୋଇସାରିଥିବାରୁ ଭାରତ ଗସ୍ତ ପାଇଁ ବାଟ ଫିଟିଯାଇଛି।

ଏବେ କ୍ରିକେଟର ଶୁଭାରମ୍ଭ ଜାତୀୟ କ୍ରିକେଟ୍ ଲିଗରୁ ହେବ, ଯାହା ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ବାଂଲାଦେଶ ଟିମ୍ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ପ୍ରସ୍ତୁତି ଶିବିରରେ ସାମିଲ୍ ହେବ। ଏହି ଶିବିର ଭାରତ ଗସ୍ତକୁ ଦୃଷ୍ଟିରେ ରଖି ଆୟୋଜିତ କରାଯାଉଛି। ବୋର୍ଡ ସହ ଆଲୋଚନା ପରେ ସାକିବ୍ କହିଥିଲେ, ଏହି ଚର୍ଚ୍ଚା ବହୁତ ଲାଭଦାୟକ ଥିଲା। ଆମର ଦାବି ଶୀଘ୍ର ପୂରଣ କରିବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ସେମାନଙ୍କର ଆଶ୍ୱାସନା ପରେ ଆମେ ଏନସିଏଲରେ ଖେଳିବା ଆରମ୍ଭ କରିବୁ ଏବଂ ପ୍ରଶିକ୍ଷଣ ଶିବିରରେ ଭାଗ ନେବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story