ସୟଦ ମୁସ୍ତାକ ଅଲ୍ଲୀ ଟି-୨୦: ବେଙ୍ଗଲଠାରୁ ହାରି ଓଡ଼ିଶା ବିଦା

କଟକ (ଓଡ଼ିଶା ରିପୋର୍ଟର): ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ରେ ଓଡ଼ିଶା ଚତୁର୍ଥ ପରାଜୟ ସହ ନକ୍ଆଉଟ୍ ଦୌଡ଼ରୁ ବାଦ୍ ପଡ଼ିଛି । ଶନିବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍-ଡି’ର ଏକ ମ୍ୟାଚ୍‌ରେ ବେଙ୍ଗଲ ୮ ୱିକେଟ୍‌ ଆୟୋଜକ ଓଡ଼ିଶାକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ପଞ୍ଚମ ବିଜୟ ହାସଲ କରିଛି । ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା । ଜବାବରେ ଋଦ୍ଧିମାନ ସାହାଙ୍କ ଦ୍ରୁତ […]

cri

cri

Subrat Kumar Nayak
  • Published: Saturday, 02 March 2019
  • Updated: 02 March 2019, 04:45 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ରେ ଓଡ଼ିଶା ଚତୁର୍ଥ ପରାଜୟ ସହ ନକ୍ଆଉଟ୍ ଦୌଡ଼ରୁ ବାଦ୍ ପଡ଼ିଛି । ଶନିବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍-ଡି’ର ଏକ ମ୍ୟାଚ୍‌ରେ ବେଙ୍ଗଲ ୮ ୱିକେଟ୍‌ ଆୟୋଜକ ଓଡ଼ିଶାକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ପଞ୍ଚମ ବିଜୟ ହାସଲ କରିଛି । ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା ।

ଜବାବରେ ଋଦ୍ଧିମାନ ସାହାଙ୍କ ଦ୍ରୁତ ଅର୍ଦ୍ଧଶତକକୁ ଆଧାର କରି ବେଙ୍ଗଲ ମାତ୍ର ୧୨.୪ ଓଭରରେ ୨ ୱିକେଟ୍ ହରାଇ ୧୧୧ ରନ୍ କରି ସହଜ ବିଜୟ ହାସଲ କରିଛି । ଏହି ବିଜୟରୁ ବେଙ୍ଗଲକୁ ୪ ପଏଣ୍ଟ ମିଳିଛି । ବେଙ୍ଗଲ ଓପ୍ନର ଶ୍ରୀବତ୍ସ ଗୋସ୍ୱାମୀ ମାତ୍ର ୧୧ ରନ୍ କରି ଆଶୁତୋଷ ଦାସଙ୍କ ଶିକାର ହୋଇଥିଲେ । କିନ୍ତୁ ସାହା ଓ ଈଶ୍ୱରନ୍ ଦ୍ୱିତୀୟ ୱିକେଟ୍ ପାଇଁ ୭୩ ରନ୍ ଯୋଡ଼ି ବେଙ୍ଗଲର ବିଜୟକୁ ପକ୍କା କରିଥିଲେ ।

ସାହା ୩୧ ବଲରେ ୫ ଚୌକା ଓ ୩ ଛକା ସହ ୫୨ ରନ୍ କରି ଶୁଭମ ନାୟକଙ୍କ ଶିକାର ହୋଇଥିଲେ । ଈଶ୍ୱରନ୍ (୩୩) ଓ ୠତ୍ୱିକ ରୟ ଚୌଧୁରୀ (୮) ଅପରାଜିତ ରହି ବେଙ୍ଗଲକୁ ଜିତାଇଥିଲେ । ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଓଡ଼ିଶାର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସଫଳ ହୋଇନଥିଲେ । ଦଳର ସର୍ବାଧିକ ସ୍କୋରର ଥିଲେ ରାଜେଶ ମହାନ୍ତି (୨୪) ।

ଅନ୍ୟମାନଙ୍କ ମଧ୍ୟରେ ଅନୁରାଗ ଷଡଙ୍ଗୀ ୨୦, ଅଭିଷେକ ରାଉତ ୧୮, ଅରବିନ୍ଦ ସିଂହ ୧୬ ଓ ରାଜେଶ ଧୂରପ ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ । ବେଙ୍ଗଲର ସଫଳ ବୋଲର ଭାବେ ଇଶାନ୍ ପୋରେଲ ୧୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଅଶୋକ ଦିଣ୍ଡା ଓ ଆୟାନ୍ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story