ବିରାଟଙ୍କୁ ନେଇ ଆସିବ ବଡ଼ ଖବର, ବିସିସିଆଇ କରିବ ଆଲୋଚନା

ନୂଆଦିଲ୍ଲୀ: ଟି-୨୦ ଅଧିନାୟକ ପଦ ଛାଡ଼ିଥିବା ବିରାଟ କୋହଲିଙ୍କୁ ନେଇ ପୁଣି ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଟି-୨୦ ଭଳି ବିରାଟ ଦିନିକିଆରେ ବି ଅଧିନାୟକ ପଦ ଛାଡ଼ିପାରନ୍ତି। ଏନେଇ ବିରାଟଙ୍କ ସହ କଥା ହେବ ବିସିସିଆଇ। ଦିନିକିଆ କ୍ୟାପ୍ଟେନଶିପକୁ ନେଇ ବିରାଟଙ୍କ ଭବିଷ୍ୟତ ଯୋଜନା କ’ଣ ରହିଛି, ସେକଥା ବିସିସିଆଇ ଜାଣିବାକୁ ଚାହୁଁଛି। ତେଣୁ ଖୁବଶୀଘ୍ର ବରିଷ୍ଠ ଅଧିକାରୀମାନେ ତାଙ୍କ ସହ କଥା ହେବେ ବୋଲି ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସୀମିତ […]

Virat

Virat

Hemant Lenka
  • Published: Thursday, 11 November 2021
  • Updated: 11 November 2021, 08:16 PM IST

Sports

Latest News

ନୂଆଦିଲ୍ଲୀ: ଟି-୨୦ ଅଧିନାୟକ ପଦ ଛାଡ଼ିଥିବା ବିରାଟ କୋହଲିଙ୍କୁ ନେଇ ପୁଣି ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଟି-୨୦ ଭଳି ବିରାଟ ଦିନିକିଆରେ ବି ଅଧିନାୟକ ପଦ ଛାଡ଼ିପାରନ୍ତି। ଏନେଇ ବିରାଟଙ୍କ ସହ କଥା ହେବ ବିସିସିଆଇ। ଦିନିକିଆ କ୍ୟାପ୍ଟେନଶିପକୁ ନେଇ ବିରାଟଙ୍କ ଭବିଷ୍ୟତ ଯୋଜନା କ’ଣ ରହିଛି, ସେକଥା ବିସିସିଆଇ ଜାଣିବାକୁ ଚାହୁଁଛି। ତେଣୁ ଖୁବଶୀଘ୍ର ବରିଷ୍ଠ ଅଧିକାରୀମାନେ ତାଙ୍କ ସହ କଥା ହେବେ ବୋଲି ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ସୀମିତ ଓଭର କ୍ରିକେଟରେ ବିରାଟଙ୍କ ଉପରେ ରହିଥିବା କ୍ୟାପ୍ଟେନଶିପ ଚାପକୁ ବିସିସିଆଇ ହ୍ରାସ କରିବାକୁ ଚାହୁଁଛି। ଏହାଦ୍ୱାରା ସେ ନିଜର ବ୍ୟାଟିଂ ଉପରେ ଅଧିକ ଫୋକସ କରିପାରିବେ ଓ ନିଜର ଜଲୱା ଦେଖାଇ ପାରିବେ। ତେଣୁ ବିରାଟଙ୍କୁ କେବଳ ଟେଷ୍ଟ ଟିମ୍‌ର ଅଧିନାୟକ ଭାବେ ଦାୟିତ୍ୱ ଦେବାକୁ ବିସିସିଆଇ ଚାହୁଁଛି ବୋଲି ଏହି ସୂତ୍ରରେ କୁହାଯାଇଛି।

୨୦୨୨ ମସିହା ଜାନୁଆରୀ ୧୧ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ତେଣୁ ଏହା ପୂର୍ବରୁ ବିସିସିଆଇ ବିରାଟଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଲକ୍ଷ୍ୟ ରଖିଛି। ଯାହା ଖବର ମିଳିଛି ଟି-୨୦ ଭଳି ୫୦ ଓଭର୍‌ ମ୍ୟାଚ୍‌ରେ ମଧ୍ୟ ରୋହିତ ଶର୍ମା ଅଧିନାୟକ ହେବେ।

କେଏଲ ରାହୁଲ ତାଙ୍କ ଡେପୁଟି ଭାବେ କାମ କରିବେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଟିମ ଇଣ୍ଡିଆ ରୋହିତଙ୍କ କ୍ୟାପ୍ଟେନଶିପରେ ଖେଳିବେ। ରାହୁଲ ତାଙ୍କର ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି। ଦିନିକିଆରେ ମଧ୍ୟ ଏହି ଯୋଡ଼ିକୁ ନିଯୁକ୍ତି ଦେବାକୁ ବିସିସିଆଇ ଚାହୁଁଛି। ହେଲେ ସବୁ କିଛି ବିରାଟଙ୍କ ଉପରେ ନିର୍ଭର କରିବ। ବିରାଟ ଯଦି ଦିନିକିଆ ଅଧିନାୟକ ପଦ ଛାଡ଼ିବେ, ତା’ହେଲେ ରୋହିତଙ୍କ ହାତରେ କମାଣ ଦିଆଯିବ।

ଅନ୍ୟପକ୍ଷରେ ୧୭ ତାରିଖରୁ ଆରମ୍ଭ ହେଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ବିରାଟ ଖେଳିବେ ନାହିଁ। ସେହିପରି ନଭେମ୍ବର ୨୫ରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ବି ବିରାଟ ବିଶ୍ରାମ ନେଇଛନ୍ତି। ଫଳରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଅଜିଙ୍କ୍ୟ ରାହଣେଙ୍କ ନେତୃତ୍ୱରେ ଖେଳିବ। ପ୍ରଥମ ଟେଷ୍ଟ ପରେ ବିରାଟ ଦଳକୁ ଫେରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story