ସୁରା ସମ୍ରାଟଙ୍କ ସହ ସୁନ୍ଦରୀ: ଆଇପିଏଲ୍‌ ଆସିଲେ ମନେ ପଡ଼ନ୍ତି ମାଲ୍ୟା

ବାଙ୍ଗାଲୋର: ଆଇପିଏଲ ଆସିଲେ ମନେ ପଡନ୍ତି ଜଣାଶୁଣା ବିଜନେସ୍‌ ମ୍ୟାନ୍‌ ତାଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ମାଲିକ ବିଜୟ ମାଲ୍ୟା। ଆଇପିଏଲ ସମୟରେ ମାଲ୍ୟା ସବୁବେଳେ ଚର୍ଚ୍ଚାର ରହିଥାନ୍ତି। ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଅନ୍ତରଙ୍ଗ ଫଟୋ ହେଉ କିମ୍ବା ବିବାଦୀୟ ବୟାନ। ମ୍ୟାଚ୍‌ ସମୟରେ ସେ ଯୁବତୀଙ୍କ ସହ କ୍ଲୋଜ୍‌ ଫଟୋ ଉଠାଇ ସାମ୍ନାକୁ ଆସିଥାନ୍ତି। ଆଇପିଏଲ ସମୟରେ ଶିଳ୍ପା ସେଠୀ, କାର୍ଟିନା କୈଫ୍‌, ପ୍ରିତି ଜିଣ୍ଟା, ଦୀପିକା ପାଦୁକୋନ୍‌ଙ୍କ ଭଳି ଅଭିନେତ୍ରୀଙ୍କ ସହ ମାଲ୍ୟା ଦେଖିବାକୁ […]

vijay-mallaya-ipl-1_555_041817083817

vijay-mallaya-ipl-1_555_041817083817

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 07:45 PM IST

Sports

Latest News

ବାଙ୍ଗାଲୋର: ଆଇପିଏଲ ଆସିଲେ ମନେ ପଡନ୍ତି ଜଣାଶୁଣା ବିଜନେସ୍‌ ମ୍ୟାନ୍‌ ତାଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ମାଲିକ ବିଜୟ ମାଲ୍ୟା। ଆଇପିଏଲ ସମୟରେ ମାଲ୍ୟା ସବୁବେଳେ ଚର୍ଚ୍ଚାର ରହିଥାନ୍ତି। ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଅନ୍ତରଙ୍ଗ ଫଟୋ ହେଉ କିମ୍ବା ବିବାଦୀୟ ବୟାନ। ମ୍ୟାଚ୍‌ ସମୟରେ ସେ ଯୁବତୀଙ୍କ ସହ କ୍ଲୋଜ୍‌ ଫଟୋ ଉଠାଇ ସାମ୍ନାକୁ ଆସିଥାନ୍ତି। ଆଇପିଏଲ ସମୟରେ ଶିଳ୍ପା ସେଠୀ, କାର୍ଟିନା କୈଫ୍‌, ପ୍ରିତି ଜିଣ୍ଟା, ଦୀପିକା ପାଦୁକୋନ୍‌ଙ୍କ ଭଳି ଅଭିନେତ୍ରୀଙ୍କ ସହ ମାଲ୍ୟା ଦେଖିବାକୁ ମିଳିଥାନ୍ତି।

୨୦୦୮ରେ ଯେତେବେଳେ ଆଇପିଏଲ ଆରମ୍ଭ ହୋଇଥିଲା ସେତେବେଳେ ସେ ୭୨୩ କୋଟି ଟଙ୍କାରେ ଆରସିବି ଟିମ୍‌କୁ କିଣିଥିଲେ। ଯଦିଓ ସେ ଗତବର୍ଷ ଆର୍‌ସିବି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଦେଇଛନ୍ତି ତଥାପି ମାଲ୍ୟା ଏବେ ଟିମ୍‌ର ଚିଫ୍‌ ମେଣ୍ଟର ଅଛନ୍ତି ଓ ତାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା ଏବେ ଟିମ୍‌ର ବୋର୍ଡ ଅଫ ଡାଇରେକ୍ଟରରେ ଅଛନ୍ତି।

ଦେବାଳିଆ ହୋଇଯିବା ପରେ ପଳାତକ ସାଜିଥିଲେ ମାଲ୍ୟା। ଲଣ୍ଡନରେ ଯାଇ ଆତ୍ମଗୋପନ କରିଥିଲେ ଅନେକ ଦିନ ଯାଏଁ। ଏବେ ଭାରତରେ ଚାଲିଛି ଆଇପିଏଲ ମ୍ୟାଚ୍‌, ଆଉ ଏ ସମୟରେ ମାଲ୍ୟା ଲଣ୍ଡନରୁ ଗିରଫ ହେବା ଓ ଜାମିନ୍‌ ପାଇବା, ସବୁ ଯେମିତି ସଂଯୋଗ।...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story