'କରୋନା'କୁ ନେଇ ଖେଳାଳିମାନଙ୍କୁ ଏହି ପରାମର୍ଶ ଦେଲେ କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ‘କରୋନା’ ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ଏହି ମାରାତ୍ମକ ଭାଇରସ୍ ଏବେ ଚାରିଆଡ଼େ ଆତଙ୍କ ଖେଳାଇ ଦେଇଛି। ସାଧାରଣ ଲୋକଙ୍କ ପରି ଦେଶର କ୍ରୀଡ଼ାବିତ୍ ଏହି ଭାଇରସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ ଦେଶର କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ ଗୁରୁବାର ଦେଶର ଖେଳାଳିମାନଙ୍କୁ ଚେତାବନୀ ଓ ଅଧିକ ସର୍ତକତା ଅବଲମ୍ବନ ବହନ କରିବାକୁ ପରାମର୍ଶ କରିଛନ୍ତି। ରିଜିଜୁ କହିଛନ୍ତି, ମୁଁ ନିଜ ଦେଶର ଖେଳାଳିଙ୍କୁ ଏତିକି ପରାମର୍ଶ ଦେବାକୁ ଚାହୁଁଛି ଯେ, […]

kiren

kiren

Ranjit Kumar Jena
  • Published: Thursday, 05 March 2020
  • Updated: 05 March 2020, 08:23 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ 'କରୋନା' ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ଏହି ମାରାତ୍ମକ ଭାଇରସ୍ ଏବେ ଚାରିଆଡ଼େ ଆତଙ୍କ ଖେଳାଇ ଦେଇଛି। ସାଧାରଣ ଲୋକଙ୍କ ପରି ଦେଶର କ୍ରୀଡ଼ାବିତ୍ ଏହି ଭାଇରସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ ଦେଶର କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ ଗୁରୁବାର ଦେଶର ଖେଳାଳିମାନଙ୍କୁ ଚେତାବନୀ ଓ ଅଧିକ ସର୍ତକତା ଅବଲମ୍ବନ ବହନ କରିବାକୁ ପରାମର୍ଶ କରିଛନ୍ତି।

ରିଜିଜୁ କହିଛନ୍ତି, ମୁଁ ନିଜ ଦେଶର ଖେଳାଳିଙ୍କୁ ଏତିକି ପରାମର୍ଶ ଦେବାକୁ ଚାହୁଁଛି ଯେ, ସେମାନେ ଦେଶର କୌଣସି ନାଗରିକଙ୍କ ସହ ହାତ ମିଳାଇବା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ। ବେଳେ ବେଳେ ହାତ ମିଳାଇବା କିମ୍ବା ଆଲିଙ୍ଗନ ହେବା ଆଦୌ ଜରୁରୀ ହୋଇନଥାଏ। ଆମେ ନିଜର ପାରମ୍ପରିକ ଅଭିବାଦନ ଯେପରି ନମସ୍କାର, ସଲାମନ୍‌, ଜୟ ହିନ୍ଦ୍ ଏବଂ ଅନ୍ୟ ସ୍ଥାନୀୟ ଶବ୍ଦର ବ୍ୟବହାର କରିପାରିବା।

ସରକାର ପୂର୍ବରୁ ହିଁ କହିସାରିଛନ୍ତି ଯେ ଖେଳାଳିମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଆମ ପାଇଁ ସର୍ବପ୍ରଥମ। ସରକାର ଜାତୀୟ କ୍ରୀଡ଼ା ମହାସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ କରୋନା ଭାଇରସକୁ ଦୃଷ୍ଟିରେ ରଖି ଖେଳାଳିମାନଙ୍କୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଏବଂ ଟ୍ରେନିଂ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିବାରେ ସର୍ତକ ରହିବା ଦରକାର।

ସୂଚନାଯୋଗ୍ୟ, ଭାରତରେ ଏପର୍ଯ୍ୟନ୍ତ କରୋନା ଭାଇରସରେ ୨୯ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି। ଏହି ଭାଇରସରେ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୩ହଜାରରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଛନ୍ତି ଏବଂ ୯୦ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story