‘୨୦୧୮ ୱାର୍ଲ୍ଡ ଚେସ୍‌ ଚାମ୍ପିଅନସିପ୍‌ ଏସିଆରେ ହେବ’

ମସ୍‌କୋ: ୨୦୧୮ ୱାର୍ଲ୍ଡ ଚେସ୍‌ ଚାମ୍ପିଅନସିପ୍‌ ଏସିଆରେ ଅନୁଷ୍ଠିତ ହେବ। ଏ ନେଇ ୱାର୍ଲ୍ଡ ଚେସ୍‌ ଫେଡେରେସନ୍‌ (ଏଫ୍‌ଆଇଡିଇ) ସଭାପତି କ୍ରିଷନ୍‌ ଲିୟମଜେନୋଭ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଏସିଆର ଦୁଇଟି ଦେଶ ଏହି ଚାମ୍ପିଅନସିପ୍‌ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମୁଁ ଏବେ ସେମାନଙ୍କ ନାମ ପ୍ରକାଶ କରୁନାହିଁ। ଏଫ୍‌ଆଇଡିଇ ପ୍ରେସିଡେନସିଆଲ କାଉନସିଲ ବୈଠକରେ ଏ ନେଇ ସୂଚନା ଦିଆଯିବ। ଏହି ଦୁଇ ଦେଶର ପ୍ରତିନିଧି ଏବେ ନ୍ୟୁୟର୍କରେ ଅଛନ୍ତି।”

game02-01

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 06:31 PM IST

ମସ୍‌କୋ: ୨୦୧୮ ୱାର୍ଲ୍ଡ ଚେସ୍‌ ଚାମ୍ପିଅନସିପ୍‌ ଏସିଆରେ ଅନୁଷ୍ଠିତ ହେବ। ଏ ନେଇ ୱାର୍ଲ୍ଡ ଚେସ୍‌ ଫେଡେରେସନ୍‌ (ଏଫ୍‌ଆଇଡିଇ) ସଭାପତି କ୍ରିଷନ୍‌ ଲିୟମଜେନୋଭ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଏସିଆର ଦୁଇଟି ଦେଶ ଏହି ଚାମ୍ପିଅନସିପ୍‌ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମୁଁ ଏବେ ସେମାନଙ୍କ ନାମ ପ୍ରକାଶ କରୁନାହିଁ। ଏଫ୍‌ଆଇଡିଇ ପ୍ରେସିଡେନସିଆଲ କାଉନସିଲ ବୈଠକରେ ଏ ନେଇ ସୂଚନା ଦିଆଯିବ। ଏହି ଦୁଇ ଦେଶର ପ୍ରତିନିଧି ଏବେ ନ୍ୟୁୟର୍କରେ ଅଛନ୍ତି।”

Related story