ଗାଙ୍ଗୁଲିଙ୍କୁ ସାକ୍ଷାତ କରିବା ନେଇ କୋହଲି ଉତ୍ସାହିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୌରଭ ଗାଙ୍ଗୁଲିଙ୍କ ସହ ବିଚାର-ବିମର୍ଶ କରିବା ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ପରେ ଆୟୋଜିତ ପ୍ରେସ୍ କନଫରେନ୍ସରେ କୋହଲିଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ସେ କୋହଲିଙ୍କୁ ଭାରତୀୟ କ୍ରିକେଟର ମୁଖ୍ୟ ସଦସ୍ୟ ବୋଲି ବିବେଚନା କରିଥିଲେ। ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କୋହଲି […]

kohli

kohli

Ranjit Kumar Jena
  • Published: Thursday, 24 October 2019
  • Updated: 24 October 2019, 08:38 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୌରଭ ଗାଙ୍ଗୁଲିଙ୍କ ସହ ବିଚାର-ବିମର୍ଶ କରିବା ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ପରେ ଆୟୋଜିତ ପ୍ରେସ୍ କନଫରେନ୍ସରେ କୋହଲିଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ସେ କୋହଲିଙ୍କୁ ଭାରତୀୟ କ୍ରିକେଟର ମୁଖ୍ୟ ସଦସ୍ୟ ବୋଲି ବିବେଚନା କରିଥିଲେ।

ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କୋହଲି କହିଥିଲେ, "ମୁଁ ଗାଙ୍ଗୁଲିଙ୍କ ସହ ନିଶ୍ଚିତ ସାକ୍ଷାତ କରିବି। ମୁଁ ତାଙ୍କ ସହ ଏକ ଭଲ ଆଲୋଚନା କରିବି। ସେ ଭାରତ ପାଇଁ ଅନେକ କ୍ରିକେଟ୍ ଖେଳି ସାରିଛନ୍ତି। ଟିମ୍ ଏବଂ ଭାରତୀୟ କ୍ରିକେଟ୍ ପାଇଁ କ'ଣ ଆବଶ୍ୟକ, ସେ ଭଲଭାବେ ଜାଣନ୍ତି। ଏଭଳି ସ୍ଥିତିରେ ଭଲ, ପେସାଦାର ଏବଂ ଉଚ୍ଚସ୍ତରୀୟ ବିଚାର-ବିମର୍ଶ ଆଲୋଚନା ହେବାର ଆବଶ୍ୟକତା ରହିଛି।

ବର୍ତ୍ତମାନ ମୁଁ ଖେଳିବା ଜାରି ରଖିଛି ଏବଂ ଗାଙ୍ଗୁଲି ଦେଶ ପକ୍ଷରୁ ଖେଳି ସାରିଛନ୍ତି। ମୁଁ ପୂର୍ବରୁ ମଧ୍ୟ ତାଙ୍କ ସହ ଭଲଭାବେ କଥା ହୋଇଛି ଏବଂ ଏଥର ମଧ୍ୟ ଏହାର ପୁନରାବୃତ୍ତି ହେବା ନେଇ ମୁଁ ଆଶାବାଦୀ।" ସୂଚନାଯୋଗ୍ୟ, ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ପରେ କହିଥିଲେ, ସେ କୋହଲିଙ୍କୁ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟ ଜିତୁଥିବାରୁ ଦେଖିବାକୁ ଚାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story