ବିଶ୍ୱକପରେ ବୁମ୍ରା ଓ ଜାଡେଜାଙ୍କ ଅନୁପସ୍ଥିତ ‘ନୂଆ ଚାମ୍ପିୟନ’ ଖୋଜିବାରେ କରିବ ସହାୟତା

ଚେନ୍ନାଇ: ଟି-୨୦ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ଗୁରୁଠାରୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ମୁମ୍ବାଇରୁ ବାହାରିଥିବା ୧୪ ଜଣିଆ ସ୍କ୍ୱାଡ ପର୍ଥରେ ପହଞ୍ଚିବା ପରେ କିଛି ଦିନ ବିଶ୍ରାମ ନେବ। ଏହାରେ ଅଗଷ୍ଟ ୧୬ ଓ ୧୭ରେ ଦଳ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ଶେଷରେ ୨୩ ତାରିଖରେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ତେବେ ଟି-୨୦ ବିଶ୍ୱକପରେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜାଙ୍କୁ […]

jadeja

jadeja

Hemant Lenka
  • Published: Friday, 07 October 2022
  • Updated: 07 October 2022, 04:09 PM IST

Sports

Latest News

ଚେନ୍ନାଇ: ଟି-୨୦ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ଗୁରୁଠାରୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ମୁମ୍ବାଇରୁ ବାହାରିଥିବା ୧୪ ଜଣିଆ ସ୍କ୍ୱାଡ ପର୍ଥରେ ପହଞ୍ଚିବା ପରେ କିଛି ଦିନ ବିଶ୍ରାମ ନେବ। ଏହାରେ ଅଗଷ୍ଟ ୧୬ ଓ ୧୭ରେ ଦଳ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ଶେଷରେ ୨୩ ତାରିଖରେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ।

ତେବେ ଟି-୨୦ ବିଶ୍ୱକପରେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜାଙ୍କୁ ଦେଖିବାକୁ ମିଳିବନି। ଏମାନେ ଟିମର ପ୍ରମୁଖ ସଦସ୍ୟ ହୋଇଥିଲେ ମଧ୍ୟ ଆହତ ସମସ୍ୟା ସବୁ କିଛି ବିଗାଡ଼ି ଦେଇଛି। ଏମାନଙ୍କ ଅଭାବ ଟିମ ଇଣ୍ଡିଆ ବିଶ୍ୱକପରେ ଅନୁଭବ କରିବ ସତ, ହେଲେ ଏହାର ଫାଇଦା ମଧ୍ୟ ଦଳକୁ ପରବର୍ତ୍ତୀ ଅବସ୍ଥାରେ ମିଳିବ।

କାରଣ ବୁମ୍ରା ଓ ଜାଡେଜାଙ୍କ ଅନୁପସ୍ଥିତି ଭାରତକୁ ନୂଆ ମ୍ୟାଚ୍‌ ୱିନର ବା ଚାମ୍ପିୟନଙ୍କୁ ଖୋଜିବାରେ ସହାୟତା କରିବ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ କିଏ ନିଜର ଦକ୍ଷତାକୁ କେମିତି ବଡ଼ ପ୍ଲାଟଫର୍ମରେ ପ୍ରଦର୍ଶନ କରୁଛି, ସେକଥା ଏପରି ସ୍ଥିତିରୁ ଠିକ୍‌ ଭାବେ ମପା ଯାଇ ପାରିବ।

ଏକଥାରେ ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଏକମତ ହୋଇଛନ୍ତି। ସେ କହିଛନ୍ତି, ବୁମ୍ରା ଓ ଜାଡେଜାଙ୍କ ଅଭାବ ଟିମ ଅନୁଭବ କରିବ। ହେଲେ ନୂଆ ଚାମ୍ପିୟନ ଖୋଜିବାରେ ସେମାନଙ୍କ ଅନୁପସ୍ଥିତି ଟିମ୍‌ ମ୍ୟାନେଜମେଣ୍ଟକୁ ସହାୟତା କରିବ।

[caption id="" align="aligncenter" width="1040"]Bumrah and Jadeja's absence opens opportunity to unearth new champions, says Shastri ବିଶ୍ୱକପ ଟିମ[/caption]

ଜାଡେଜା ଆଣ୍ଠୁ ଜନିତ ସମସ୍ୟା ଓ ବୁମ୍ରା ବ୍ୟାକ ଇଞ୍ଜୁରୀ ଯୋଗୁ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛନ୍ତି। ବିଶ୍ୱକପ ଭଳି ବଡ଼ ଇଭେଣ୍ଟରୁ ଦୁଇ ପ୍ରମୁଖ ଖେଳାଳି ବାଦ ପଡ଼ିବା ଟିମ୍‌ ଇଣ୍ଡିଆ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। ଜାଡେଜାଙ୍କ ବଦଳରେ ଅକ୍ଷର ପଟେଲ ଟିମ୍‌ରେ ସାମିଲ ହୋଇଛନ୍ତି। କିନ୍ତୁ ବୁମ୍ରାଙ୍କ ବଦଳ ଖେଳାଳି ଭାବେ କାହାକୁ ନିଆଯିବ, ତା’କୁ ନେଇ ସସପେନ୍ସ ଜାରି ରହିଛି।

ବଦଳ ଖେଳାଳି ତାଲିକାରେ ମହମ୍ମଦ ଶାମି ସବୁଠାରୁ ଆଗରେ ରହିଛନ୍ତି। କିନ୍ତୁ ଚଳିତ ବର୍ଷ ସେ ଭାରତ ପାଇଁ ଗୋଟିଏ ହେଲେ ବି ଟି-୨୦ ଖେଳି ନାହାନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଶାମି କରୋନାରେ ଆକ୍ରାନ୍ତ ହୋଇଥିଲେ। ତେଣୁ ସେ ବିଶ୍ୱକପ ବେଳକୁ କେତେ ଫିଟ ଥିବେ, ତା’ହା ମଧ୍ୟ ବଡ଼ ପ୍ରଶ୍ନ। ଶାମିଙ୍କ ଭଳି ତାଲିକାରେ ଦୀପକ ଚହର ମଧ୍ୟ ରହିଛନ୍ତି। ଆସନ୍ତା ସପ୍ତାହରେ ବିସିସିଆଇ ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି।

ଏହାକୁ ଦୃଷ୍ଟିରେ ରବି ଶାସ୍ତ୍ରୀ କହିଛନ୍ତି, ବୁମ୍ରା ବିଶ୍ୱକପ ନ ଖେଳିବା ଓ ଜାଡେଜା ବାଦ ପଡ଼ିବା ନିଶ୍ଚିତ ଭାବେ ଟିମକୁ ପ୍ରଭାବିତ କରିବ। ହେଲେ ସେମାନଙ୍କ ଅନୁପସ୍ଥିତି ନୂଆ ଚାମ୍ପିୟନଙ୍କୁ ଖୋଜି ବାହାର କରିବାର ସୁଯୋଗ ସୃଷ୍ଟି କରିଛି। ବୁମ୍ରାଙ୍କ ଇଞ୍ଜୁରୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ତ୍ତମାନ ଅଧିକ ସଂଖ୍ୟାରେ କ୍ରିକେଟ ଖେଳିବାକୁ ପଡ଼ିଛି।

ତେଣୁ ଅନେକ କ୍ରିକେଟର ଆହତ ହେଉଛନ୍ତି। ସେ ଆହତ ହୋଇଛନ୍ତି ସତ, ହେଲେ ଆଉ କାହା ପାଇଁ ତାଙ୍କ ଆହତ ସମସ୍ୟା ସୁଯୋଗ ସୃଷ୍ଟି କରିଛି। ଆହତ ସମସ୍ୟା ପାଇଁ କେହି କିଛି ବି କରିପାରିବେ ନାହିଁ। ଏହା କାହା ହାତରେ ନାହିଁ। ଶାମିଙ୍କୁ ନେଇ ମଧ୍ୟ ସସପେନ୍ସ ଜାରି ରହିଛି।

ସେ କ’ଣ ବୁମ୍ରାଙ୍କ ସ୍ଥାନ ନେଇ ପାରିବେ ବୋଲି ପ୍ରଶ୍ନ କରାଯାଉଛି। କିନ୍ତୁ ଭେଟରାନ ଦ୍ରୁତ ବୋଲର ଶାମି ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିପାରିବେ। ଏହା ଟିମକୁ ନିଶ୍ଚିତ ପାଇଦା ଦେବ ବୋଲି ଶାସ୍ତ୍ରୀ ଆଶା କରିଛନ୍ତି।

Twenty20 World Cup | Bumrah and Jadeja's absence opens opportunity to unearth new champions, says Shastri - SattaKing
ସେ ଆହୁରି କହିଛନ୍ତି, “ଶାମିଙ୍କ କଥା ବିଚାରକୁ ନେଇ ଅଷ୍ଟ୍ରେଲିଆରେ ତାଙ୍କର ଅଭିଜ୍ଞତା କାମରେ ଆସିବ। ଭାରତ ପ୍ରାୟ ୬ ବର୍ଷ ହେଲା ଅଧିକାଂଶ କ୍ରିକେଟ ଅଷ୍ଟ୍ରେଲିଆରେ ଖେଳିଛି। ଶାମି ଏହି ଭାରତୀୟ ଟିମ୍‌ ସହ ଜଡ଼ିତ ଥିଲେ। ତେଣୁ ଖେଳାଳି ଚୟନ ବେଳେ ଅଷ୍ଟ୍ରେଲିଆରେ ଥିବା ଅଭିଜ୍ଞତାକୁ ମଧ୍ୟ ବିଚାରକୁ ନିଆଯାଏ।”

ଭାରତ ଏକାଧିକ ଆହତ ସମସ୍ୟା ଦେଇ ଗତି କରୁଥିଲେ ବି ଦଳ ବିଶ୍ୱକପରେ ବଡ଼ବଡ଼ ଟିମକୁ ଚକମା ଦେବାକୁ ସକ୍ଷମ ବୋଲି ୬୦ ବର୍ଷୀୟ ଶାସ୍ତ୍ରୀ ମତ ରଖିଛନ୍ତି। ସେ କହିଛନ୍ତି, “ମୁଁ ଭାବୁଛି ଆମ ପାଖରେ ଅନେକ ଦକ୍ଷ ଖେଳାଳି ରହିଛନ୍ତି। ଆମ ପାଖରେ ଗୋଟିଏ ଭଲ ଟିମ ରହିଛି। ଯଦି ଆପଣ ସେମି ଫାଇନାଲରେ ପ୍ରବେଶ କରି ଯାଉଛନ୍ତି, ତା’ହେଲେ ଟ୍ରଫି କାହାର ବି ହୋଇପାରେ। ତେଣୁ ଆରମ୍ଭ ଭଲ କରିବାକୁ ପଡ଼ିବ। ପ୍ରଥମେ ସେମି ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେବ। ଏହାପରେ ଆମ ପାଖରେ ଯେଉଁ ଦକ୍ଷତା ରହିଛି, ଆମେ ବିଶ୍ୱକପ ମଧ୍ୟ ଜିତିପାରିବା।”

T20 World Cup: Bumrah and Jadeja's absence opens opportunity to unearth new champions, says Shastri

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story