ଟି-୨୦ ବିଶ୍ୱକପ: ଅଭ୍ୟାସ ମ୍ୟାଚ୍‌ରେ ପାକିସ୍ତାନକୁ ମାତ ଦେଲା ଇଂଲଣ୍ଡ

ବ୍ରିସବେନ: ଟି-୨୦ ବିଶ୍ୱକପର ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡର ଏକତରଫା ବିଜୟ। ପାକିସ୍ତାନକୁ ୬ ୱିକେଟରେ ହରାଇଛି ଇଂଲଣ୍ଡ। ନିଜର ପ୍ରଥମ ଅଭ୍ୟାସକୁ ଜିତି ବିଶ୍ୱକପ ପୂର୍ବରୁ ନିଜ ମନୋବଳକୁ ସୁଦୃଢ଼ କରିଛି ଜୋଶ ବଟଲରଙ୍କର ଟିମ ଇଂଲଣ୍ଡ। ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ବିନା ଅଭ୍ୟାସ ମ୍ୟାଚ୍‌କୁ ଓହ୍ଲାଇଥିବା ପାକିସ୍ତାନ ନିର୍ଦ୍ଧାରିତ ୧୯ ଓଭର୍‌ରେ ୮ ୱିକେଟ ହରାଇ ୧୬୦ ରନ କରିଥିଲା। ଦଳ ପକ୍ଷରୁ ଶାନ ମାସୁଦ ୩୯, ହାଇଦର ଅଲୀ ୧୮, ଅଧିନାୟକ […]

ENG

ENG

Hemant Lenka
  • Published: Monday, 17 October 2022
  • Updated: 17 October 2022, 05:32 PM IST

Sports

Latest News

ବ୍ରିସବେନ: ଟି-୨୦ ବିଶ୍ୱକପର ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡର ଏକତରଫା ବିଜୟ। ପାକିସ୍ତାନକୁ ୬ ୱିକେଟରେ ହରାଇଛି ଇଂଲଣ୍ଡ। ନିଜର ପ୍ରଥମ ଅଭ୍ୟାସକୁ ଜିତି ବିଶ୍ୱକପ ପୂର୍ବରୁ ନିଜ ମନୋବଳକୁ ସୁଦୃଢ଼ କରିଛି ଜୋଶ ବଟଲରଙ୍କର ଟିମ ଇଂଲଣ୍ଡ।

ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ବିନା ଅଭ୍ୟାସ ମ୍ୟାଚ୍‌କୁ ଓହ୍ଲାଇଥିବା ପାକିସ୍ତାନ ନିର୍ଦ୍ଧାରିତ ୧୯ ଓଭର୍‌ରେ ୮ ୱିକେଟ ହରାଇ ୧୬୦ ରନ କରିଥିଲା। ଦଳ ପକ୍ଷରୁ ଶାନ ମାସୁଦ ୩୯, ହାଇଦର ଅଲୀ ୧୮, ଅଧିନାୟକ ଶାଦାବ ଖାନ ୧୪, ଇଫତିକାର ଅହମ୍ମଦ ୨୨, ଆସିଫ ଅଲୀ ୧୪, ମହମ୍ମଦ ନୱାଜ ୧୪ ଓ ମହମ୍ମଦ ୱାସିମ ୨୬ ରନ କରିଥିଲେ। ସେହିପରି ଇଂଲଣ୍ଡ ପକ୍ଷରୁ ଡାଭିଡ ୱିଲ୍ଲୀ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ବେନ ଷ୍ଟୋକ୍ସ, ସାମ କୁରାନ, କ୍ରିସ ଜୋର୍ଡାନ ଓ ଲିଆମ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

୧୬୧ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ୩ ରନରେ ଓପନର ଫିଲ ସଲ୍ଟ(୧)ଙ୍କୁ ହରାଇଥିଲା। ଏହାପରେ ଆଲେକ୍ସ ହେଲ୍ସ(୯) ପ୍ୟାଭିଲିୟନ ଫେରିଥିଲେ। ତେବେ ବେନ ଷ୍ଟୋକ୍ସ ୧୮ ବଲରେ ୩୬ ଓ ଲିଆମ ଲିଭିଙ୍ଗଷ୍ଟୋନ ୧୬ ବଲରେ ୨୮ ରନ କରି ସ୍ଥିତି ସମ୍ଭାଳିଥିଲେ। ଶେଷ ଭାଗରେ ହ୍ୟାରୀ ବ୍ରୁକ୍ସ ୨୪ ବଲରେ ଅପରାଜିତ ୪୫ ଓ ସାମ କୁରାନ ୧୪ ବଲରେ ଅପରାଜିତ ୩୩ ରନର ଇନିଂସ ଖେଳି ଇଂଲଣ୍ଡକୁ ୨୬ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ।

ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସିମ ୨ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ ଓ ଶାଦାବ ଖାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଆଜି ପ୍ରଥମ ମ୍ୟାଚ୍‌ ଖେଳୁଥିବା ଶାହୀନ ଶାହ ଆଫ୍ରିଦି ୨ ଓଭରରେ ୭ ରନ ଦେଇଥିବା ବେଳେ କୌଣସି ୱିକେଟ ପାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story