ବିସିସିଆଇ ପାଇଁ ଆଇସିସି କଣ୍ଟା : ୪୫୦ ପରିବର୍ତ୍ତେ ମିଳିବ ୩୯୦ ମିଲିୟନ ଡଲାର

ମୁମ୍ବାଇ: ଦୁବାଇରେ ଅନୁଷ୍ଟିତ ହୋଇଥିବା ଆଇସିସି ବୈଠକରେ ଭାରତକୁ ଲାଗିଛି ଶକ୍ତ ଝଟ୍‌କା। ଆଇସିସି ପୂର୍ଣ୍ଣନିର୍ମିତ ରେଭିନ୍ୟୁ ମୋଡେଲରେ ଭାରତକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆସିଛି। ଯେଉଁଥିରେ ବିସିସିଆଇକୁ ଚଳିତ ବର୍ଷ ମାତ୍ର ୩୯୦ ମିଲିୟନ ଡଲାର ମିଳିବ। ବିସିସିଆଇ ପକ୍ଷରୁ ୪୫୦ମିଲିୟନ ଡଲାର ମାଗାଯାଇଥିଲା। ଏଥିପାଇଁ ବିବିସିଆଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛି। ଯାହାକୁ ନେଇ ଆଗାମୀ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଅଂଶଗ୍ରହଣ କରିବା ନେଇ ଆଶଙ୍କା ଦେଖାଦେଇଛି।

579774-icc-vs-bcci

Rakesh Mallick
  • Published: Thursday, 27 April 2017
  • , Updated: 27 April 2017, 11:12 PM IST

Related story