ରୋହିତଙ୍କ ଉପରେ ବିସିସିଆଇର ଭରସା: ଯୁବ ଖେଳାଳିଙ୍କ ପାଇଁ ମଉକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାରେ ଆଗମୀ ସପ୍ତାହରେ ହେବାକୁ ଥିବା ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଯାଇଛି। ଏହି ଟିମ୍‌ରେ ଅଧିକ ଯୁବ ଚେହେରାଙ୍କୁ ସ୍ଥାନ ମିଳିଛି। ଏହି ପ୍ରତିଯୋଗିତାରେ ବିସିସିଆଇ ଅନେକ ବଡ଼ ଚେହେରାଙ୍କୁ ବିଶ୍ରାମ ଦେଇଛି। ଫଳରେ ଯୁବ ଚେହେରାଙ୍କ ନିକଟରେ ନିଜକୁ ସାବ୍ୟସ୍ତ କରିବାର ମଉକା ରହିଛି। ଏହି ଗସ୍ଥରେ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶକୁ ଭେଟିବ। ଭାରତ ତାର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୬ ତାରିଖରେ ଖେଳିବ। ଏହି ପ୍ରତିଯୋଗିତାର […]

dc-Cover-gfk1vuheccut57ekcs8fougpl0-20171221132506.Medi

Ordigital Desk
  • Published: Sunday, 04 March 2018
  • Updated: 04 March 2018, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାରେ ଆଗମୀ ସପ୍ତାହରେ ହେବାକୁ ଥିବା ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଯାଇଛି। ଏହି ଟିମ୍‌ରେ ଅଧିକ ଯୁବ ଚେହେରାଙ୍କୁ ସ୍ଥାନ ମିଳିଛି। ଏହି ପ୍ରତିଯୋଗିତାରେ ବିସିସିଆଇ ଅନେକ ବଡ଼ ଚେହେରାଙ୍କୁ ବିଶ୍ରାମ ଦେଇଛି। ଫଳରେ ଯୁବ ଚେହେରାଙ୍କ ନିକଟରେ ନିଜକୁ ସାବ୍ୟସ୍ତ କରିବାର ମଉକା ରହିଛି। ଏହି ଗସ୍ଥରେ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶକୁ ଭେଟିବ। ଭାରତ ତାର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୬ ତାରିଖରେ ଖେଳିବ। ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୧୮ ତାରିଖରେ ଖେଳାଯିବ।

ଟିମ୍‌ରେ ବିରାଟ ଓ ଧୋନୀଙ୍କ ଭଳି କ୍ରିକେଟର୍‌ ନାହିଁନ୍ତି। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଶ୍ରୀଲଙ୍କା ଗସ୍ତ କରିବ। ରୋହିତ ଶର୍ମାଙ୍କୁ ପୁଣି ଥରେ ଭାରତୀୟ ଦଳର ମଙ୍ଗ ଧରିବାକୁ ଦିଆଯାଇଛି। ବିସିସିଆଇ ରୋହିତଙ୍କ ଉପରେ ପୁଣି ଥରେ ଭରସା କରିଛି। ଶ୍ରୀଲଙ୍କା ବିପକ୍ଷରେ ଶେଷ ସିରିଜରେ ରୋହିତଙ୍କ ନେତୃତ୍ୱରେ ଭାରତ ଆକର୍ଷଣୀୟ ପ୍ରଦର୍ଶନ କରିଥିଲା। ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକାରେ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ସିରିଜ ବିଜୟୀ ପରେ ଏବେ ଟିମ୍‌ର ମନବଳ ବେଶ ଦୃଢ ରହିଛି। ଭାରତୀୟ ପୂର୍ବ କ୍ରିକେଟର୍‌ ଗାଭାସ୍କର କହିଛନ୍ତି, ନିୟମିତ ସଦସ୍ୟଙ୍କ ଅନୁପସ୍ଥିତରେ ଯୁବ ଖେଳିଙ୍କ ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ମଉକା ରହିଛି। ଏହି ଗସ୍ଥ ପାଇଁ ଟିମରେ ସ୍ଥାନ ପାଇଥିବା ଖେଳାଳି ହେଲେ ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ (ଉପ ଅଧିନାୟକ), ଲୋକେଶ ରାହୁଲ, ସୁରେଶ ରାଇନା, ମନୀଷ ପାଣ୍ଡେ, ଦିନେଶ କାର୍ତ୍ତିକ (ୱିକେଟ କିପର), ଦୀପକ ହୁଦା, ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ବିଜୟ ଶଙ୍କର, ଶାର୍ଦ୍ଦୁଳ ଠାକୁର,ଜୟଦେବ ଉନାଦକତ, ମହମ୍ମଦ ସିରାଜ, ରିଷଭ ପନ୍ଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story