ବେଙ୍ଗାଲୁରୁରେ ହେବ ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟ

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର। ପୁଣିଥରେ ପିଙ୍କ ବଲ୍‌ରେ ଭାରତରେ ଅନୁଷ୍ଠିତ ହେବ ଦିବାରାତ୍ର ଟେଷ୍ଟ। ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିବାରାତ୍ର ଟେଷ୍ଟ। ଆଜି ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଦିଆଯାଇଛି ସୂଚନା। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଟି-୨୦ ଓ ଟେଷ୍ଟ ସିରିଜ୍ ଖେଳିବ। ଏଥିପାଇଁ ବିସିସିଆଇ ପକ୍ଷରୁ ସଂଶୋଧିତ ଭେନ୍ୟୁ ତାଲିକା ଜାରି କରାଯାଇଛି। ଏହି ତାଲିକା ଅନୁଯାୟୀ, ୩ ଟିକିଆ ଟି-୨୦ ସିରିଜ୍‌ ପରେ ୨ […]

Test

Test

Hemant Lenka
  • Published: Tuesday, 15 February 2022
  • Updated: 15 February 2022, 07:03 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର। ପୁଣିଥରେ ପିଙ୍କ ବଲ୍‌ରେ ଭାରତରେ ଅନୁଷ୍ଠିତ ହେବ ଦିବାରାତ୍ର ଟେଷ୍ଟ। ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିବାରାତ୍ର ଟେଷ୍ଟ। ଆଜି ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଦିଆଯାଇଛି ସୂଚନା। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଟି-୨୦ ଓ ଟେଷ୍ଟ ସିରିଜ୍ ଖେଳିବ। ଏଥିପାଇଁ ବିସିସିଆଇ ପକ୍ଷରୁ ସଂଶୋଧିତ ଭେନ୍ୟୁ ତାଲିକା ଜାରି କରାଯାଇଛି।

ଏହି ତାଲିକା ଅନୁଯାୟୀ, ୩ ଟିକିଆ ଟି-୨୦ ସିରିଜ୍‌ ପରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ବେଙ୍ଗାଲୁରୁରେ ଦିବରାତ୍ର ଟେଷ୍ଟ ୧୨ ମାର୍ଚ୍ଚରୁ ୧୬ ମାର୍ଚ୍ଚ ଯାଏ ଚାଲିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ବିସିସିଆଇ କହିଛି ଯେ ମୋଟ ୪ଟି ସ୍ଥାନରେ ୩ ଟି-୨୦ ଓ ୨ଟି ଯାକ ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍ ଫେବୃଆରୀ ୨୪ରେ ଲକ୍ଷ୍ନୌରେ ଖେଳାଯିବ। ଏହାପରେ ୨୬ ଓ ୨୭ ଫେବୃଆରୀରେ ଦୁଇ ଦେଶ ମଧ୍ୟରେ ଦୁଇଟି ଯାକ ଟି-୨୦ ମ୍ୟାଚ୍ ଧର୍ମଶାଳାରେ ଅନୁଷ୍ଠିତ ହେବ।

ଟି-୨୦ ସିରିଜ୍‌ ପରେ ମାର୍ଚ୍ଚ ୪ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମୋହାଲିରେ ଓ ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ବେଙ୍ଗାଲୁରୁ ଟେଷ୍ଟ ଦିବାରାତ୍ର ବିଶିଷ୍ଟ ହେବ। ଭାରତ ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବାକୁ ଯାଉଛି। ୨୦୧୯ରେ ଭାରତ ପ୍ରଥମଥର ପାଇଁ  ବାଂଲାଦେଶ ବିପକ୍ଷରେ ଓ ୨୦୨୧ରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦିବରାତ୍ର ଟେଷ୍ଟ ଖେଳିଥିଲା। ଏବେ ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପିଙ୍କ ବଲ ଟେଷ୍ଟ ଅନୁଷ୍ଠିତ ହେବ।

ପ୍ରାଥମିକ ଅବସ୍ଥାରେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ରୁ ତା’ର ଭାରତ ଗସ୍ତ ଆରମ୍ଭ କରିବାର ଥିଲା। ଫେବୃଆରୀ ୨୫ରେ ମୋହାଲିରେ ପ୍ରଥମ ଟେଷ୍ଟ ଓ ମାର୍ଚ୍ଚ ୫ରୁ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା ଏବେ ଅଷ୍ଟ୍ରେଲିଆ ସହ ଟି-୨୦ ସିରିଜ ଖେଳୁଛି। କରୋନା ପାଇଁ ଖେଳାଳି ପାଇଁ ବାୟୋ ବବଲ୍ସରେ ଅଛନ୍ତି। ତେଣୁ ଭ୍ରମଣକାରୀ ଟିମ୍‌ ବବଲ୍ସରେ ରହିଥିବା ଖେଳାଳିଙ୍କୁ ଟି-୨୦ ସିରିଜ୍‌ ଖେଳିବାକୁ ଭାରତ ପଠାଇବ। ଏହି କାରଣ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପ୍ରଥମେ ଟି-୨୦ ଓ ପରେ ଟେଷ୍ଟ ସିରିଜ୍‌ ଆୟୋଜନ କରିବାକୁ ଅନୁରୋଧ କରିଥିଲା। ଏହାକୁ ବିସିସିଆଇ ଗ୍ରହଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story