ମ୍ୟାଚ୍‌ ପୂର୍ବରୁ ପୁଣି ୩ ଖେଳାଳି କରୋନାରେ ଆକ୍ରାନ୍ତ

ଇସଲାମାବାଦ: ୱେଷ୍ଟଇଣ୍ଡିଜ୍‌ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ ଓ ୧୮ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ମ୍ୟାଚ୍‌ ଉପରେ କଳା ବାଦଲ ଘୋଟାଇ ଆସିଛି। କାରଣ ପାକିସ୍ତାନ ଗସ୍ତରେ ଥିବା ଜଣଙ୍କ ପରେ ଜଣେ ଇଣ୍ଡିଜ ଖେଳାଳି କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପୂର୍ବରୁ ପାକିସ୍ତାନ ମାଟିରେ ପାଦ ଦେବା କ୍ଷଣି ଇଣ୍ଡିଜ ଟିମ୍‌ର ୩ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ଆଉ ୩ ଖେଳାଳି ଓ ୨ ଜଣ କୋଚିଂ ଷ୍ଟାଫଙ୍କ […]

WI

WI

Hemant Lenka
  • Published: Thursday, 16 December 2021
  • Updated: 16 December 2021, 02:01 PM IST

ଇସଲାମାବାଦ: ୱେଷ୍ଟଇଣ୍ଡିଜ୍‌ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ ଓ ୧୮ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ମ୍ୟାଚ୍‌ ଉପରେ କଳା ବାଦଲ ଘୋଟାଇ ଆସିଛି। କାରଣ ପାକିସ୍ତାନ ଗସ୍ତରେ ଥିବା ଜଣଙ୍କ ପରେ ଜଣେ ଇଣ୍ଡିଜ ଖେଳାଳି କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି।

ପୂର୍ବରୁ ପାକିସ୍ତାନ ମାଟିରେ ପାଦ ଦେବା କ୍ଷଣି ଇଣ୍ଡିଜ ଟିମ୍‌ର ୩ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ଆଉ ୩ ଖେଳାଳି ଓ ୨ ଜଣ କୋଚିଂ ଷ୍ଟାଫଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଆଜି ପାକିସ୍ତାନର କରାଚିରେ ତୃତୀୟ ଟି-୨୦ ଖେଳାଯିବା ପୂର୍ବରୁ ହିଁ ଦଳର ୩ ଖେଳାଳି କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏବେ ଦୁଇ ବୋର୍ଡ ମ୍ୟାଚ ଖେଳାଯିବ କି ନାହିଁ, ତା’ ଉପରେ ବିଚାର କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ଟେଷ୍ଟ ସମୟରେ ଇଣ୍ଡିଜ ଟିମ୍‌ର ସାଇ ହୋପ, ସ୍ପିନର ଏକେଅଲ ହୁସେନ, ଅଲରାଉଣ୍ଡର ଜଷ୍ଟିନ ଗ୍ରେଭସ, ଆସିସଷ୍ଟାଣ୍ଟ କୋଚ୍‌ ରୋଡ୍ଡୀ ଇଷ୍ଟିୱିକ ଓ ଫିଜିକସିଆନ ଅକଶାଇ ମାନସିଂହ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଶେଲଡ କଟ୍ରେଲ, ରୋଷ୍ଟନ ଚେଜ ଓ କାୟେଲ ମେୟର୍ସଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

ପାକିସ୍ତାନ ଗସ୍ତରେ ଆସିଥିବା ୬ ଜଣ ଖେଳାଳି ଏବେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଚୂଡ଼ାନ୍ତ ଏକାଦଶକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ସେହିପରି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଇଣ୍ଡିଜ କ୍ରିକେଟ ବୋର୍ଡ କହିଛି, “ବୁଧବାର କରୋନାରେ ଆକ୍ରାନ୍ତ ହୋଇଥିବା ୩ ଖେଳାଳି ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ନାହିଁ। ସେହିପରି ସମସ୍ତ ୫ ସଦସ୍ୟ ଇଣ୍ଡିଜ୍‌ ଟିମ୍‌ର ଅନ୍ୟମାନଙ୍କ ଠାରୁ ଅଲଗା ହୋଇ ଆସୋଲେସନରେ ରହିବେ। ଆଇସୋଲେସନରେ ୧୦ ରହିବା ପରେ ସେମାନଙ୍କ କରୋନା ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

କରୋନା ଇଣ୍ଡିଜ୍‌ ଟିମ୍‌ରେ ପ୍ରବେଶ କରିଥିବା ବୋର୍ଡ ଏବେ ପାକିସ୍ତନ ବିପକ୍ଷ ସିରିଜ୍‌ ବାତିଲ କରିବାକୁ ଲକ୍ଷ୍ୟ ରଖିଛି। ଆଜି ହିଁ ତୃତୀୟ ଟି-୨୦ ଥିବାରୁ ଖୁବଶୀଘ୍ର ଇଣ୍ଡିଜ କ୍ରିକେଟ ବୋର୍ଡର ନିଷ୍ପତ୍ତି ଆସିବ ବୋଲି ଆଶା ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story