ବାରବାଟୀକୁ ମିଳିଲାନି ଟେଷ୍ଟ୍, ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ

ମୁମ୍ବାଇ: ବିସିସିଆଇର ଟୁର୍ ପ୍ରୋଗ୍ରାମ ଆଣ୍ଡ୍ ଫିକ୍ସରସ୍ କମିଟି ଆଜି ୨୦୧୬-୧୭ ସିଜିନ୍ ପାଇଁ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିଛି। ଏଥିରେ ରାଜକୋଟ, ଭାଇଜାଗ, ପୁନେ, ଧର୍ମଶାଳା, ରାଞ୍ଚି ଓ ଇନ୍ଦୋରକୁ ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଆୟୋଜନ କରିବାକୁ ସୁଯୋଗ ଦିଆଯାଇଥିବା ବେଳେ କଟକକୁ ପୁଣି ଥରେ ବାଦ୍ ଦିଆଯାଇଛି। ଅର୍ଥାତ ଆସନ୍ତା କ୍ରିକେଟ୍ ସିଜିନ୍‌ରେ ବି କଟକର ବାରବାଟୀ ଷ୍ଟାଡିୟମରେ ଟେଷ୍ଟ୍ ମ୍ୟାଚ୍ ହେବ ନାହିଁ। ତେବେ ଇଂଲଣ୍ଡର […]

barabati

barabati

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 05:25 PM IST

Sports

Latest News

barabatiମୁମ୍ବାଇ: ବିସିସିଆଇର ଟୁର୍ ପ୍ରୋଗ୍ରାମ ଆଣ୍ଡ୍ ଫିକ୍ସରସ୍ କମିଟି ଆଜି ୨୦୧୬-୧୭ ସିଜିନ୍ ପାଇଁ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିଛି। ଏଥିରେ ରାଜକୋଟ, ଭାଇଜାଗ, ପୁନେ, ଧର୍ମଶାଳା, ରାଞ୍ଚି ଓ ଇନ୍ଦୋରକୁ ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଆୟୋଜନ କରିବାକୁ ସୁଯୋଗ ଦିଆଯାଇଥିବା ବେଳେ କଟକକୁ ପୁଣି ଥରେ ବାଦ୍ ଦିଆଯାଇଛି। ଅର୍ଥାତ ଆସନ୍ତା କ୍ରିକେଟ୍ ସିଜିନ୍‌ରେ ବି କଟକର ବାରବାଟୀ ଷ୍ଟାଡିୟମରେ ଟେଷ୍ଟ୍ ମ୍ୟାଚ୍ ହେବ ନାହିଁ। ତେବେ ଇଂଲଣ୍ଡର ଭାରତ ଗସ୍ତ ବେଳେ ଏଠାରେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳାଯିବ।

ରାଜକୋଟ, ଭାଇଜାଗ, ପୁନେ, ଧର୍ମଶାଳା, ରାଞ୍ଚି ଓ ଇନ୍ଦୋର ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ସୁଯୋଗ ପାଇଥିବା ବେଳେ ଆଗାମୀ ସିଜିନ୍‌ରେ ମୋଟ ୧୩ଟି ଟେଷ୍ଟ୍ ମ୍ୟାଚ୍, ୮ଟି ଦିନିକିଆ ଓ ତିନିଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳାଯିବ।

ଭାରତ ତା’ର ଘରୋଇ ସିଜିନ୍ ଆରମ୍ଭ କରିବ ନ୍ୟୁଜିଲାଣ୍ଡ ବିପକ୍ଷରେ ଆସନ୍ତା ସେପ୍ଟେମ୍ବର ମାସରେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ୩ଟି ଟେଷ୍ଟ୍ ମ୍ୟାଚ୍ ଓ ୫ଟି ଦିନିକିଆ ମ୍ୟାଚ୍ ଖେଳିବ। ଇନ୍ଦୋର, କାନପୁର ଓ କୋଲକାତାରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଧର୍ମଶାଳା, ଦିଲ୍ଲୀ, ମୋହାଲି, ରାଞ୍ଚି ଓ ଭାଇଜାଗରେ ଦିନିକିଆ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ।

ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ଭାରତ ଗସ୍ତରେ ଆସିବ। ଏହି ସମୟରେ ୫ଟି ଟେଷ୍ଟ ମ୍ୟାଚ୍, ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳାଯିବ। ମୋହାଲି, ରାଜକୋଟ, ମୁମ୍ବାଇ, ଭାଇଜାଗ୍ ଓ ଚେନ୍ନାଇରେ ଟେଷ୍ଟ୍ ମ୍ୟାଚ୍‌ ଗୁଡ଼ିକ ଖେଳା ଯିବ। ପୁନେରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିବା ବେଳେ କଟକରେ ଦ୍ୱିତୀୟ ଓ କୋଲକାତାରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳା ଯିବ। ବେଙ୍ଗାଲୁରୁ, ନାଗପୁର ଓ କାନପୁରରେ ଯଥାକ୍ରମେ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ।

ଇଂଲଣ୍ଡ ପରେ ୨୦୧୭ ଫେବୃଆରୀ-ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବ। ଅଷ୍ଟ୍ରେଲିଆ ଭାରତ ସହିତ ୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିବ। ବେଙ୍ଗାଲୁରୁ, ଧର୍ମଶାଳା, ରାଞ୍ଚି ଓ ପୁନେରେ ଏହି ମ୍ୟାଚ୍ ଗୁଡ଼ିକ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story