ଶାନ୍ତି ଓ ବନ୍ଧୁତ୍ୱ ପାଇଁ କଟକରୁ କାଠମାଣ୍ଡୁ ସାଇକେଲ୍‌ରେ ଯାତ୍ରା କରି ଇତିହାସ ସୃଷ୍ଟି କଲା BCAC

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ କଟକରୁ କାଠମାଣ୍ଡୁ ସାଇକେଲରେ ଯାତ୍ରା କରି ଇତିହାସ ସୃଷ୍ଟି କରିଛି ଭୁବନେଶ୍ୱର ସାଇକେଲିଂ ଏଣ୍ଡ ଆଡ୍&zwnj;ଭେଞ୍ଚର୍&zwnj; କ୍ଲବ। ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତାନେଇ &lt;strong&gt;BCAC&lt;/strong&gt; ସାଇକେଲରେ କାଠମାଣ୍ଡୁ ଯାତ୍ରା କରିଥିଲା। ଭୁବନେଶ୍ୱର ସାଇକେଲିଂ ଏଣ୍ଡ ଆଡ୍&zwnj;ଭେଞ୍ଚର୍&zwnj; କ୍ଲବର ୮ଜଣ ସଦସ୍ୟ &nbsp;ନଦୀ, ନାଳ, ପାହଡ଼, ଜଙ୍ଗଲ ପାର କରି କାଠମାଣ୍ଡୁରେ ପହଞ୍ଚିଥିଲେ। ଏହି ଯାତ୍ରାରେ ସେମାନେ ୧୫୦୨ କିମି ରାସ୍ତା ପାରକରିଥିଲେ। ମାତ୍ର ୧୦ ଦିନ ମଧ୍ୟରେ ଏହି ୮ଜଣ ସାହାସୀ ସାଇକେଲ ଚାଳକ ଏତବଡ଼ ଲକ୍ଷ୍ୟସ୍ଥଳକୁ ପାର କରିଥିଲେ।</p> <p>ଏହି ଯାତ୍ରା ସମୟରେ ସେମାନେ ଅନେକ ବାଧା ବିଘ୍ନର ସମ୍ମୁଖିନ ହୋଇଛନ୍ତି। ତଥାବି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଏହି ସମସ୍ତ କଷ୍ଟକୁ ସହ୍ୟ କରିଛନ୍ତି ଏହି ସାହାସୀ ସାଇକେଲ ଚାଳକ। ପ୍ରଥମେ କଟକରୁ ବାହାରି ଏହି ୮ ଜଣିଆ ଟିମ୍&zwnj; ଅନୁଗୁଳୁ, ସମ୍ବଲପୁର ରାସ୍ତା ହୋଇ ଛତିଶଗଡ଼ରେ ପହଞ୍ଚିଥିଲା। ଏହାପରେ ପାହଡ଼ ଓ ଜଙ୍ଗଲ ରାସ୍ତାରେ ଏହି ଟିମ ପହଞ୍ଚିଥିଲା ୟୁପିରେ। ୟୁପିରେ ଏହି ଟିମ୍&zwnj; ବାରଣାସୀ ସହର ସହ ଆଜମଗଡ଼, ଗୋରଖପୁର, ସନୋଲି ଦେଇ ଇଣ୍ଡୋ-ନେପାଳ ବୋର୍ଡରେ ପହଞ୍ଚିଥିଲା। ପରେ ନେପାଳର ଭରତପୁର ଓ ଗଜୁରୀ ରାସ୍ତା ଦେଇ ଶେଷରେ କାଠମାଣ୍ଡୁରେ ପହଞ୍ଚିଥିଲା ଏହି ଦଳ।</p>

Ordigital Desk
  • Published: Tuesday, 24 October 2017
  • Updated: 24 October 2017, 09:29 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ କଟକରୁ କାଠମାଣ୍ଡୁ ସାଇକେଲରେ ଯାତ୍ରା କରି ଇତିହାସ ସୃଷ୍ଟି କରିଛି ଭୁବନେଶ୍ୱର ସାଇକେଲିଂ ଏଣ୍ଡ ଆଡ୍&zwnj;ଭେଞ୍ଚର୍&zwnj; କ୍ଲବ। ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତାନେଇ &lt;strong&gt;BCAC&lt;/strong&gt; ସାଇକେଲରେ କାଠମାଣ୍ଡୁ ଯାତ୍ରା କରିଥିଲା। ଭୁବନେଶ୍ୱର ସାଇକେଲିଂ ଏଣ୍ଡ ଆଡ୍&zwnj;ଭେଞ୍ଚର୍&zwnj; କ୍ଲବର ୮ଜଣ ସଦସ୍ୟ &nbsp;ନଦୀ, ନାଳ, ପାହଡ଼, ଜଙ୍ଗଲ ପାର କରି କାଠମାଣ୍ଡୁରେ ପହଞ୍ଚିଥିଲେ। ଏହି ଯାତ୍ରାରେ ସେମାନେ ୧୫୦୨ କିମି ରାସ୍ତା ପାରକରିଥିଲେ। ମାତ୍ର ୧୦ ଦିନ ମଧ୍ୟରେ ଏହି ୮ଜଣ ସାହାସୀ ସାଇକେଲ ଚାଳକ ଏତବଡ଼ ଲକ୍ଷ୍ୟସ୍ଥଳକୁ ପାର କରିଥିଲେ।</p><p>ଏହି ଯାତ୍ରା ସମୟରେ ସେମାନେ ଅନେକ ବାଧା ବିଘ୍ନର ସମ୍ମୁଖିନ ହୋଇଛନ୍ତି। ତଥାବି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଏହି ସମସ୍ତ କଷ୍ଟକୁ ସହ୍ୟ କରିଛନ୍ତି ଏହି ସାହାସୀ ସାଇକେଲ ଚାଳକ। ପ୍ରଥମେ କଟକରୁ ବାହାରି ଏହି ୮ ଜଣିଆ ଟିମ୍&zwnj; ଅନୁଗୁଳୁ, ସମ୍ବଲପୁର ରାସ୍ତା ହୋଇ ଛତିଶଗଡ଼ରେ ପହଞ୍ଚିଥିଲା। ଏହାପରେ ପାହଡ଼ ଓ ଜଙ୍ଗଲ ରାସ୍ତାରେ ଏହି ଟିମ ପହଞ୍ଚିଥିଲା ୟୁପିରେ। ୟୁପିରେ ଏହି ଟିମ୍&zwnj; ବାରଣାସୀ ସହର ସହ ଆଜମଗଡ଼, ଗୋରଖପୁର, ସନୋଲି ଦେଇ ଇଣ୍ଡୋ-ନେପାଳ ବୋର୍ଡରେ ପହଞ୍ଚିଥିଲା। ପରେ ନେପାଳର ଭରତପୁର ଓ ଗଜୁରୀ ରାସ୍ତା ଦେଇ ଶେଷରେ କାଠମାଣ୍ଡୁରେ ପହଞ୍ଚିଥିଲା ଏହି ଦଳ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos