ମହିଳା ଟି-୨୦ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଇଂଲଣ୍ଡ

କ୍ୟାନବେରା: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌-ବି’ର ଏକ ମ୍ୟାଚରେ ଇଂଲଣ୍ଡ ୪୨ ରନରେ ପାକିସ୍ତାନକୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ଦଳର କ୍ୟାପଟେନ୍ ହିଥର ନାଇଟ୍ ଆଉ ଏକ ଦମଦାର ଇନିଂସ୍ ଖେଳିଥିଲେ। ସେ ୪୭ ବଲରେ ୮ ଚୌକା ସହ ୧ […]

england-women

england-women

Ranjit Kumar Jena
  • Published: Friday, 28 February 2020
  • Updated: 28 February 2020, 05:35 PM IST

Sports

Latest News

କ୍ୟାନବେରା: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌-ବି'ର ଏକ ମ୍ୟାଚରେ ଇଂଲଣ୍ଡ ୪୨ ରନରେ ପାକିସ୍ତାନକୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା।

ଦଳର କ୍ୟାପଟେନ୍ ହିଥର ନାଇଟ୍ ଆଉ ଏକ ଦମଦାର ଇନିଂସ୍ ଖେଳିଥିଲେ। ସେ ୪୭ ବଲରେ ୮ ଚୌକା ସହ ୧ ଛକା ସହ ୬୨ ରନ୍ କରିଥିବା ବେଳେ ନାଟାଲି ସ୍କିଭର୍ ୩୬, ଫ୍ରାନ୍ ୱିଲସନ୍ ୨୨ ଓ ଡାନିଏଲ୍ ୟାଟ୍ଟ ୧୬ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ଆଇମାନ୍ ଅନୱର୍ ୩ଟି ଓ ନିଦା ଦାର ୨ଟି ୱିକେଟ୍ ନେଇଥିଲେ।

୧୫୯ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ପାକିସ୍ତାନର ଆଲିୟା ରିଆଜ୍ ସର୍ବାଧିକ ୪୧ ରନ୍ କରିଥିବା ବେଳେ ଜାଭେରିଆ ଖାନ୍ ୧୬ ଓ ମୁନୀବା ଅଲୀ ୧୦ ରନ୍ କରିଥିଲେ। ଇଂଲଣ୍ଡର ସଫଳ ବୋଲର ଭାବେ ଆନ୍ୟା ସ୍ରୁବସୋଲ୍ ଓ ସାରା ଗ୍ଲେନ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ କ୍ୟାଥରିନ୍ ବ୍ରଣ୍ଟ ଓ ସୋଫି ଇକ୍ଲେଷ୍ଟୋନ୍ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story