ଇଣ୍ଡିଜ-ଏ' ସ୍କ୍ୱାଡ୍‌ରେ ବ୍ରାଭୋ ଓ କ୍ୟାମ୍ପବେଲ୍

ଆଣ୍ଟିଗୁଆ: ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଏ’ ମଧ୍ୟରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ ୱେଷ୍ଟଇଣ୍ଡିଜ୍‌ ଏ ପକ୍ଷରୁ ୧୪ ଜଣିଆ ସ୍କ୍ୱାଡ୍‌ ଘୋଷଣା କରାଯାଇଛି। ଏହି ସ୍କ୍ୱାଡ୍‌ରେ ଡାରେନ୍‌ ବ୍ରାଭୋଙ୍କୁ ସ୍ଥାନ ମିଳିଛି। ସେହିପରି ଟିମରେ ଜନ୍‌ କ୍ୟାମ୍ପବେଲ ମଧ୍ୟ ରହିଛନ୍ତି। ଏହି ଦୁଇ ଖେଳାଳି ଭାରତ ବିପକ୍ଷରେ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସ୍କ୍ୱାଡ୍‌ରେ ମଧ୍ୟ ରହିଛନ୍ତି। ଉଭୟ ଭଲ ଫର୍ମରେ ନଥିବାରୁ ସେମାନଙ୍କୁ ପ୍ରଥମେ ଅଭ୍ୟାସ […]

ew

Hemant Lenka
  • Published: Saturday, 17 August 2019
  • , Updated: 17 August 2019, 03:49 PM IST

ଆଣ୍ଟିଗୁଆ: ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଏ’ ମଧ୍ୟରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ ୱେଷ୍ଟଇଣ୍ଡିଜ୍‌ ଏ ପକ୍ଷରୁ ୧୪ ଜଣିଆ ସ୍କ୍ୱାଡ୍‌ ଘୋଷଣା କରାଯାଇଛି। ଏହି ସ୍କ୍ୱାଡ୍‌ରେ ଡାରେନ୍‌ ବ୍ରାଭୋଙ୍କୁ ସ୍ଥାନ ମିଳିଛି।

ସେହିପରି ଟିମରେ ଜନ୍‌ କ୍ୟାମ୍ପବେଲ ମଧ୍ୟ ରହିଛନ୍ତି। ଏହି ଦୁଇ ଖେଳାଳି ଭାରତ ବିପକ୍ଷରେ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସ୍କ୍ୱାଡ୍‌ରେ ମଧ୍ୟ ରହିଛନ୍ତି। ଉଭୟ ଭଲ ଫର୍ମରେ ନଥିବାରୁ ସେମାନଙ୍କୁ ପ୍ରଥମେ ଅଭ୍ୟାସ ମ୍ୟାଚ୍‌ ଖେଳିବାକୁ କୁହାଯାଇଥିବା ଜଣାପଡ଼ିଛି।

Related story