ଫ୍ରେଞ୍ଚ୍ ଓପନ୍‌: ଫାଇନାଲରେ ସାତ୍ତ୍ୱିକସାଇରାଜ୍‌-ଚିରାଗ

ପ୍ୟାରିସ୍‌: ଭାରତୀୟ ପୁରୁଷ ଡବଲ୍ସ ଟିମ୍ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଦମଦାର ପ୍ରଦର୍ଶନ ବଜାୟ ରଖି ଫ୍ରେଞ୍ଚ୍ ଓପନ୍ ସୁପର୍ ୭୫୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅଗଷ୍ଟରେ ଥାଲଇ୍ୟାଣ୍ଡ୍ ଓପନ୍ ଜିତିଥିବା ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ି ଡବଲ୍ସ ସେମିଫାଇନାଲରେ ପଞ୍ଚମ ସିଡ୍ ଜାପାନର ହିରୋୟୂକି ଏଣ୍ଡୋ ଓ ୟୁତା ୱାଟାମାବେଙ୍କୁ ୨୧-୧୧, ୨୫-୨୩ ଗେମରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇଛନ୍ତି। ଏହି ଜାପାନ ଯୋଡ଼ିଙ୍କଠାରୁ ସାତ୍ତ୍ୱିକ ଓ ଚିରାଗ ଶେଷ […]

french-open

french-open

Ranjit Kumar Jena
  • Published: Sunday, 27 October 2019
  • Updated: 27 October 2019, 05:33 PM IST

Sports

Latest News

ପ୍ୟାରିସ୍‌: ଭାରତୀୟ ପୁରୁଷ ଡବଲ୍ସ ଟିମ୍ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଦମଦାର ପ୍ରଦର୍ଶନ ବଜାୟ ରଖି ଫ୍ରେଞ୍ଚ୍ ଓପନ୍ ସୁପର୍ ୭୫୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅଗଷ୍ଟରେ ଥାଲଇ୍ୟାଣ୍ଡ୍ ଓପନ୍ ଜିତିଥିବା ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ି ଡବଲ୍ସ ସେମିଫାଇନାଲରେ ପଞ୍ଚମ ସିଡ୍ ଜାପାନର ହିରୋୟୂକି ଏଣ୍ଡୋ ଓ ୟୁତା ୱାଟାମାବେଙ୍କୁ ୨୧-୧୧, ୨୫-୨୩ ଗେମରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇଛନ୍ତି। ଏହି ଜାପାନ ଯୋଡ଼ିଙ୍କଠାରୁ ସାତ୍ତ୍ୱିକ ଓ ଚିରାଗ ଶେଷ ଦୁଇଟି ମ୍ୟାଚରେ ହାରିଥିଲେ।

ବିଶ୍ୱ ଚାମ୍ପିୟନ୍ ଏବଂ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଏବଂ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ସାଇନା ନେହ୍ୱାଲଙ୍କ ଯୋଡ଼ି ହାରିବା ପରେ ସାତ୍ତ୍ୱିକ ଓ ଚିରାଗ ଏହି ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଥିଲେ। ଫାଇନାଲରେ ସେମାନଙ୍କ ସାମ୍ନା ଇଣ୍ଡୋନେସିଆର ମାର୍କ ଗିଡନ୍ ଏବଂ କେଭିନ୍ କେଭିନ୍ ସୁକାମୁଲଜୋଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story