ଦିନକରେ ଦୁଇ ଭାରତୀୟ କ୍ରିକେଟରଙ୍କ ପଲିଟିକାଲ୍ ଏଣ୍ଟ୍ରୀ

ନୂଆଦିଲ୍ଲୀ: ଗୋଟିଏ ଦିନରେ ଭାରତର ଦୁଇ ପୂର୍ବତନ କ୍ରିକେଟର ରାଜନୀତିରେ ଏଣ୍ଟ୍ରୀ ମାରିଛନ୍ତି। ଏହି ଦୁଇ କ୍ରିକେଟର ହେଲେ ମନୋଜ ତିୱାରୀ ଓ ଅଶୋକ ଦିଣ୍ଡା। ଦୁହେଁ ବେଙ୍ଗଲର ଚର୍ଚ୍ଚିତ କ୍ରିକେଟର। ତେବେ ଆଜି ପ୍ରଥମେ ମନୋଜ ତିୱାରୀ ରାଜନୀତିରେ ପାଦ ଥାପିଥିବା ବେଳେ ପରେ ଦିଣ୍ଡା ମଧ୍ୟ ଏହି ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ବୁଧବାର କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପସ୍ଥିତିରେ ଦିଣ୍ଡା ବିଜେପିରେ ସାମିଲ୍ ହୋଇଛନ୍ତି। ଦିଣ୍ଡା ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା […]

ashok-dinda-and-manoj-tiwari

ashok-dinda-and-manoj-tiwari

Ranjit Kumar Jena
  • Published: Wednesday, 24 February 2021
  • Updated: 24 February 2021, 09:32 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ଦିନରେ ଭାରତର ଦୁଇ ପୂର୍ବତନ କ୍ରିକେଟର ରାଜନୀତିରେ ଏଣ୍ଟ୍ରୀ ମାରିଛନ୍ତି। ଏହି ଦୁଇ କ୍ରିକେଟର ହେଲେ ମନୋଜ ତିୱାରୀ ଓ ଅଶୋକ ଦିଣ୍ଡା। ଦୁହେଁ ବେଙ୍ଗଲର ଚର୍ଚ୍ଚିତ କ୍ରିକେଟର। ତେବେ ଆଜି ପ୍ରଥମେ ମନୋଜ ତିୱାରୀ ରାଜନୀତିରେ ପାଦ ଥାପିଥିବା ବେଳେ ପରେ ଦିଣ୍ଡା ମଧ୍ୟ ଏହି ନୂଆ ଇନିଂସ୍ ଆରମ୍ଭ କରିଛନ୍ତି।

ବୁଧବାର କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପସ୍ଥିତିରେ ଦିଣ୍ଡା ବିଜେପିରେ ସାମିଲ୍ ହୋଇଛନ୍ତି। ଦିଣ୍ଡା ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଏହା ପୂର୍ବରୁ ଆଜି ମନୋଜ ତିୱାରୀ କ୍ଷମତାସୀନ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି)ରେ ସାମିଲ୍ ହେବା ନେଇ ଘୋଷଣା କରିଥିଲେ।

୩୬ ବର୍ଷୀୟ ପେସ୍ ବୋଲର ଦିଣ୍ଡା ଭାରତ ପକ୍ଷରୁ ୧୩ ଦିନିକିଆ ଓ ୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଦିଣ୍ଡା ୨୦୦୯ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଦିଣ୍ଡା ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ୟାରିୟରର ଶୁଭାରମ୍ଭ କରିଥିଲେ। ଏହା ପରେ ସେ ୨୦୧୦ରେ ଜିମ୍ବାୱେ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ।

ଦିଣ୍ଡା ଭାରତ ପକ୍ଷରୁ ଦିନିକିଆରେ ୧୨ ଓ ଟି-୨୦ରେ ୧୭ ୱିକେଟ୍ ନେଇଛନ୍ତି। ତେବେ ୨୦୧୩ ପରେ ସେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଶେଷ ହୋଇଥିଲେ ହେଁ ସେ ଗତ ୭ ବର୍ଷ ଧରି ପ୍ରଥମଶ୍ରେଣୀ କ୍ରିକେଟରେ ନିଜର ଜଲୱା ଦେଖାଇଛନ୍ତି। ଦିଣ୍ଡା ପ୍ରଥମ ଶ୍ରେଣୀ କ୍ରିକେଟରେ ୪୨୦ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ଲିଷ୍ଟ-ଏ ଓ ଟି-୨୦ରେ ୧୫୧ ଲେଖାଏ ୱିକେଟ୍ ରହିଛି।

ସେହିପରି ମନୋଜ ତିୱାରୀ ଭାରତ ପକ୍ଷରୁ ୧୨ ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ଜାତୀୟ ଦଳରେ ତାଙ୍କର ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନଥିଲା। ସେ ଦିନିକିଆରେ ୨୮୭ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି। ସେହିପରି ଟି-୨୦ରେ ସେ ମାତ୍ର ୧୫ ରନ୍ କରିଛନ୍ତି। ଦିନିକିଆରେ ତିୱାରୀଙ୍କ ନାଁରେ ୫ଟି ୱିକେଟ୍ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story