ନିଜର ସେହି ପୁରୁଣା ବ୍ଲେଜର୍ ପିନ୍ଧିଲେ ଗାଙ୍ଗୁଲି

ମୁମ୍ବାଇ: ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ବିସିସିଆଇର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହୋଇଛନ୍ତି, କିନ୍ତୁ ଆଜି ବି ସେ କ୍ୟାପଟେନ୍ ସମୟର ସେଇ ପୁରୁଣା ଦିନ ସହ ଜଡ଼ିତ ଅଛନ୍ତି। ମୁମ୍ବାଇରେ ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟରେ ବୋର୍ଡର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ପହଞ୍ଚି ଗାଙ୍ଗୁଲି ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ପଦ ଦାୟିତ୍ୱ ସମ୍ଭାଳିଛନ୍ତି। ଏହି ଅବସରରେ ଗାଙ୍ଗୁଲି ଯେଉଁ ବ୍ଲେଜର ପିନ୍ଧିଥିଲେ, ତାହା ବହୁତ ଖାସ୍ ଥିଲା। ଗାଙ୍ଗୁଲି ନିଜର ସେହି ବ୍ଲେଜର ପିନ୍ଧିଥିଲେ, […]

saurav

saurav

Ranjit Kumar Jena
  • Published: Wednesday, 23 October 2019
  • Updated: 23 October 2019, 08:50 PM IST

Sports

Latest News

ମୁମ୍ବାଇ: ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ବିସିସିଆଇର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହୋଇଛନ୍ତି, କିନ୍ତୁ ଆଜି ବି ସେ କ୍ୟାପଟେନ୍ ସମୟର ସେଇ ପୁରୁଣା ଦିନ ସହ ଜଡ଼ିତ ଅଛନ୍ତି। ମୁମ୍ବାଇରେ ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟରେ ବୋର୍ଡର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ପହଞ୍ଚି ଗାଙ୍ଗୁଲି ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ପଦ ଦାୟିତ୍ୱ ସମ୍ଭାଳିଛନ୍ତି। ଏହି ଅବସରରେ ଗାଙ୍ଗୁଲି ଯେଉଁ ବ୍ଲେଜର ପିନ୍ଧିଥିଲେ, ତାହା ବହୁତ ଖାସ୍ ଥିଲା। ଗାଙ୍ଗୁଲି ନିଜର ସେହି ବ୍ଲେଜର ପିନ୍ଧିଥିଲେ, ଯାହା ତାଙ୍କୁ ଭାରତୀୟ ଟିମର କ୍ୟାପଟେନ୍ ହେବା ନେଇ ମିଳିଥିଲା।

ବୁଧବାର ଗଣମାଧ୍ୟମ ସହ ଯେତେବେଳେ ତାଙ୍କର ପ୍ରଥମଥର ସାକ୍ଷାତ ହେଲା, ସେତେବେଳେ ତାଙ୍କୁ ସେହି ବ୍ଲେଜର ସମ୍ବନ୍ଧରେ ପ୍ରଶ୍ନ କରାଯାଇଥିଲା। ଜବାବରେ ଗାଙ୍ଗୁଲି କହିଥିଲେ, "ମୁଁ ଯେତେବେଳେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଥିଲି, ମୋତେ ଏହି ବ୍ଲେଜର ମିଳିଥିଲା। ଏଥିପାଇଁ ଆଜି ଭଳି ଖାସ୍ ଅବସରରେ ମୁଁ ଏହି ବ୍ଲେଜରକୁ ପିନ୍ଧିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି ବ୍ଲେଜର ମୋତେ ଏତେ ଢ଼ିଲା ହେବ ବୋଲି ଭାବିନଥିଲି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story