୧୬ରେ ଏମ୍‌ଆରଏଫ୍‌ ରାଲି, ଭାଗ ନେବେ ୫୦ ପ୍ରତିଯୋଗୀ

କୋଏମ୍ବାତୁର: କୋଏମ୍ବାତୁରରେ ୧୬ ତାରିଖ ଦିନ ଚାରି ରାଉଣ୍ଡ ବିଶିଷ୍ଟ ଏମ୍‌ଆରଏଫ୍‌ ମୋଗ୍ରିଫ୍‌ ଏଫ୍‌ଏମ୍‌ଏସ୍‌ସିଆଇ ନ୍ୟାସନାଲ ବାଇକ୍‌ ରାଲି ଚାମ୍ପିଅନସିପ୍‌ ଅନୁଷ୍ଠିତ ହେବ। ଏହି ବାଇକ୍‌ ରାଲିରେ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଭାଗ ନେବେ। ଏହି ୨ ଦିନିଆ ପ୍ରତିଯୋଗିତାକୁ ପୁଣେର ଗଡ୍ସସ୍ପିଡ ଓ କୋଏମ୍ବାତୁରର ଅଟୋ ସ୍ପୋର୍ଟ୍ସ କ୍ଲବ ମିଳିତ ଭାବେ ଆୟୋଜିତ କରିଛନ୍ତି। କୋଏମ୍ବାତୁର ଅଟୋ ସ୍ପୋର୍ଟ୍ସ କ୍ଲବର ସମ୍ପାଦକ ଜେ. ପୃଥୀରାଜ କହିଛନ୍ତି,“ଏହି ପ୍ରତିଯୋଗିତାରେ ୭ଟି ବର୍ଗରେ ୫୦ ଜଣ ପ୍ରତିଯୋଗୀ […]

bike rally in coimbatore

bike rally in coimbatore

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 06:50 PM IST

Sports

Latest News

କୋଏମ୍ବାତୁର: କୋଏମ୍ବାତୁରରେ ୧୬ ତାରିଖ ଦିନ ଚାରି ରାଉଣ୍ଡ ବିଶିଷ୍ଟ ଏମ୍‌ଆରଏଫ୍‌ ମୋଗ୍ରିଫ୍‌ ଏଫ୍‌ଏମ୍‌ଏସ୍‌ସିଆଇ ନ୍ୟାସନାଲ ବାଇକ୍‌ ରାଲି ଚାମ୍ପିଅନସିପ୍‌ ଅନୁଷ୍ଠିତ ହେବ। ଏହି ବାଇକ୍‌ ରାଲିରେ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଭାଗ ନେବେ। ଏହି ୨ ଦିନିଆ ପ୍ରତିଯୋଗିତାକୁ ପୁଣେର ଗଡ୍ସସ୍ପିଡ ଓ କୋଏମ୍ବାତୁରର ଅଟୋ ସ୍ପୋର୍ଟ୍ସ କ୍ଲବ ମିଳିତ ଭାବେ ଆୟୋଜିତ କରିଛନ୍ତି।

କୋଏମ୍ବାତୁର ଅଟୋ ସ୍ପୋର୍ଟ୍ସ କ୍ଲବର ସମ୍ପାଦକ ଜେ. ପୃଥୀରାଜ କହିଛନ୍ତି,“ଏହି ପ୍ରତିଯୋଗିତାରେ ୭ଟି ବର୍ଗରେ ୫୦ ଜଣ ପ୍ରତିଯୋଗୀ ଭାଗ ନେବାକୁ ସମ୍ମତ୍ତି ପ୍ରକାଶ କରିଛନ୍ତି। ଜୁଲାଇ ୧୬ରେ ଏଥିପାଇଁ ପ୍ରତିଯୋଗୀଙ୍କ ବାଇକ୍‌ ପରୀକ୍ଷା, ବ୍ରିଫିଂ ଓ କାଗଜପତ୍ର ଯାଞ୍ଚ କରାଯିବ। ଏହା ପରେ ରାଲି ଆରମ୍ଭ ହେବ।”

ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story