ନାଇସ୍‌ ଆକ୍ରମଣ ପରେ ଅଲିମ୍ପିକ୍‌ ସୁରକ୍ଷା କଡ଼ାକଡ଼ି କଲା ବ୍ରାଜିଲ

ବ୍ରାସିଲିଆ: ଫ୍ରାନ୍ସର ନାଇସ୍‌ ସହରରେ ଆତଙ୍କବାଦୀ ଆକ୍ରମଣ ପରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍‌ ପାଇଁ ରିଓ ଡି ଜେନେରିଓ ସହର ସମେତ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନାଇସ୍‌ ଆକ୍ରମଣରେ ୮୪ ଜଣଙ୍କ ମୃତ୍ୟୁ ଘଟିବା ପରେ ବ୍ରାଜିଲ୍‌ର ଆଭ୍ୟନ୍ତରୀଣ ମନ୍ତ୍ରୀ ମିଚେଲ ଟିମର ଏକ ଜୁରୁରୀକାଳୀନ ବୈଠକ ଡକାଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗୋଏନ୍ଦା ମୁଖ୍ୟ ଓ କ୍ୟାବିନେଟ ମନ୍ତ୍ରୀଙ୍କୁ  ନିର୍ଦ୍ଦେଶ […]

brazil-security

brazil-security

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 04:22 PM IST

ବ୍ରାସିଲିଆ: ଫ୍ରାନ୍ସର ନାଇସ୍‌ ସହରରେ ଆତଙ୍କବାଦୀ ଆକ୍ରମଣ ପରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍‌ ପାଇଁ ରିଓ ଡି ଜେନେରିଓ ସହର ସମେତ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ନାଇସ୍‌ ଆକ୍ରମଣରେ ୮୪ ଜଣଙ୍କ ମୃତ୍ୟୁ ଘଟିବା ପରେ ବ୍ରାଜିଲ୍‌ର ଆଭ୍ୟନ୍ତରୀଣ ମନ୍ତ୍ରୀ ମିଚେଲ ଟିମର ଏକ ଜୁରୁରୀକାଳୀନ ବୈଠକ ଡକାଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗୋଏନ୍ଦା ମୁଖ୍ୟ ଓ କ୍ୟାବିନେଟ ମନ୍ତ୍ରୀଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ପାଇଁ ଏକାଧିକ ଚେକ୍‌ ପଏଣ୍ଟ, ବ୍ୟାରିକେଡ ଓ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ଉପରେ ଗୁରତ୍ୱ ଦେଇଛି ବ୍ରାଜିଲ୍‌। ଆସନ୍ତା ୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରିଓ ଅଲିମ୍ପିକ୍‌ ପାଇଁ ୮୫,୦୦୦ ପୋଲିସ ଓ ସୁରକ୍ଷାକର୍ମୀ ମୁତୟନ କରିବାକୁ ଯୋଜନା କରିଛି ବ୍ରାଜିଲ୍।

୨୦୧୨ ଲଣ୍ଡନ ଅଲିମ୍ପିକ୍‌ରେ ଏହାର ଅଧା ସୁରକ୍ଷାକର୍ମୀ ଓ ପୋଲିସ ମୁତୟନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story