ଭାରତ ବିପକ୍ଷ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ

ଲଣ୍ଡନ: ଅଗଷ୍ଟ ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ୧୭ ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଜୋ ରୁଟ୍ ଟିମର କ୍ୟାପଟେନ୍ ପଦ ବଜାୟ ରଖିଛନ୍ତି। ଟିମକୁ ଅଭିଜ୍ଞ ଖେଳାଳି ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର, ଜନ୍ନି ବେୟାରଷ୍ଟୋ ଓ ସାମ୍ କୁରାନ୍ କମବ୍ୟାକ୍ କରିଛନ୍ତି। ଏହି ଚାରି ଖେଳାଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ […]

england-sqaud

england-sqaud

Ranjit Kumar Jena
  • Published: Wednesday, 21 July 2021
  • Updated: 21 July 2021, 07:01 PM IST

Sports

Latest News

ଲଣ୍ଡନ: ଅଗଷ୍ଟ ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ୧୭ ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଜୋ ରୁଟ୍ ଟିମର କ୍ୟାପଟେନ୍ ପଦ ବଜାୟ ରଖିଛନ୍ତି। ଟିମକୁ ଅଭିଜ୍ଞ ଖେଳାଳି ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର, ଜନ୍ନି ବେୟାରଷ୍ଟୋ ଓ ସାମ୍ କୁରାନ୍ କମବ୍ୟାକ୍ କରିଛନ୍ତି। ଏହି ଚାରି ଖେଳାଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିନଥିଲେ।

ତେବେ ସ୍କ୍ୱାଡରେ ହସୀବ ହମୀଦ୍ ଓ ଓଲି ରବିନସନଙ୍କୁ ସାମିଲ୍ କରାଯାଇଛି। ହସୀବ ଇଂଲଣ୍ଡ ପକ୍ଷରୁ ୩ଟି ଟେଷ୍ଟ ଖେଳିଛନ୍ତି। ୨୦୧୬ରେ ଭାରତ ଗସ୍ତରେ ହସୀବ ଟେଷ୍ଟ ଡେବ୍ୟୁ କରିଥିଲେ। କିନ୍ତୁ ଏହା ପରେ ତାଙ୍କୁ ଆଉ ସୁଯୋଗ ମିଳିନଥିଲା।

https://twitter.com/englandcricket/status/1417816302467563520?s=20

ଟିମର ଷ୍ଟାର୍ ବୋଲର ଜୋଫ୍ରା ଆର୍ଚର ଏବେବି ଆହତ ସମସ୍ୟାରୁ ମୁକୁଳି ପାରିନାହାନ୍ତି। ଆର୍ଚରଙ୍କ ସହ କ୍ରିସ୍ ଓକ୍ସ ମଧ୍ୟ ଅନଫିଟ୍ ଯୋଗୁ ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି। ଏହି ଦୁହିଁଙ୍କୁ ଛାଡ଼ି ଦେଲେ ଟିମ୍ ତା'ର ପୂର୍ଣ୍ଣ ସାମର୍ଥ୍ୟ ସହ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବାକୁ ଓହ୍ଲାଇବ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଅଗଷ୍ଟ ୪ ତାରିଖରୁ ନଟ୍ଟିଂହାମ୍‌, ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୧୨ରୁ ଲର୍ଡ୍ସ, ତୃତୀୟ ଟେଷ୍ଟ ଅଗଷ୍ଟ ୨୫ରୁ ଲିଡ୍ସ, ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର ୨ରୁ ଲଣ୍ଡନର ଦି ଓଭାଲ୍ ଏବଂ ପଞ୍ଚମ ଓ ଶେଷ ଟେଷ୍ଟ ସେପ୍ଟେମ୍ବର ୧୦ ତାରିଖରୁ ମାଞ୍ଚେଷ୍ଟରରେ ହେବ।

ଇଂଲଣ୍ଡ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ୍), ଜେମ୍ସ ଆଣ୍ଡରସନ୍, ଜନ୍ନି ବେୟାରଷ୍ଟୋ, ଡମ୍ ବେସ୍, ଷ୍ଟୁଆର୍ଟ ବ୍ରଡ୍, ରୋରୀ ବର୍ନସ୍, ଜୋସ୍ ବଟଲର୍, ଜ୍ୟାକ୍ କ୍ରଲୀ, ସାମ୍ କୁରାନ୍, ହସୀବ ହମୀଦ୍, ଡାନ୍ ଲରେନ୍ସ, ଜ୍ୟାକ୍ ଲିଚ୍, ଓଲି ପୋପ୍, ଓଲି ରବିନସନ୍, ଡମ୍ ସିବଲେ, ବେନ୍ ଷ୍ଟୋକ୍ସ, ମାର୍କ ଉଡ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story