ଆଇପିଏଲରୁ ଓହରିଲେ ଆଉ ଜଣେ ଇଂଲିଶ ଖେଳାଳି, ଫିଞ୍ଚଙ୍କୁ ଆଣିଲା କେକେଆର

ନୂଆଦିଲ୍ଲୀ: ପୁଣି ଜଣେ ଇଂଲଣ୍ଡ ଖେଳାଳି ଆଇପିଏଲ ଖେଳିବେ ନାହିଁ ବୋଲି ମନା କରି ଦେଇଛନ୍ତି। ଇଂଲଣ୍ଡ ବ୍ୟାଟସମ୍ୟାନ ଆଲେକ୍ସ ହେଲ୍ସଙ୍କୁ କେକେଆର ଚଳିତ ବର୍ଷ କିଣିଥିଲା। ହେଲେ ସେ କରୋନା ଜନିତ ବାୟୋ ବବଲ୍ସ କାରଣରୁ ଆଇପିଏଲ ଖେଳିବାକୁ ମନା କରିଦେଇଛନ୍ତ। ପୂର୍ବରୁ ଇଂଲିଶ ଓପନର ଜେସନ ରୟ ମଧ୍ୟ ସାମନ ପଦକ୍ଷେପ ନେଇଥିଲେ। ଆଲେକ୍ସ ହେଲ୍ସଙ୍କୁ ମେଗା ଅକ୍ସନ ବେଳେ କେକେଆର ୧.୫ କୋଟିରେ କିଣିଥିଲା। ସେ ଖେଳିବାକୁ ମନା କରିବାରୁ ତାଙ୍କ ବଦଳ […]

AUS

AUS

Hemant Lenka
  • Published: Saturday, 12 March 2022
  • Updated: 12 March 2022, 11:43 AM IST

Sports

Latest News

ନୂଆଦିଲ୍ଲୀ: ପୁଣି ଜଣେ ଇଂଲଣ୍ଡ ଖେଳାଳି ଆଇପିଏଲ ଖେଳିବେ ନାହିଁ ବୋଲି ମନା କରି ଦେଇଛନ୍ତି। ଇଂଲଣ୍ଡ ବ୍ୟାଟସମ୍ୟାନ ଆଲେକ୍ସ ହେଲ୍ସଙ୍କୁ କେକେଆର ଚଳିତ ବର୍ଷ କିଣିଥିଲା। ହେଲେ ସେ କରୋନା ଜନିତ ବାୟୋ ବବଲ୍ସ କାରଣରୁ ଆଇପିଏଲ ଖେଳିବାକୁ ମନା କରିଦେଇଛନ୍ତ। ପୂର୍ବରୁ ଇଂଲିଶ ଓପନର ଜେସନ ରୟ ମଧ୍ୟ ସାମନ ପଦକ୍ଷେପ ନେଇଥିଲେ।

ଆଲେକ୍ସ ହେଲ୍ସଙ୍କୁ ମେଗା ଅକ୍ସନ ବେଳେ କେକେଆର ୧.୫ କୋଟିରେ କିଣିଥିଲା। ସେ ଖେଳିବାକୁ ମନା କରିବାରୁ ତାଙ୍କ ବଦଳ ଖେଳାଳି ଭାବେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚଙ୍କୁ ଚୟନ କରାଯାଇଛି। ସେ ଚଳିତ ବର୍ଷ କେକେଆର ପାଇଁ ଖେଳିବେ। ପୂର୍ବରୁ ମେଗା ଅକ୍ସନ ବେଳେ ଫିଞ୍ଚଙ୍କୁ କୌଣସି ଦଳ କିଣି ନଥିଲେ। ହେଲେ ଏବେ ସେ ବଦଳ ଖେଳାଳି ଭାବେ କେକେଆର୍‌ରେ ସାମିଲ ହୋଇଛନ୍ତି।

ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗତବର୍ଷ ଟି-୨୦ ବିଶ୍ୱକପ ଜିତିଥିଲା। ସେ ଏଯାଏ ୮୮ ଟି-୨୦ ମ୍ୟାଚ୍‌ରେ ୨୬୮୬ ରନ କରିଛନ୍ତି। ଏହା ମଧ୍ୟରେ ୨ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ରହିଛି। କେକେଆର ପକ୍ଷରୁ କୁହାଯାଇଛି ଯେ “୮୭ଟି ଆଇପିଏଲ ମ୍ୟାଚ୍‌ ଖେଳି ୨୦୦୦ରୁ ଅଧିକ ରନ କରିଥିବା ଫିଞ୍ଚ ଆମ ସହ ସାମିଲ ହେବେ। ତାଙ୍କୁ କେକେଆର ୧.୫ କୋଟି ଟଙ୍କାରେ କିଣିଛି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫିଞ୍ଚ ୨୦୨୦ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପକ୍ଷରୁ ଖେଳିଥିଲେ। ଏବେ ସେ କେକେଆର ତାଙ୍କର ୯ ନଂ ପ୍ରାଞ୍ଚାଇଜ। ୨୦୧୦ରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଦିଲ୍ଲୀ ଡେୟାର ଡେଭିଲ୍ସ, ପୁଣେ ୱାରିୟର୍ସ, ସନ ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଲାୟନ୍ସ ଓ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story