ପ୍ରଥମେ ବ୍ୟାଟିଂ କରିବ ଭାରତ, ଶାର୍ଦ୍ଦୁଲ ଓ ଉମେଶ ଇନ୍

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜି ଠାରୁ ଆରମ୍ଭ ହୋଇଛି। ଉକ୍ତ ଟେଷ୍ଟରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଟସ୍ ହାରିଥିବା ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ତୃତୀୟ ଟେଷ୍ଟ ହାରିବା ପରେ ଭାରତୀୟ ଦଳ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ଲିଡ୍ସ ଟେଷ୍ଟରେ ନିରାଶ କରିଥିବା ପେସ୍ ବୋଲର […]

india-vs-england

india-vs-england

Ranjit Kumar Jena
  • Published: Thursday, 02 September 2021
  • Updated: 02 September 2021, 04:25 PM IST

Sports

Latest News

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜି ଠାରୁ ଆରମ୍ଭ ହୋଇଛି। ଉକ୍ତ ଟେଷ୍ଟରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଟସ୍ ହାରିଥିବା ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ତୃତୀୟ ଟେଷ୍ଟ ହାରିବା ପରେ ଭାରତୀୟ ଦଳ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ।

ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ଲିଡ୍ସ ଟେଷ୍ଟରେ ନିରାଶ କରିଥିବା ପେସ୍ ବୋଲର ଈଶାନ୍ତ ଶର୍ମା ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି। ସେହିପରି ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ୍ କରାଯାଇଛି। ଭାରତୀୟ ଦଳର ବ୍ୟାଟିଂ କ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ କୋହଲି ପୁଣିଥରେ ବ୍ୟାଟିଂକ୍ରମ ଉପରେ ଭରସା ଦେଖାଇଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ସ୍କ୍ୱାଡରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି। ଜୋସ୍ ବଟଲର୍ ଓ ସାମ୍ କୁରାନ୍ ବାଦ୍ ପଡ଼ିଥିବା ବେଳେ ଦୁହିଁଙ୍କ ସ୍ଥାନରେ ଓଲି ପୋପ୍ ଓ କ୍ରିସ୍ ଓକ୍ସଙ୍କୁ ସାମିଲ୍ କରାଯାଇଛି। ବଟଲରଙ୍କ ଅନୁପସ୍ଥିତିରେ ଜନ୍ନି ବେୟାରଷ୍ଟୋ ୱିକେଟ୍ କିପିଂ ଦାୟିତ୍ୱ ତୁଲାଇବେ।

ସୂଚନାଯୋଗ୍ୟ, ଲିଡ୍ସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଇନିଂସ୍ ଓ ୭୬ ରନରେ ପରାସ୍ତ ହୋଇଥିଲା। ଉକ୍ତ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ମାତ୍ର ୭୮ ରନ୍ କରି ଅଲଆଉଟ୍ ହୋଇଥିଲା, ଯାହା ଟିମ୍ ପରାଜୟର ମୁଖ୍ୟ କାରଣ ଥିଲା।

https://twitter.com/BCCI/status/1433362590747430913?s=20

ଭାରତ: ଲୋକେଶ ରାହୁଲ୍, ରୋହିତ୍ ଶର୍ମା, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ।

ଇଂଲଣ୍ଡ: ରୋରୀ ବର୍ନସ୍, ହସୀମ ହମୀଦ୍, ଡାୱିଡ୍ ମଲାନ୍, ଜୋ ରୁଟ୍ (କ୍ୟାପଟେନ୍), ଓଲି ପୋପ୍, ଜନ୍ନି ବେୟାରଷ୍ଟୋ (ୱିକେଟ୍ କିପର), ମୋଇନ୍ ଅଲୀ, କ୍ରିସ୍ ଓକ୍ସ, କ୍ରେଗ୍ ଓଭରଟନ୍, ଓଲି ପୋପ୍, ଜେମ୍ସ ଆଣ୍ଡରସନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story