ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍‌: ଭାରତୀୟ ଦଳରେ ବୀରେନ୍ଦ୍ର ଲାକ୍ରା ସାମିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ରୁଷ୍ ବିପକ୍ଷ ଖେଳାଯିବାକୁଥିବା ହକି ଅଲିମ୍ପିକ୍ କ୍ୱାଲିଫାୟର୍ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା। ଲାକ୍ରା ଷ୍ଟାର୍ ଡିଫେଣ୍ଡର-ଡ୍ରାଗଫ୍ଲିକର୍ ବରୁନ୍ କୁମାରଙ୍କ ବଦଳରେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ବରୁନ୍ ଆହତ କାରଣରୁ ଉଭୟ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଏ ନେଇ ଟିମର କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, ସୋମବାର ଟ୍ରେନିଂ କରୁଥିବା ବେଳେ […]

lakra

lakra

Ranjit Kumar Jena
  • Published: Wednesday, 30 October 2019
  • Updated: 30 October 2019, 09:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ରୁଷ୍ ବିପକ୍ଷ ଖେଳାଯିବାକୁଥିବା ହକି ଅଲିମ୍ପିକ୍ କ୍ୱାଲିଫାୟର୍ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା। ଲାକ୍ରା ଷ୍ଟାର୍ ଡିଫେଣ୍ଡର-ଡ୍ରାଗଫ୍ଲିକର୍ ବରୁନ୍ କୁମାରଙ୍କ ବଦଳରେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ବରୁନ୍ ଆହତ କାରଣରୁ ଉଭୟ ମ୍ୟାଚରୁ ବାଦ୍ ପଡ଼ିଛନ୍ତି।

ଏ ନେଇ ଟିମର କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, ସୋମବାର ଟ୍ରେନିଂ କରୁଥିବା ବେଳେ ବରୁନ୍ ଡାହାଣ ବାଇସେପରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କର ଉପଚାର ଚାଲିଥିଲା, କିନ୍ତୁ ଦୁର୍ଭାଗ୍ୟବଶତ ଏଥିରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ସେ ଟିମରୁ ବାଦ୍ ପଡ଼ିଛନ୍ତି। ଟିମର ମେଡିକାଲ୍ ଷ୍ଟାଫଙ୍କ ପରାମର୍ଶ ଅନୁଯାୟୀ, ବରୁନଙ୍କୁ ବର୍ତ୍ତମାନ ଆଉ କିଛି ସପ୍ତାହ ଆରାମ କରିବାର ଆବଶ୍ୟକତା ରହିଛି। ତାଙ୍କ ସ୍ଥାନରେ ଆମେ ଘରୋଇ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛୁ, ଯିଏ ୧୭୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଲାକ୍ରାଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି ଏବଂ ଭୁବନେଶ୍ୱର ପରିବେଶର ସହ ସେ ଭଲଭାବେ ଅଭ୍ୟସ୍ତ। ତେଣୁ ଲାକ୍ରାଙ୍କ ଉପସ୍ଥିତି ଟିମ୍ ପାଇଁ ଫଳପ୍ରଦ ହେବ ବୋଲି ରିଡ୍ କହିଛନ୍ତି। ଅମିତ୍ ରୋହିଦାସଙ୍କ ପରେ ଲାକ୍ରା ଦ୍ୱିତୀୟ ଓଡ଼ିଆ ଖେଳାଳି ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଭାରତୀୟ ଦଳ: ପିଆର୍ ଶ୍ରୀଜେଶ୍‌, କ୍ରିଷନ ବାହାଦୁର ପାଠକ, ହରମନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂହ, ରୂପିନ୍ଦର ପାଲ୍ ସିଂହ, ଅମିତ୍ ରୋହିତ୍‌, ମନପ୍ରୀତ ସିଂହ (କ୍ୟାପଟେନ୍‌), ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଲଲିତ କୁମାର ଉପାଧ୍ୟାୟ, ଏସଭି ସୁନୀଲ (ଭାଇସକ୍ୟାପଟେନ୍‌), ଆକାଶଦୀପ ସିଂହ, ରମନଦୀପ ସିଂହ, ସିମରନଜିତ୍ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story