ଇଂଲଣ୍ଡ ଟେଷ୍ଟ ସ୍କ୍ୱାଡରୁ ଆଣ୍ଡରସନ ଓ ବ୍ରଡ୍‌ ଆଉଟ୍‌

ଲଣ୍ଡନ: ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଥିବା ଇଂଲିଶ କ୍ରିକେଟ ଟିମ୍‌ ଖୁବଶୀଘ୍ର ୱେଷ୍ଟଇଣ୍ଡିଜ ଗସ୍ତ କରିବ। ଏହାକୁ ଦୃଷ୍ଟିରେ ରଖି ୱେଷ୍ଟଇଣ୍ଡିଜ୍‌ ସିରିଜ୍ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ୧୬ ଜଣିଆ ଟେଷ୍ଟ ସ୍କ୍ୱାଡ ଘୋଷଣା କରିଛି। ତେବେ ଦଳରୁ ଦୁଇ ଭେଟରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ୍‌ ବାଦ ପଡ଼ିଛନ୍ତି। ସେହିପରି ୱିକେଟ କିପର ବ୍ୟାଟସମ୍ୟାନ ଜୋଶ ବଟଲରଙ୍କ ନାଁ ମଧ୍ୟ ସ୍କ୍ୱାଡରେ ନାହିଁ। ତେବେ ଆଲେକ୍ସ ଲିସ ଓ […]

ENG

ENG

Hemant Lenka
  • Published: Wednesday, 09 February 2022
  • Updated: 09 February 2022, 01:08 PM IST

Sports

Latest News

ଲଣ୍ଡନ: ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଥିବା ଇଂଲିଶ କ୍ରିକେଟ ଟିମ୍‌ ଖୁବଶୀଘ୍ର ୱେଷ୍ଟଇଣ୍ଡିଜ ଗସ୍ତ କରିବ। ଏହାକୁ ଦୃଷ୍ଟିରେ ରଖି ୱେଷ୍ଟଇଣ୍ଡିଜ୍‌ ସିରିଜ୍ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ୧୬ ଜଣିଆ ଟେଷ୍ଟ ସ୍କ୍ୱାଡ ଘୋଷଣା କରିଛି। ତେବେ ଦଳରୁ ଦୁଇ ଭେଟରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ୍‌ ବାଦ ପଡ଼ିଛନ୍ତି।

ସେହିପରି ୱିକେଟ କିପର ବ୍ୟାଟସମ୍ୟାନ ଜୋଶ ବଟଲରଙ୍କ ନାଁ ମଧ୍ୟ ସ୍କ୍ୱାଡରେ ନାହିଁ। ତେବେ ଆଲେକ୍ସ ଲିସ ଓ ମାଥ୍ୟୁ ଫିସର ନୂଆ ମୁହଁ ଭାବେ ଇଂଲଣ୍ଡର ଟେଷ୍ଟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

ନିକଟରେ ଇଂଲଣ୍ଡ ଆଶେସ ସିରିଜ୍ରେ ଅଷ୍ଟ୍ରେଲିଆ ଠାରୁ ୪-୦ରେ ହାରିଥିଲା। ଏହାପରେ ଦଳର ମୁଖ୍ୟ କୋଚକୁ ବିଦା କରାଯାଇଥିଲା। ପଲ କଲିଙ୍ଗଉଡ ଦଳର ଅନ୍ତରୀଣ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଆଶେସ ସିରିଜ୍‌ରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଜୋ ରୁଟଙ୍କ କ୍ୟାପ୍ଟେନଶିପକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ଏସବୁ ଭିତରେ ମାର୍ଚ୍ଚ ୮ରୁ ଆଣ୍ଟିଗୁଆରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ଖେଳାଳିଙ୍କ ନାଁ ଘୋଷଣା କରିଛି। ସ୍କ୍ୱାଡରୁ ବହୁ ବରିଷ୍ଠ ଖେଳାଳିଙ୍କୁ ବାଦ ଦିଆଯାଇଛି। ବଟଲର, ଆଣ୍ଡରସନ, ବ୍ରଡଙ୍କ ବ୍ୟତୀତ ଡାୱିଡ ମଲାନ, ସାମ ବିଲିଙ୍ଗ୍ସ, ରୋରି ବର୍ଣ୍ଣସ, ହସିବ ହମିଦ ଓ ଡମ ବେସଙ୍କୁ ମଧ୍ୟ ଇଣ୍ଡିଜ୍‌ ଟୁର୍‌ରେ ସାମିଲ କରାଯାଇନି।

ତେବେ ଜୋ ରୁଟ୍ ପୂର୍ବଭଳି ଅଧିନାୟକ ପଦ ବଜାୟୀ ରଖିଛନ୍ତି। ଦଳରେ ବେନ ଷ୍ଟୋକ୍ସ ଓ ଜନ୍ନି ବେୟାରଷ୍ଟୋଙ୍କ ଭଳି ଖେଳାଳି ଅଛନ୍ତି। ଇଂଲଣ୍ଡ ଓ ଇଣ୍ଡିଜ୍‌ ମଧ୍ୟରେ ୩ଟିକିଆ ଟେଷ୍ଟ ସିରିଜ୍‌ ଖେଳାଯିବ।

ଇଂଲଣ୍ଡ ସ୍କ୍ୱାଡ: ଜୋ ରୁଟ(ଅଧିନାୟକ), ଜନ୍ନି ବେୟାରଷ୍ଟୋ, ଜ୍ୟାକ କ୍ରାଉଲି, ମାଥ୍ୟୁ ଫିସର, ବେନ ଫୋକେସ, ଡାନ ଲାୱରେନ୍ସ, ଜ୍ୟାକ ଲିଚ୍, ଆଲେକ୍ସ ଲିସ, ସକିବ ମହମ୍ମଦ, କ୍ରେଗ ଓଭରଟନ୍‌, ମାଥ୍ୟୁ ପାରକିନସନ, ଓଲି ପପ, ଓଲି ରବିନସନ, ବେନ ଷ୍ଟୋକ୍ସ, କ୍ରିସ ୱକ୍ସ ଓ ମାର୍କ ଉଡ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story