ବିଶ୍ୱକପ୍‌ରେ ନୋବଲ୍‌ ପାଇଁ ମୋତେ ଭିଲିଆନ୍‌ ଆଖ୍ୟା ଦିଆଯିବା ଉଚିତ ନୁହେଁ: ଅଶ୍ୱିନ୍

ମୁମ୍ବାଇ: ଆଇସିସି ଟି-୨୦ ବିଶ୍ୱକପ୍‌ର ସେମି ଫାଇନାଲରେ ୱେଷ୍ଟ ଇଣ୍ଡିଜ୍‌ଠାରୁ ଭାରତ ପରାଜିତ ହୋଇଥିଲା। ଏହି ମ୍ୟାଚ୍‌ରେ ତିନୋଟି ନୋ ବଲ୍‌ ମ୍ୟାଚ୍‌କୁ ପରିବର୍ତ୍ତନ କରିଦେଇଥିଲା। ସେଥିମଧ୍ୟରୁ ଗୋଟିଏ ନୋ ବଲ୍ ଥିଲା ଅଶ୍ୱିନଙ୍କର। ଏହାକୁ ନେଇ ତାଙ୍କୁ ଭିଲିଆନ୍‌ ଆଖ୍ୟା ଦିଆଯିବା ଉଚିତ ନୁହେଁ। ଶୁକ୍ରବାର ଏହା କହିଛନ୍ତି ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍‌। ଅଶ୍ୱିନଙ୍କ ନୋ ବଲ୍‌ରେ ସିମନ ଜୀବନଦାନ ପାଇ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୱେଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର […]

Ravichandran-Ashwin

Ravichandran-Ashwin

Rakesh Mallick
  • Published: Friday, 08 April 2016
  • Updated: 08 April 2016, 11:37 AM IST

Sports

Latest News

ମୁମ୍ବାଇ: ଆଇସିସି ଟି-୨୦ ବିଶ୍ୱକପ୍‌ର ସେମି ଫାଇନାଲରେ ୱେଷ୍ଟ ଇଣ୍ଡିଜ୍‌ଠାରୁ ଭାରତ ପରାଜିତ ହୋଇଥିଲା। ଏହି ମ୍ୟାଚ୍‌ରେ ତିନୋଟି ନୋ ବଲ୍‌ ମ୍ୟାଚ୍‌କୁ ପରିବର୍ତ୍ତନ କରିଦେଇଥିଲା। ସେଥିମଧ୍ୟରୁ ଗୋଟିଏ ନୋ ବଲ୍ ଥିଲା ଅଶ୍ୱିନଙ୍କର। ଏହାକୁ ନେଇ ତାଙ୍କୁ ଭିଲିଆନ୍‌ ଆଖ୍ୟା ଦିଆଯିବା ଉଚିତ ନୁହେଁ। ଶୁକ୍ରବାର ଏହା କହିଛନ୍ତି ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍‌।

ଅଶ୍ୱିନଙ୍କ ନୋ ବଲ୍‌ରେ ସିମନ ଜୀବନଦାନ ପାଇ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୱେଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଶେଷ ପର୍ଯ୍ୟନ୍ତ ରହି ସିମନ୍ସ ୧୯୩ର ବିଜୟଲକ୍ଷ୍ୟକୁ ହାସଲ କରିନେଇ ଥିଲେ।

ଆସନ୍ତାକାଲି ତାଙ୍କ ଦଳ(ରାଇଜିଂ ପୁନେ ସୁପରଜ୍ୟାଣ୍ଡ) ମୁମ୍ବାଇକୁ ଭେଟିବା ନେଇ ସାମ୍ବାଦିକ ସମ୍ମିଳନିରେ ସେ କହିଛନ୍ତି,“ସେହିଦିନ ମୁଁ ଘରକୁ ଫେରିବା ପରେ ଜାଣିଲି ଯେ ମୋ ପୋଷା କୁକୁରକୁ ହିଟ୍ ଷ୍ଟ୍ରୋକ୍‌ ହେବା ସହ ଫିଟ୍ସ ବାହାରିଛି। ଏହା ପରେ ମୁଁ ଜାଣିଲି ସେହି ସମୟରେ ମୋ ପାଇଁ ସବୁଠୁ କ’ଣ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ, ମୋ ଜୀବନର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କ’ଣ ଥିଲା। ମୁଁ ସେହିଦିନ ଠାରୁ ତିନି ଦିନ ଯାଏ ଖଣ୍ଡିଏ ବି ପେପର ଓଲାଟାଇ ନ ଥିଲି। ମୋ ବିଷୟରେ ଲୋକମାନେ କ’ଣ ସବୁ କହୁଛନ୍ତି ମୁଁ ମଧ୍ୟ ଜାଣିପାରି ନ ଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story