ବ୍ୟାଟିଂ କୋଚ୍ ପଦ ପାଇଁ ଆମ୍ରେଙ୍କୁ ଟକ୍କର ଦେବେ ଏହି ପୂର୍ବତନ ଚୟନକର୍ତ୍ତା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ବ୍ୟାଟିଂ କୋଚ ପାଇଁ ଏବେ ଦୁଇ ଦାବିଦାର ସାମ୍ନାକୁ ଆସିଛନ୍ତି। ଟିମ୍‌ ଇଣ୍ଡିଆ ବ୍ୟାଟିଂ କୋଚ ପଦ ପାଇଁ ବିସିସିଆଇ ଦରଖାସ୍ତ ଆହ୍ୱାନ କରିଥିବା ବେଳେ ଏଥିପାଇଁ ପୂର୍ବତନ ଟିମ୍‌ ଇଣ୍ଡିଆ ବ୍ୟାଟସ୍‌ମ୍ୟାନ ପ୍ରବୀଣ ଆମ୍ରେ ଓ ପୂର୍ବତନ ଜାତୀୟ ଚୟନକର୍ତ୍ତା ବିକ୍ରମ ରଠୋରଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି। କାରଣ ଉଭୟ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ ହେବାକୁ ଆବେଦନ କରିଛନ୍ତି। କୁହାଯାଉଛି, ଆମ୍ରେ ବ୍ୟାଟିଂ କୋଚ ପଦ ପାଇଁ […]

rathour

rathour

Hemant Lenka
  • Published: Saturday, 03 August 2019
  • Updated: 03 August 2019, 07:02 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ବ୍ୟାଟିଂ କୋଚ ପାଇଁ ଏବେ ଦୁଇ ଦାବିଦାର ସାମ୍ନାକୁ ଆସିଛନ୍ତି। ଟିମ୍‌ ଇଣ୍ଡିଆ ବ୍ୟାଟିଂ କୋଚ ପଦ ପାଇଁ ବିସିସିଆଇ ଦରଖାସ୍ତ ଆହ୍ୱାନ କରିଥିବା ବେଳେ ଏଥିପାଇଁ ପୂର୍ବତନ ଟିମ୍‌ ଇଣ୍ଡିଆ ବ୍ୟାଟସ୍‌ମ୍ୟାନ ପ୍ରବୀଣ ଆମ୍ରେ ଓ ପୂର୍ବତନ ଜାତୀୟ ଚୟନକର୍ତ୍ତା ବିକ୍ରମ ରଠୋରଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି।

କାରଣ ଉଭୟ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ ହେବାକୁ ଆବେଦନ କରିଛନ୍ତି। କୁହାଯାଉଛି, ଆମ୍ରେ ବ୍ୟାଟିଂ କୋଚ ପଦ ପାଇଁ ପ୍ରବଳ ଦାବିଦାର ରହିଛନ୍ତି। ଆଇପିଏଲ୍‌ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଅଜିଙ୍କ୍ୟ ରାହଣେଙ୍କ ବ୍ୟକ୍ତିଗତ କୋଚ ଭାବେ ମଧ୍ୟ ଆମ୍ରେ ପରିଚିତ।

ତେବେ ବ୍ୟାଟିଂ କୋଚ ପଦ ହାସଲ କରିବା ଆମ୍ରେଙ୍କ ପାଇଁ ସହଜ ହେବନାହିଁ। କାରଣ ବ୍ୟାଟିଂ କୋଚ ପାଇଁ ବିକ୍ରମ ରାଠୋର ମଧ୍ୟ ଆବେଦନ କରିଛନ୍ତି। ଜଣେ ବିସିସିଆଇ ଅଧିକାରୀ କହିଛନ୍ତି, “ହଁ, ବିକ୍ରମ ରାଠୋର ବ୍ୟାଟିଂ କୋଚ ପଦ ପାଇଁ ଆବେଦନ କରିଛନ୍ତି। ତେଣୁ ଏବେ ବ୍ୟାଟିଂ କୋଚ ପଦ ପାଇଁ ଚୟନ ପ୍ରକ୍ରିୟା ବେଶ ଇଣ୍ଟରେଷ୍ଟିଂ ହେବ।”

ବର୍ତ୍ତମାନ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ବାଙ୍ଗର ବିଶ୍ୱକପ୍‌ରେ ଭାରତର ବିଦାୟ ପରେ ବିସିସିଆଇର ସ୍କାନରକୁ ଆସିଛନ୍ତି। ତାଙ୍କୁ ବ୍ୟାଟିଂ କୋଚ ପଦରୁ ହଟାଇବା ପାଇଁ ସବୁଆଡ଼ୁ ଚାପ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ବିସିସିଆଇ ବାଙ୍ଗରଙ୍କ କାର୍ଯ୍ୟକାଳକୁ ୪୫ ଦିନ ବୃଦ୍ଧି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story