ଅଣ୍ଡର-19 ଟିମ୍‌ର ଏହି ଧୁରନ୍ଧର ଟିମ୍‌ ଇଣ୍ଡିଆର ଭବିଷ୍ୟତର ଅଧିନାୟକ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡର ୧୯ ବିଶ୍ୱକପ ଟାଇଟଲ୍‌ର ଗୋଟିଏ ପାଦ ଦୂରରେ ଏବେ ଭାରତୀୟ ଟିମ୍‌। ଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହ ଖେଳାଯିବ। ଅଷ୍ଟ୍ରେଲିଆକୁ ମାତ୍‌ ଦେଇ ଟିମ୍‌ ଇଣ୍ଡିଆ ବିଶ୍ୱକପ ଟ୍ରଫି ନିଜ ନାଁରେ କରିବାକୁ ଲକ୍ଷ୍ୟ ରଖିଛି। ଭାରତୀୟ ଟିମ୍‌ରେ ଅଧିନାୟକ ପୃଥ୍ୱୀ ଶ ଓ ଶୁଭମନ ଗିଲ ଏବେ ଫୁଲ୍‌ ଫର୍ମରେ ଅଛନ୍ତି। ପୃଥ୍ୱୀ ଶଙ୍କ ନେତୃତ୍ୱରେ ଟିମ୍‌ ଆକର୍ଷଣୀୟ ପ୍ରଦର୍ଶନ କରିବା ସହ ଫାଇନାଲରେ ପହଞ୍ଚିଛି। ବ୍ୟକ୍ତିଗତ ଭାବେ ମଧ୍ୟ ତାଙ୍କ […]

650544-bcci-under-19-tweet

650544-bcci-under-19-tweet

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 12:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡର ୧୯ ବିଶ୍ୱକପ ଟାଇଟଲ୍‌ର ଗୋଟିଏ ପାଦ ଦୂରରେ ଏବେ ଭାରତୀୟ ଟିମ୍‌। ଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହ ଖେଳାଯିବ। ଅଷ୍ଟ୍ରେଲିଆକୁ ମାତ୍‌ ଦେଇ ଟିମ୍‌ ଇଣ୍ଡିଆ ବିଶ୍ୱକପ ଟ୍ରଫି ନିଜ ନାଁରେ କରିବାକୁ ଲକ୍ଷ୍ୟ ରଖିଛି। ଭାରତୀୟ ଟିମ୍‌ରେ ଅଧିନାୟକ ପୃଥ୍ୱୀ ଶ ଓ ଶୁଭମନ ଗିଲ ଏବେ ଫୁଲ୍‌ ଫର୍ମରେ ଅଛନ୍ତି। ପୃଥ୍ୱୀ ଶଙ୍କ ନେତୃତ୍ୱରେ ଟିମ୍‌ ଆକର୍ଷଣୀୟ ପ୍ରଦର୍ଶନ କରିବା ସହ ଫାଇନାଲରେ ପହଞ୍ଚିଛି। ବ୍ୟକ୍ତିଗତ ଭାବେ ମଧ୍ୟ ତାଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ।

ଏହି ପ୍ରତିଯୋଗିତା ମାଧ୍ୟମରେ ପୃଥ୍ୱୀ ଶ ତାଙ୍କ ପ୍ରତିଭା ଦେଖାଇଛନ୍ତି। ଏହି ବିଶ୍ୱକପରେ ପୃଥ୍ୱୀ ଭାରତୀୟ ପୂର୍ବ କ୍ରିକେଟର୍‌ଙ୍କୁ ବେଶ ପ୍ରଭାବିତ କରିଛିନ୍ତି। ଚଳିତ ବିଶ୍ୱକପରେ ମଧ୍ୟ ଅନେକ ଖେଳାଳି ନଜର ଆସିଛନ୍ତି ଯେଉଁମାନେ ଆଗାମୀ ଦିନରେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇପାରିବେ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଅନେକ କ୍ରିକେଟ୍‌ର ଏମିତି ଅଛନ୍ତି ଯେଉଁମାନେ ଅଣ୍ଡର-୧୯ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କିରଛନ୍ତି। ଏମାନଙ୍କ ମଧ୍ୟରେ ବର୍ତ୍ତମାନର ଅଧିନାୟକ ବିରୋଟ କୋହଲି, ଯୁବରାଜ ସିଂ, ରୋହିତ ଶର୍ମା, ଜାଡ଼େଜାଙ୍କ ଭଳି କ୍ରିକେଟର୍‌ ସାମିଲ। 

୨୦୦୦ ମସିହାରେ ଖେଳାଯାଇଥିବା ଅଣ୍ଡର-୧୯ ବିଶ୍ୱକପ ଜରିଆରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଓ ମହମଦ୍‌ କୈଫ୍‌ଙ୍କ ଆବିର୍ଭାବ ହୋଇଥିଲା। ଏହି ବର୍ଷ ପ୍ରଥମ ଥର ପାଇଁ ଭାରତ ବିଶ୍ୱକପ ଟାଇଟଲ ହାତେଇଥିଲା। ୨୦୦୪ ଅଣ୍ଡର-୧୯ ବିଶ୍ୱକପ ଜାରିଆରେ ସୁରେଶ ରାଇନା, ଶିଖର ଧୱନ ଓ ରାଇଡ଼ୁଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିଥିଲା। ୨୦୦୬ ବିଶ୍ୱକପରେ ମଧ୍ୟ ପୂଜାରା, ରୋହିତ ଶର୍ମା, ପୀୟୁଷ ଚାୱଲାଙ୍କ ଭଳି ଖେଳାଳି ନଜରକୁ ଆସିଥିଲେ। ୨୦୦୮ ଅଣ୍ଡର-୧୯ ବିଶ୍ୱକପରେ ବିରାଟ କୋହଲିଙ୍କ ଅବିର୍ଭାବ ହୋଇଥିଲା। ଏହି ବର୍ଷ ମଧ୍ୟ ଭାରତ ଟାଇଟଲ ବିଜୟୀ ହୋଇଥିଲା।ତେଣୁ ପୂର୍ବ ରେକର୍ଡକୁ ଲକ୍ଷ୍ୟ କରାଗଲେ ବର୍ତ୍ତମାନ ଟିମରେ ଥିବା ଅଧିନାୟକ ପୃଥ୍ୱୀ ଶ ଆଗମୀ ଦିନରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇପାରନ୍ତି। ସୋସିଆ ମିଡ଼ିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story