ଏହି ମହାନ କ୍ରିକେଟ୍‌ର ବି ଖରାପ ପ୍ରଦର୍ଶନ ପାଇଁ ଟିମ୍‌ରୁ ବାଦ୍‌ ପଡ଼ିଥିଲେ

ମେଲବର୍ଣ୍ଣ: ମହାନ କ୍ରିକେଟର୍‌ ଡନ୍‌ ବ୍ରାଡମ୍ୟାନ୍‌ ୧୯୨୮ ମସିହା ଆଜିର ଦିନରେ ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟ୍‌ରେ ଡେବ୍ୟୁ କରିଥିଲେ। କିନ୍ତୁ ଏହି କିମ୍ବଦନ୍ତୀ ଖେଳାଳି କିମ୍ବା ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ଟି ଆଦୌ ଶୁଭଙ୍କର ସାବ୍ୟସ୍ତ ହୋଇ ନଥିଲା। ମାତ୍ର ୨୦ ବର୍ଷ ବୟସରେ ବ୍ରାଡ୍‌ମ୍ୟାନ୍‌ ଡେବ୍ୟୁ କରିଥିଲେ ହେଁ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରେ ଟିମ୍‌ରୁ ବାଦ ଦିଆଯାଇଥିଲା। ଡେବ୍ୟୁ ମ୍ୟାଚ୍‌ରେ ବ୍ରାଡମ୍ୟାନ୍‌ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ମାତ୍ର […]

d

d

Hemant Lenka
  • Published: Friday, 30 November 2018
  • Updated: 30 November 2018, 03:29 PM IST

Sports

Latest News

ମେଲବର୍ଣ୍ଣ: ମହାନ କ୍ରିକେଟର୍‌ ଡନ୍‌ ବ୍ରାଡମ୍ୟାନ୍‌ ୧୯୨୮ ମସିହା ଆଜିର ଦିନରେ ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟ୍‌ରେ ଡେବ୍ୟୁ କରିଥିଲେ। କିନ୍ତୁ ଏହି କିମ୍ବଦନ୍ତୀ ଖେଳାଳି କିମ୍ବା ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ଟି ଆଦୌ ଶୁଭଙ୍କର ସାବ୍ୟସ୍ତ ହୋଇ ନଥିଲା। ମାତ୍ର ୨୦ ବର୍ଷ ବୟସରେ ବ୍ରାଡ୍‌ମ୍ୟାନ୍‌ ଡେବ୍ୟୁ କରିଥିଲେ ହେଁ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରେ ଟିମ୍‌ରୁ ବାଦ ଦିଆଯାଇଥିଲା।

ଡେବ୍ୟୁ ମ୍ୟାଚ୍‌ରେ ବ୍ରାଡମ୍ୟାନ୍‌ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ମାତ୍ର ୧୮ ରନ୍‌ କରିପାରି ଥିଲେ। ଦ୍ୱିତୀୟ ଇନିଂସ୍‌ରେ ସେ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏଥିପାଇଁ ତାଙ୍କୁ ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବାଦ ଦିଆଯାଇଥିଲା। ତେବେ ସେ ଅତିରିକ୍ତ ଖେଳାଳି ଭାବେ ଏହି ଟେଷ୍ଟ୍‌ରେ ଫିଲ୍ଡିଂ କରିଥିଲେ।
ତୃତୀୟ ଟେଷ୍ଟ୍‌ଟି ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳା ଯାଉଥିବା ବେଳେ ବ୍ରାଡ୍‌ମ୍ୟାନ୍‌ଙ୍କୁ ପୁଣି ସୁଯୋଗ ମିଳିଥିଲା। ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ବ୍ରାଡ୍‌ମ୍ୟାନ୍‌ ୭୯ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୧୧୨ ରନ୍‌ ସ୍କୋର କରିଥିଲେ। ସେବେଠାରୁ ଆଉ ବ୍ରାଡ୍‌ମ୍ୟାନ୍‌ କେବେ ହେଲେ ଟିମ୍‌ରୁ ବାଦ ପଡ଼ି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story