ପ୍ରଥମେ ବ୍ୟାଟିଂ କରିବ ଧୋନି ବାହିନୀ, ଫେରିଲେ କେଦାର ଯାଦବ

ଅବୁଧାବି: ସୁପର ସଣ୍ଡେର ଦ୍ୱିତୀୟ ମୁକାବିଲା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ। ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଖରାପ ଫର୍ମ ପାଇଁ ଦଳରୁ ବାଦ୍‌ ପଡ଼ିଥିବା କେଦାର ଯାଦବ ଆଜି ଚୂଡ଼ାନ୍ତ ଏକାଦଶକୁ କମବ୍ୟାକ୍‌ କରିଛନ୍ତି। ସେ ପୀୟୂଷ […]

fg

Hemant Lenka
  • Published: Saturday, 17 October 2020
  • , Updated: 17 October 2020, 07:11 PM IST

ଅବୁଧାବି: ସୁପର ସଣ୍ଡେର ଦ୍ୱିତୀୟ ମୁକାବିଲା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ।

ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଖରାପ ଫର୍ମ ପାଇଁ ଦଳରୁ ବାଦ୍‌ ପଡ଼ିଥିବା କେଦାର ଯାଦବ ଆଜି ଚୂଡ଼ାନ୍ତ ଏକାଦଶକୁ କମବ୍ୟାକ୍‌ କରିଛନ୍ତି। ସେ ପୀୟୂଷ ଚାୱାଲାଙ୍କ ବଦଳରେ ସୁଯୋଗ ପାଇଛନ୍ତି। ତେବେ ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରବର୍ତ୍ତନ କରିନାହିଁ। ପୂର୍ବଭଳି ଆହତ ଯୋଗୁ ଋଷଭ ପନ୍ତ ବେଞ୍ଚରେ ବସିଛନ୍ତି।

Related story