ଧୋନି, ସେହୱାଗ ଓ ତେନ୍ଦୁଲକର ହେବେ କି ଚୟନକର୍ତ୍ତା? ସିଭିକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ଟିମର ଚୟନ ପାଇଁ ଗଠନ ହେବାକୁ ଥିବା କମିଟିରେ ସାମିଲ ହେବେ କି ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବୀରେନ୍ଦ୍ର ସେହୱାଗ? କାରଣ ଜାତୀୟ ଚୟନ କମିଟି ପାଇଁ ବିସିସିଆଇ ଦରଖାସ୍ତ ଆହ୍ୱାନ କରିଥିବା ବେଳେ ଏହି ୩ କିମ୍ବଦନ୍ତୀ କ୍ରିକେଟରଙ୍କ ସିଭି ବିସିସିଆଇକୁ ମିଳିଛି। କ’ଣ ଏମାନେ ଜାତୀୟ ଚୟନ କମିଟିରେ ସାମିଲ ହେବାକୁ ଚାହୁଁଛନ୍ତି କି? ଏହାକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପ୍ରକୃତରେ କେଉଁମାନେ ଜାତୀୟ […]

Dhoni

Dhoni

Hemant Lenka
  • Published: Friday, 23 December 2022
  • Updated: 23 December 2022, 11:30 AM IST

Sports

Latest News

ମୁମ୍ବାଇ: ଭାରତୀୟ ଟିମର ଚୟନ ପାଇଁ ଗଠନ ହେବାକୁ ଥିବା କମିଟିରେ ସାମିଲ ହେବେ କି ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବୀରେନ୍ଦ୍ର ସେହୱାଗ? କାରଣ ଜାତୀୟ ଚୟନ କମିଟି ପାଇଁ ବିସିସିଆଇ ଦରଖାସ୍ତ ଆହ୍ୱାନ କରିଥିବା ବେଳେ ଏହି ୩ କିମ୍ବଦନ୍ତୀ କ୍ରିକେଟରଙ୍କ ସିଭି ବିସିସିଆଇକୁ ମିଳିଛି। କ’ଣ ଏମାନେ ଜାତୀୟ ଚୟନ କମିଟିରେ ସାମିଲ ହେବାକୁ ଚାହୁଁଛନ୍ତି କି? ଏହାକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ପ୍ରକୃତରେ କେଉଁମାନେ ଜାତୀୟ କମିଟି ପଦ ପାଇଁ ଆବେଦନ କରିଛନ୍ତି ସେକଥା ଜାଣିବା ସକାଶେ ବିସିସିଆଇ ଅଧିକାରୀ ଇ-ମେଲ ଖୋଲିଥିଲେ। ଏହାକୁ ଖୋଲିବା କ୍ଷଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଜାତୀୟ କମିଟିରେ ସାମିଲ ହେବା ପାଇଁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବୀରେନ୍ଦ୍ର ସେହୱାଗଙ୍କ ସିଭି ବିସିସିଆଇ ପାଖକୁ ଆସିଛି।

ଖାଲି ସେତିକି ନୁହେଁ, ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ୍‌ ମଧ୍ୟ ଭାରତୀୟ ଟିମର ଚୟନକର୍ତ୍ତା ହେବାକୁ ଆବେଦନ କରିଛନ୍ତି। ଏକଥା ଶୁଣି ଆପଣମାନେ ମଧ୍ୟ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ବିସିସିଆଇ ବି ପ୍ରଥମେ ଏପରି ଦ୍ୱନ୍ଦ୍ୱରେ ପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଜଣାପଡ଼ିଛି ଯେ ବିସିସିଆଇକୁ କେବଳ ହଇରାଣ କରିବା ପାଇଁ ଏପରି ଯୋଜନା କରାଯାଇଛି।

ସଚିନ, ଧୋନି, ସେହୱାଗ ଓ ଇଞ୍ଜିମାମଙ୍କ ନାଁରେ ଆସିଥିବା ସିଭିଗୁଡ଼ିକୁ କେହି ସ୍ପାମ ଇ-ମେଲ ଆଇଡିରୁ ବିସିସିଆଇକୁ ପଠାଇଛି। ବିସିସିଆଇ ୫ ଜଣିଆ ଜାତୀୟ ଚୟନ କମିଟି ପାଇଁ ୬୦୦ରୁ ଅଧିକ ଆବେଦନପତ୍ର ପାଇଛି। ଏହା ମଧ୍ୟରେ ସଚିନ, ଧୋନି, ସେହୱାଗ ଓ ଇଞ୍ଜିମାମମଙ୍କ ନାଁରେ ଫେକ ଆଇଡ୍‌ରୁ ଆସିଥିବା ଇ-ମେଲ ମଧ୍ୟ ରହିଛି। ଏହାକୁ ଅଣଦେଖା କରି ଏବେ ବିସିସିଆଇ ଚୟନ କମିଟି ପଦ ପୂରଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, କ୍ରିକେଟ ପରାମର୍ଶଦାତା କମିଟି ବିସିସିଆଇ ପାଖକୁ ଆସିଥିବା ୬୦୦ ଆବେଦନ ମଧ୍ୟରୁ ୧୦ ଜଣଙ୍କ ନାଁ ବାଛିବ। ଏହାପରେ ୫ ଜଣଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତି ମିଳିବ। ଖୁବଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story