ମୁମ୍ବାଇ ବିପକ୍ଷରେ ଟସ୍‌ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ୨୦୨୧ ସଂସ୍କରଣରେ ମୁମ୍ବାଇ ଲିଗ୍‌ ପର୍ଯ୍ୟାୟରୁ ବିଦା ହୋଇଥିଲା। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ-ଅଫ ଖେଳିଥିଲା। ଚଳିତ ବର୍ଷ ନୂଆ କମ୍ବିନେସନର ସହ ଦୁଇ ଦଳ ଆଜି ମୈଦାନକୁ ଓହ୍ଲାଇଛନ୍ତି। ତେଣୁ ରୋହିତ ଶର୍ମାଙ୍କ ମୁମ୍ବାଇକୁ ଦିଲ୍ଲୀ କେମିତି ଚେକମେଟ୍‌ […]

IPL

IPL

Hemant Lenka
  • Published: Sunday, 27 March 2022
  • Updated: 27 March 2022, 03:18 PM IST

Sports

Latest News

ମୁମ୍ବାଇ: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ୨୦୨୧ ସଂସ୍କରଣରେ ମୁମ୍ବାଇ ଲିଗ୍‌ ପର୍ଯ୍ୟାୟରୁ ବିଦା ହୋଇଥିଲା। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ-ଅଫ ଖେଳିଥିଲା। ଚଳିତ ବର୍ଷ ନୂଆ କମ୍ବିନେସନର ସହ ଦୁଇ ଦଳ ଆଜି ମୈଦାନକୁ ଓହ୍ଲାଇଛନ୍ତି। ତେଣୁ ରୋହିତ ଶର୍ମାଙ୍କ ମୁମ୍ବାଇକୁ ଦିଲ୍ଲୀ କେମିତି ଚେକମେଟ୍‌ ଦେଉଛି, ତା’ ଉପରେ ସମସ୍ତଙ୍କ ନଜର।

ମୁମ୍ବାଇ ଇଣ୍ଡିଆନ୍ସ ନିଲାମ ବେଳେ ଜୋଫ୍ରା ଆର୍ଚରଙ୍କୁ କିଣିଥିଲେ ମଧ୍ୟ ସେ ଏଯାଏ ଟିମ୍‌ ସହ ଯୋଗ ଦେଇନାହାନ୍ତି। ମୁମ୍ବାଇ ପକ୍ଷରୁ ଆଜି ଟିମ ଡାଭିଡ, ତିଲକ ବର୍ମା, ଟାୟମଲ ମିଲ୍ସ, ରିଲେ ମେରେଡିଥ, ମୁରଗାନ ଅଶ୍ୱିନ, ଡାନିଏଲ ସାମ୍ସ, ଅନମୋଲପ୍ରୀତ ସିଂହ ଓ ବିଶାଲ ଥାମ୍ପି ପ୍ରଥମଥର ପାଇଁ ଖେଳିବାକୁ ଯାଉଛନ୍ତି। ଏହାବାଦ ଦଳରେ ଈଶାନ କିଶନ, ରୋହିତ ଶର୍ମା, କାଏରନ ପୋଲାର୍ଡ ଓ ଯଶପ୍ରୀତ ବୁମ୍ରା ପୁରୁଣା ଖେଳାଳି ଭାବେ ରହିଛନ୍ତି। ଆହତ କାରଣରୁ ସୂର୍ଯ୍ୟ କୁମାର ଯାଦ ପ୍ରଥମ ମ୍ୟାଚ୍ ଖେଳୁ ନାହାନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ଟିମ୍‌ରେ ମାତ୍ର ଦୁଇ ଜଣ ବିଦେଶ ଖେଳାଳି ଟିମ ସେଇଫର୍ଟ ଓ ରୋଭମାନ ପାୱେଲ ରହିଛନ୍ତି। ବାକି ୯ ଜଣ ହେଉଛନ୍ତି ଭାରତୀୟ ଖେଳାଳି।  ଟିମରେ ପୃଥ୍ୱୀ ଶ’,ମନଦୀପ ସିଂହ, ଋଷଭ ପନ୍ତ, ଲଳିତ ଯାଦବ, ଅକ୍ଷର ପଟେଲ, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ଖଲୀଲ ଅହମଦ ଓ କମଲେଶ ନାଗରକୋଟି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story