ଭାରତୀୟ ଦଳର କୋଚ୍‌ ପଦ ଗ୍ରହଣ କରିବା ନେଇ ସ୍ଥିତି ସ୍ପଷ୍ଟ କଲେ ନାହିଁ ଦ୍ରାବିଡ

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ କହିଛନ୍ତି ଯେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବା ପାଇଁ ତାଙ୍କର ସମୟ ଓ ଦକ୍ଷତା ଅଛି କି ତାହା ଉପରେ ତାଙ୍କ ନିଷ୍ପତ୍ତି ନିର୍ଭର କରୁଛି। ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହେବା ପରେ ଦଳର ନିର୍ଦ୍ଦେଶକ ଥିବା ରବି ଶାସ୍ତ୍ରୀଙ୍କ ସହ ଚୁକ୍ତି ଶେଷ ହେବା ପରେ ଦ୍ରାବିଡଙ୍କ ନାଁ ଏହି ପଦ ପାଇଁ ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ତାଙ୍କ ନିକଟରୁ କୌଣସି ସ୍ପଷ୍ଟ ଉତ୍ତର […]

dravid

dravid

Rakesh Mallick
  • Published: Wednesday, 06 April 2016
  • Updated: 07 April 2016, 02:47 AM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ କହିଛନ୍ତି ଯେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବା ପାଇଁ ତାଙ୍କର ସମୟ ଓ ଦକ୍ଷତା ଅଛି କି ତାହା ଉପରେ ତାଙ୍କ ନିଷ୍ପତ୍ତି ନିର୍ଭର କରୁଛି।

ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହେବା ପରେ ଦଳର ନିର୍ଦ୍ଦେଶକ ଥିବା ରବି ଶାସ୍ତ୍ରୀଙ୍କ ସହ ଚୁକ୍ତି ଶେଷ ହେବା ପରେ ଦ୍ରାବିଡଙ୍କ ନାଁ ଏହି ପଦ ପାଇଁ ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ତାଙ୍କ ନିକଟରୁ କୌଣସି ସ୍ପଷ୍ଟ ଉତ୍ତର ମିଳିପାରିନାହିଁ।

ସେ କହିଛନ୍ତି,“ମୋ ଜୀବନର ଏହି ଘଡିସନ୍ଧି ମୁହୂର୍ତ୍ତରେ ଏପରି ଏକ ନିଷ୍ପତ୍ତି ନେବା ଓ ଏଥିପାଇଁ ମୋର ଦକ୍ଷତା ଅଛି କି ନାହିଁ ସ୍ପଷ୍ଟ ହେବା ଦରକାର।”

୪୩ ବର୍ଷୀୟ ଏହି ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଜଣଙ୍କ ଏବେ ଭାରତ ‘ଏ’ ଓ ୟୁ-୧୯ର କୋଚ୍‌ ଓ ଦିଲ୍ଲୀ ଡେୟାରଡେଭିଲ୍ସର ମେଣ୍ଟର ରହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,“ଏଥିପାଇଁ ସମୟ ଲାଗିବ ଜଣେ କେବେ କହିପାରିବ ନାହିଁ ଯେ ତୁମେ ଏବେ ପ୍ରସ୍ତୁତ କି ନୁହଁ। ଏହା ଅଭିଜ୍ଞତାର ଆସେ ଓ ଶିଖିବାକୁ ପଡେ।”

ବିଭିନ୍ନ ଦିଗକୁ ବିଚାର କରି ଏହି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି,“ଏହି ନିଷ୍ପତ୍ତି ନେବା ପୂର୍ବରୁ ମୁଁ ପ୍ରତ୍ୟକ ଦିଗକୁ ତଉଲିବି। କେବଳ ଏତିକି ନୁହେଁ ଯେ, ମୁଁ ଏ ଦାୟିତ୍ୱ ନେବାକୁ ଚାହୁଛି କି ନାହିଁ,ଥଇପାଇଁ କେତେ ସମୟ ଓ ଶ୍ରମ ଦେବା ଦରକାର। ସବୁ ଜିନିଷ ଶତପ୍ରତିଶତ ଲକ୍ଷ୍ୟ ନିବେଶ କରିବା ପରେ ହିଁ ଏହି ନିଷ୍ପତ୍ତି ନେବି । କ୍ରିକେଟ ପରି ଏକ ଖେଳରେ ସଫଳତା ମିଳିଛି କି ନାହିଁ,କେବଳ ସେତକି ଜରୁରୀ ନୁହେଁ ପ୍ରତିଶ୍ରୁତିବଦ୍ଧତା ଓସମୟ ଦେବା କଥା ତାହା ମୁଁ ଦେଇପାରିବି କି ନାହିଁ ତାହା ଜାଣିବା ଦରକାର। ପ୍ରଶିକ୍ଷଣ ଦେବା ହେଉଛି ଏକ ପ୍ରକ୍ରିୟା। ଯେଉଁଠାରେ ପ୍ରତ୍ୟେକଙ୍କୁ କିଛି ନୂଆ ପ୍ରଶିକ୍ଷଣ ଦେବାକୁ  ହୁଏ।”

ଦି ୱାଲ ଭାବେ ପରିଚିତ ଦ୍ରାବିଡ କହିଛନ୍ତି,“ଅଧିନାୟକ ଭାବେ ମୁଁ ରଣନୀତି ସମ୍ପର୍କରେ ଚିନ୍ତା କରୁଥିଲି, କିନ୍ତୁ କୋଚ୍ ହିସାବରେ ଏ ବିଷୟରେ ଯେତେ ଗଭୀରତାର ସହ ଚିନ୍ତା କରିବାକୁ ପଡେ, ସେତେ ନୁହେଁ, ଏଥିରେ ଅନ୍ୟ ବହୁ ବିଷୟରେ ମୁଣ୍ଡ ଖଟାଇବାକୁ ପଡେ ଓ ପରିଶ୍ରମ କରିବାକୁ ପଡେ, ଯାହା ଖେଳାଳିଙ୍କ ହିସାବରେ କରିବାକୁ ପଡେ ନାହିଁ। ଭୁଲ କଲା ପରେ ହିଁ ଜଣେ ଶିଖେ ଯେ କ’ଣ କରାଯାଇ ପାରିଥାନ୍ତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story