ସୁଲତାନ ଜୋହର କପ୍‌: ବ୍ରିଟେନ୍ ସହ ମ୍ୟାଚ୍ ଡ୍ର' ରଖିଲା ଭାରତ

ଜୋହର ବାହରୁ (ମ୍ୟାଲେସିୟା): ଚଳିତ ସୁଲତାନ ଜୋହର୍ କପରେ ଭାରତୀୟ ଜୁନିୟର ପୁରୁଷ ହକି ଟିମ୍ ତା’ର ଶେଷ ଲିଗ୍ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ସହ ୩-୩ରେ ଡ୍ର’ ଖେଳିଛି। ଡ୍ର ସତ୍ତ୍ୱେ ଭାରତ ଚଳିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସ୍ଥାନ ହାସଲ କରିବାରେ ସଫଳ ହୋଇଛି। ଆସନ୍ତାକାଲି ଫାଇନାଲରେ ଭାରତ ପୁଣିଥରେ ବ୍ରିଟେନକୁ ଭେଟିବ। ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତ ଦବଦବା ବଜାୟ ରଖିଥିଲା। ଏବଂ ଫରୱାର୍ଡରେ ଲଗାତାର ଆକ୍ରମଣ କରିଥିଲା, କିନ୍ତୁ ବ୍ରିଟେନର ମଜଭୁତ୍ ଡିଫେନ୍ସକୁ […]

sultan

sultan

Ranjit Kumar Jena
  • Published: Friday, 18 October 2019
  • Updated: 18 October 2019, 06:59 PM IST

Sports

Latest News

ଜୋହର ବାହରୁ (ମ୍ୟାଲେସିୟା): ଚଳିତ ସୁଲତାନ ଜୋହର୍ କପରେ ଭାରତୀୟ ଜୁନିୟର ପୁରୁଷ ହକି ଟିମ୍ ତା'ର ଶେଷ ଲିଗ୍ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ସହ ୩-୩ରେ ଡ୍ର' ଖେଳିଛି। ଡ୍ର ସତ୍ତ୍ୱେ ଭାରତ ଚଳିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସ୍ଥାନ ହାସଲ କରିବାରେ ସଫଳ ହୋଇଛି। ଆସନ୍ତାକାଲି ଫାଇନାଲରେ ଭାରତ ପୁଣିଥରେ ବ୍ରିଟେନକୁ ଭେଟିବ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତ ଦବଦବା ବଜାୟ ରଖିଥିଲା। ଏବଂ ଫରୱାର୍ଡରେ ଲଗାତାର ଆକ୍ରମଣ କରିଥିଲା, କିନ୍ତୁ ବ୍ରିଟେନର ମଜଭୁତ୍ ଡିଫେନ୍ସକୁ ଭେଦ କରିପାରିନଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ହେଁ, ଗୋଲ୍ କରିବାରେ ସଫଳ ହୋଇନଥିଲା। ୨୭ତମ ମିନିଟରେ ବ୍ରିଟେନକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଇଅନ୍ ୱାଲ୍ ଗୋଲ୍ କରିବାରେ ସଫଳ ହୋଇଥିଲେ।

ଏହା ପରେ ୩୨ତମ ମିନିଟରେ ବ୍ରିଟେନର ଆଣ୍ଡ୍ର୍ୟୁ ମ୍ୟାକକୋନେଲ୍ ଗୋଲ୍ ଦେଇ ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ। ତୃତୀୟ କ୍ୱାର୍ଟର୍ ସୁଦ୍ଧା ବ୍ରିଟେନ୍ ୨-୦ ଗୋଲରେ ଆଗୁଆ ରହି ବିଜୟ ଅଭିମୁଖେ ଅଗ୍ରସର ହୋଇଥିଲା । କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଭାରତ ଜବରଦସ୍ତ ଖେଳ ଦେଖାଇଥିଲା। ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ୪୮ତମ ମିନିଟରେ ଗୋଟିଏ ଗୋଲ୍ ଦେଇ ସ୍କୋରକୁ ୧-୨ରେ ପହଞ୍ଚାଇଥିଲେ। ଏହା ପରେ ମନଦୀପ ମୋର୍ ୫୧ତମ ମିନିଟରେ ଆଉ ଏକ ଗୋଲ୍ ଦେଇ ସ୍କୋରକୁ ୨-୨ରେ ବରାବର କରିଥିଲେ।

୫୭ତମ ମିନିଟରେ ଶାରଦା ନନ୍ଦ ତିୱାରୀଙ୍କ ଗୋଲ୍ ଦ୍ୱାରା ଭାରତ ମ୍ୟାଚରେ ୩-୨ରେ ଆଗୁଆ ରହିଥିଲା। ଏଭଳି ସ୍ଥିତିରେ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ବ୍ରିଟେନକୁ ଅତିକମରେ ଡ୍ର' ଆବଶ୍ୟକ ହେଉଥିଲା। ୫୯ତମ ମିନିଟରେ ମାଥ୍ୟୁ ରାମଶ' ନିର୍ଣ୍ଣାୟକ ଗୋଲ୍ ଦେଇ ମ୍ୟାଚକୁ ଡ୍ର' କରାଇଥିଲେ ଏବଂ ବ୍ରିନେଟକୁ ଫାଇନାଲରେ ପହଞ୍ଚାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story